ମୋ ନିଃଶ୍ବାସ ଟା ଚାଲେ ଏଠି ତୋ ଇସାରା ରେ । 4k Full Video। Dibyacomedy, Dipanjali & Akhimausi । Babu Babu
Автор: Dipanjali music
Загружено: 2024-01-16
Просмотров: 502553
ମୋ ନିଃଶ୍ବାସ ଟା ଚାଲେ ଏଠି ତୋ ଇସାରା ରେ । 4k Full Video। Dibyacomedy,Dipanjali & Akhimausi । Babu Babu |
#moniswasatachaleethitoisarare #Jagannath #Puri #newyear #Bhajan #dibyacomedy #Dipanjali #akhimausi #jayadevmishra
#srimandir
Video Credits:-
Star Cast - Dibyacomedy,Dipanjali,Akhi Mausi,Sonali,Omm,Jay,Sikana
Dop - Raja
Edit - Dynamite Films
Di - Siju
Makeup - Mamata Apa
Associate Director - Mantu & Rajat
Director - Babu Babu
Producer - Rtn Dr. Prasanna Choudhury
Spacial Thanks - Suryakant
Audio Cradit:-
Music & Singer - Jaydev Mishra
Lyrics - Jitendra jena
Dubbing & mastering -Anjan Bhai
ମୁଖୁଡା
💐💐💐💐💐💐💐💐
ଜଗନ୍ନାଥ ମୟ ଲାଗେ ଏ ସାରା ଦୁନିଆ
ମୋ ଆଖି ଦେଖିଲେ ତତେ....
ଅନ୍ଧକାର ମୟ ଲାଗେ ଏ ସାରା ଦୁନିଆ
ତୋ ବିନା ଯେମିତି ମତେ....
ଏ ଜୀବନ ତୋ ପାଇଁ
ଏ ଶରୀର ତୋ ପାଇଁ
ଏ ଜନମ ତୋ ପାଇଁ
ଏ ମରଣ ତୋ ପାଇଁ
ଚାହୁଁନି ମୁଁ ଆଉ କିଛି
ତୋ ବିନା ଏ ଜୀବନ ରେ
କାଳିଆ ରେ କାଳିଆ ରେ.......
ମୋ ନିଶ୍ୱାସ ଟା ଚାଲେ ଏଠି ତୋ ଇସାରା ରେ..//୦//
୧ମ ଅନ୍ତରା
💐💐💐💐💐💐💐💐
ଧନ ଯୋଉବନ ଏଠି ନୁହେଁ ଚିରସ୍ଥାୟୀ
ତାକୁ ନେଇ ଏ ମଣିଷ ଗର୍ବ କରେ କାଇଁ
ପୁଅ ବୋହୁ ଝିଅ ଜ୍ୱାଇଁ ବନ୍ଧୁ କି ବାନ୍ଧବ
ମିଛ ସମ୍ପର୍କ ରେ ଏଠି ଯୋଡ଼ି ଥାନ୍ତି ଭାବ
ଏ ସଂସାର ତୋ ପାଇଁ
ଏ ବନ୍ଧନ ତୋ ପାଇଁ
ଏ ବିଶ୍ଵାସ ତୋ ପାଇଁ
ଏ ଭରଷା ତୋ ପାଇଁ....
ଶରଣ ତୁ ଦବୁ ମତେ
ତୋ ଛନ୍ଦା ଚରଣରେ..
କାଳିଆ ରେ କାଳିଆ ରେ....
ମୋ ନିଃଶ୍ବାସ ଟା ଚାଲେ ଏଠି ତୋ ଇସାରା ରେ....//୧//
୨ୟ ଅନ୍ତରା
💐💐💐💐💐💐💐💐
ସ୍ବାର୍ଥ ପାଇଁ ଏ ମଣିଷ ହେଇଯାଏ ଅନ୍ଧ
ବୁଝେ ନାହିଁ ପାପ ପୁଣ୍ୟ ଭଲ ଆଉ ମନ୍ଦ
ଭାବେ ଯାହା ରଖିଛି ମୁଁ ସବୁ କିଛି ମୋର
ନିଜ ଶରୀର ବି ଏଠି ନୁହେଁ ତ ନିଜର
ଏ ଦୁନିଆ ତୋ ପାଇଁ
ଏ ଜଗତ ତୋ ପାଇଁ
ଏ ଆକାଶ ତୋ ପାଇଁ
ଏ ପୃଥିବୀ ତୋ ପାଇଁ....
ଆପଣାର ଅଛି କିଏ
ତୋ ବିନା ଦୁନିଆ ରେ...
କାଳିଆ ରେ କାଳିଆ ରେ
ମୋ ନିଃଶ୍ବାସ ଟା ଚାଲେ ଏଠି ତୋ ଇସାରା ରେ...//୨//
💐💐💐💐💐💐💐💐
Доступные форматы для скачивания:
Скачать видео mp4
-
Информация по загрузке: