ଖଣିଜ ସମ୍ପଦ ଚୋରଙ୍କୁ ସବାଡ୍ କଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ | Balasore MP Pratap Sarangi on Action
Автор: The Unmochan+
Загружено: 2025-11-15
Просмотров: 2533
ଭୋଗରାଇ ବ୍ଲକ ଦହମୁଣ୍ଡା, ଆରୁହାବୃତ୍ତି ଅଞ୍ଚଳରେ ହଠାତ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଷଡ଼ଙ୍ଗୀଙ୍କ ଗସ୍ତ,ସୁବର୍ଣ୍ଣରେଖାରୁ ବେଆଇନ ବାଲି ଚୋରି ପାଇଁ ପୋଲିସ, ମାଇନିଂ ଅଧିକାରୀ ଓ ତହସିଲଦାରଙ୍କୁ ଦାୟୀ କଲେ ସାଂସଦ ।
କାଲି ଠାରୁ ସେଠାରେ ଏକ ଅସ୍ଥାୟୀ ପୋଲିସ କ୍ୟାମ୍ପ ବସାଇବା ପାଇଁ ନିର୍ଦେଶ ଦେଲେ l ଅବହେଳା ହେଲେ ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦେଶ ଦେଲେ ।
#pratapsarangi #balasore #bhogarai #bjp
Доступные форматы для скачивания:
Скачать видео mp4
-
Информация по загрузке: