ମାଟି ପକା,ବେଦ୍ୟାରମ୍ଭ୍ ।।matipaka,bedyarambha//marriage vlog
Автор: SIDDHI SUNAINA
Загружено: 2025-05-29
Просмотров: 2590
ଭିନ୍ନ ଭିନ୍ନ ପରମ୍ପରା ଭିନ୍ନ ଜାତି,
ଜାତି ଭାଇ ଧରନ୍ତି ମଡୋ ଡାହାଲି, ପର୍ଲ୍ଲା ରେ ପୂଜା ସାମଗ୍ରୀ ଧରି ବର ର ଭାଟୋ (ଭେଣୋଇ) ଭଉଣୀ/ନାନୀ ଓ ପାଖ ପଡୋଶୀ,କୁଣିଆ ସମସ୍ତେ ମିଶି ।
ବିବାହ ର ଶୁଭାରମ୍ଭ ହୁଏ ମମା ଗୌରୀ ପୂଜା ଗାଁ ଶେଷ ମୁଣ୍ଡ ରେ ସେଇଠୁ ଆସେ ଶୁଭ ମାଟି, ଓ ଆରମ୍ଭ ହୁଏ ଗୋସେଇଁ ଙ୍କ ପୂଜା ପରେ ବେଦ୍ୟାରମ୍ଭା।।ଓ ନବ ବର୍ କୁ ପୂଜା ଆରମ୍ଭ ହୁଏ ଗନ ସନ୍।।
subscribe
#siddhi_sunaina
#wedding #biha #bihagharvideo #agharia #agharia_biha
#baangir_biha
#maatipaka
#marriage
Доступные форматы для скачивания:
Скачать видео mp4
-
Информация по загрузке: