Bata Osha Kahani (Danda Panhara) Full Video- Namita Agrawal | ବାଟ ଓଷା(ଦାଣ୍ଡ ପହଁରା କାହାଣୀ) | Sidharth
Автор: Namita Agrawal
Загружено: 2022-12-09
Просмотров: 217977
Create Your Reels Here :- https://bit.ly/3YekhnE
Song : Bata Osha Kahani
Singer : Namita Agrawal
Album : Bata Osha Kahani
Album No : SM- 4902
Lyrics : Bijay Malla
Music : Puratana
Music Label : Sidharth Music
Producer : Sitaram Agrawal & Namita Agrawal
----------------------------
ବାଟଓଷା ବା ଦାଣ୍ଡପହଁରା ଓଷା ପୌଷମାସ କୃଷ୍ଣ ଦ୍ୱିତୀୟା ତିଥିରେ ପାଳନ କରାଯାଏ । ଏହି ଓଷା ଯମରାଜାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ । ପ୍ରତ୍ୟେକ ମାଆମାନେ ନିଜ ପୁତ୍ରମାନେ ଦୀର୍ଘାୟୁ ହେବା ନିମନ୍ତେ ରାତିରେ ଉପବାସ ରହି ବଜ୍ରମୂଳି ଗଛରେ ଦାଣ୍ଡ ପହଁରି ନିଜ ନିଜର ପୁତ୍ରମାନଙ୍କୁ ଝାଡ଼ିଥାନ୍ତି । ଇନ୍ଦ୍ରଙ୍କର ଅମୋଘ ଅସ୍ତ୍ର ହେଉଛି ବଜ୍ର । ସେଥିପାଇଁ ପ୍ରବାଦ ଅଛି-ମାତାମାନେ ନିଜ ସନ୍ତାନର ଦୀର୍ଘଜୀବନ କାମନା କରି ଓଷା ମଣ୍ଡପର ଚତୁର୍ପାଶ୍ୱକୁ ବଜ୍ରମୂଳିରେ ପହଁରିବା ପରେ ସେଥିରେ ସନ୍ତାନମାନଙ୍କୁ ଝାଡ଼ିଥାନ୍ତି ।
କୋଶଳ ଦେଶର ରାଜା ସୁଦର୍ଶନ ଓ ରାଣୀ ଲୀଳାବତୀ, ଦୁହେଁ ପରୋପକାରୀ ଓ ପ୍ରଜାବତ୍ସଳ ହୋଇଥିଲେ ମଧ୍ୟ ପୁତ୍ରସନ୍ତାନ ନଥିବାରୁ ମନସ୍ତାପ କରିଥିଲେ । ବିଜ୍ଞ ବ୍ରାହ୍ମଣ, ଜ୍ୟୋତିଷ ଦାଣ୍ଡ ପହଁରା ବା ବାଟ ଓଷା କରିବାଦ୍ୱାରା ଯମଙ୍କୁ ସନ୍ତୁଷ୍ଟ କଲେ ପୁତ୍ରପ୍ରାପ୍ତି ହେବ ବୋଲି ପରାମର୍ଶ ଦେଇଥିଲେ । ଓଷା କରିଥିବା ରାଜ୍ୟର ଗୃହିଣୀମାନଙ୍କଠାରୁ ପ୍ରସାଦ ପାଇ ରାଣୀ ଗର୍ଭବତୀ ହେବା ସହ ଉତ୍ତମ ପୁତ୍ରପ୍ରାପ୍ତ କରିଥିଲେ, ଯାହାର ନାମ ବୀରସେନ । କିନ୍ତୁ ପୁତ୍ରପ୍ରାପ୍ତି ପରେ, ରାଣୀ ଆଉ ଯମଦେବତାଙ୍କ ବାଟ ଓଷା ନ କରିବା ଯୋଗୁଁ ଯମ ବୀରସେନଙ୍କୁ ଅପହରଣ କରି ନେଇଗଲେ ଏବଂ ନିଜର ମାତାଙ୍କୁ ତାଙ୍କୁ ମାରି ରୋଷେଇ କରି ଖାଇବାକୁ ଦେବା ପାଇଁ କହିଥିଲେ । ତତ୍ପରେ ଯମ ସ୍ନାନ କରିବାକୁ ଚାଲିଗଲେ । ଇତ୍ୟବସରରେ ବୀରସେନଙ୍କ ନାକରେ ଦୁଇ ଖଣ୍ଡ କାଠି ପୂରାଇ ପୂଜା ସମୟରେ ଛିଙ୍କିବା ପାଇଁ ଯମଙ୍କ ମାତା ଶିଖାଇ ଦେଲେ । ବୀରସେନ, ଯମମାତାଙ୍କ କହିବା ଅନୁସାରେ ନାକରେ କାଠି ପୂରାଇ ଛିଙ୍କିଥିଲେ । ଏହି ସମୟରେ ଯମମାତା ଅଚ୍ଛମର ହୁଅ ବୋଲି କହିଥିଲେ, ଯାହା ଫଳରେ ଯମଦେବ ବୀରସେନଙ୍କୁ ନ ମାରି, ବାଟଓଷା ନକଲେ ପୁନର୍ବାର ନେଇଯିବେ ବୋଲି ବୀରସେନଙ୍କ ମାତାଙ୍କୁ କହି ଘରେ ଛାଡ଼ି ଦେଇଗଲେ । ପରିବାରବର୍ଗ ବୀରସେନଙ୍କୁ ପାଇ ଅତ୍ୟନ୍ତ ଖୁସି ହୋଇଥିଲେ ମଧ୍ୟ କାହିଁକି ରୁଷିଥିଲେ ବୋଲି ପଚାରିବାରୁ ଉତ୍ତରରେ କହିଲେ, ତୁମେ ଯମଦେବଙ୍କ ବାଟଓଷାକୁ ଭୁଲି ଯାଇଥିବାରୁ ମୋତେ ଧରି ନେଇଥିଲେ ବୋଲି କହିଥିଲେ । ଶେଷରେ ରାଜଗୃହରେ ମାତା କୌଶଲ୍ୟା ଯମଦେବଙ୍କ ବାଟ ଓଷା କରି, ଦାଣ୍ଡ ପହଁରି, ପୁତ୍ରର ଦୀର୍ଘ ଜୀବନ କାମନା କରିଥିଲେ ।
♪ Full Song Available on ♪
Spotify : https://spoti.fi/3PfWPT2
Wynk :
Gaana :
JioSaavn : https://bit.ly/3Yb7hiM
Apple Music : https://apple.co/3PvohMZ
Amazon Prime Music : https://amzn.to/3hi8zIb
iTunes : https://apple.co/3PvohMZ
YouTube Music : https://bit.ly/3Hplumc
---------------------------------
Video Director : Gati,Naba
Camera : Narendra,Rintu
Editor : Chandan Panda,Balaram
Thumbnail Design : Bikash,Tapan
Art : Babu,Rocky
Choreographer :
3D Modeling : Adil Ali Khan
Digital Grading : Shivananda Jena
DI At : Sidharth Studio
Camera Associate : Rintu, Sanjit
IT Support : Durga Prasad Das
Makeup : Deepak, Bablu
Recorded At : Sidharth Studio
Voice Dubbing By : Munna & Sangram
Mastering By : Sitaram Agrawal & Pradyumna Singh
Banner : Sidharth Music
Producer : Sitaram Agrawal & Namita Agrawal
-----------------------------------
Enjoy & stay connected with us!
Facebook : / namitaagrawalofficial
---------------------------------
ସିଦ୍ଧାର୍ଥ TV" ଏବେ ସମସ୍ତ DTH ଏବଂ Cabel ରେ ଉପଲବ୍ଧ ..
Sidharrth TV : Dish-1311,Tata Play-1757,Airtel-600
Sun Direct -657,D2H-1311
Sidharth Bhakti : Dish TV-1395, Airtel-616,Sun-491
Sidharth Gold : Dish TV -1333, Airtel-602,Sun-658
Jay Jagannath : Dish-1397,Videocon D2H-1397
SUBSCRIBE us for Mega Serial, Reality Shows every day:
YouTube : / sidharthtv
Instagram : / sidharthtvofficial
Facebook : / sidharthtvofficial
Twitter : / sidharth_tv
Subscribe our other Television Channels :
Sidharth Bhakti : https://bit.ly/3ybqxAJ
Sidharth Gold : https://bit.ly/3a1P4Ac
Jay Jagannath : https://bit.ly/3aa1lTa
#SidharthBhakti #SidharthTV #NamitaAgrawal #SidharthMusic #SitaramAgrawal
Доступные форматы для скачивания:
Скачать видео mp4
-
Информация по загрузке: