ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଯାଉଁଳିପୋଖରୀ,ପୁରୀ
Автор: SARASWATI SISHU MANDIR,jaunlipokhari
Загружено: 2026-01-09
Просмотров: 600
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଯାଉଁଳିପୋଖରୀ
ଚତୁର୍ଦ୍ଦଶତମ ବାର୍ଷିକ ଉତ୍ସବ - ୨୦୨୫/୨୬
ଯୁଗାବ୍ବ- ୫୧୨୭ ବିକ୍ରମ ସମ୍ବତ - ୨୦୮୨
ପୌଷ ମାସ ଶୁକ୍ଳପକ୍ଷ ଦ୍ୱିତୀୟା
ଦିନାଙ୍କ - ୨୨/୧୨/୨୦୨୫ ବାର - ସୋମବାର
ମଞ୍ଚାସୀନ ଅତିଥି
ମୁଖ୍ୟ ଅତିଥି - ଡ଼ଃ.ବିଭୁପ୍ରସାଦ ତରାଇ(ସାଂସଦ, ଜଗତସିଂହପୁର)
ସମ୍ମାନିତ ଅତିଥି - ଡ଼ଃ. ସଂଗ୍ରାମ କେଶରୀ ପାଟସାହାଣୀ(ଏସ.ସି.ଇ.ଆର.ଟି,ଓଡ଼ିଶା,ଭୁବନେଶ୍ୱର )
ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ(ପ୍ରାନ୍ତ ସେବା ପ୍ରମୁଖ, ବିଶ୍ଵ ହିନ୍ଦୁ ପରିଷଦ, ପୂର୍ବ ପ୍ରାନ୍ତ)
ମୁଖ୍ୟ ବକ୍ତା - ଶ୍ରୀଯୁକ୍ତ ସୁଦର୍ଶନ ମିଶ୍ର (ଜିଲ୍ଲା ପ୍ରମୁଖ, ଶିକ୍ଷା ବିକାଶ ସମିତି, ଓଡ଼ିଶା)
ସଭାପତି - ଶ୍ରୀଯୁକ୍ତ ଦୀନବନ୍ଧୁ ସାମନ୍ତରାୟ
ସମ୍ପାଦକ - ଶ୍ରୀଯୁକ୍ତ ତ୍ରିଲୋଚନ ଦଳାଇ
ପ୍ରଧାନଆଚାର୍ଯ୍ୟ - ଶ୍ରୀଯୁକ୍ତ ଶ୍ରୀଧର କୁମାର ପ୍ରହରାଜ
ପରିଚାଳନା ସମିତି କର୍ମକର୍ତ୍ତା -
ସଭାପତି - ଶ୍ରୀଯୁକ୍ତ ଦୀନବନ୍ଧୁ ସାମନ୍ତରାୟ
ଉପ ସଭାପତି - ଶ୍ରୀଯୁକ୍ତ ଅମୂଲ୍ୟରତ୍ନ ପ୍ରଧାନ
ସମ୍ପାଦକ - ଶ୍ରୀଯୁକ୍ତ ତ୍ରିଲୋଚନ ଦଳାଇ
ସହ ସମ୍ପାଦକ - ଶ୍ରୀଯୁକ୍ତ ଶ୍ରୀଧର ପ୍ରଧାନ
କୋଷାଧ୍ୟକ୍ଷ - ଶ୍ରୀଯୁକ୍ତ ବିମଳକାନ୍ତ ସ୍ବାଇଁ
ସଦସ୍ୟା - ଶ୍ରୀମତୀ ଅହଲ୍ୟା ପାଣ୍ଡି
ସଦସ୍ୟା - ଶ୍ରୀମତୀ କଳ୍ପନା ସେଠୀ
ସାଂସ୍କୃତିକ ପ୍ରମୁଖ - ଶ୍ରୀମତୀ ରୀନା ବିଶ୍ଵାଳ
ସାଂସ୍କୃତିକ ସହ ପ୍ରମୁଖ - ଶ୍ରୀମତୀ କ୍ଷଣପ୍ରଭା ଖଟୋଇ
ନୃତ୍ୟ ଶିକ୍ଷକ - ଶ୍ରୀଯୁକ୍ତ ସନ୍ତୋଷ କୁ ମହାରଣା ଓ ଶ୍ରୀଯୁକ୍ତ ସନ୍ତୋଷ ନାୟକ
ଟେଣ୍ଡ,ଲାଇଟ୍ ଓ ସାଜ୍ଜସଜ୍ଜା - ଶ୍ରୀ ସଞ୍ଜୟ ମହାପାତ୍ର
ବାଦ୍ୟକାର - ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁ ଓ ଶ୍ରୀଯୁକ୍ତ ଯୋଗେନ୍ଦ୍ର ସେଠୀ
ସହଯୋଗ - ବିଦ୍ଵତ୍ ପରିଷଦ ମଣ୍ଡଳୀ, ମାତୃଭାରତୀ ମଣ୍ଡଳୀ, ପୂର୍ବଛାତ୍ର ପରିଷଦ, ସମସ୍ତ ଗୁରୁଜୀ,ଗୁରୁମା,ସେବକ ଓ ସେବିକା ।
Доступные форматы для скачивания:
Скачать видео mp4
-
Информация по загрузке: