ଆସ୍କା ମହା ବାରୁଣୀ // ASKA MAHA BARUNI //
Автор: ASKA JP
Загружено: 2022-03-30
Просмотров: 22500
ଆସ୍କା ମହା ବାରୁଣୀ // ASKA MAHA BARUNI //
#mahabaruni
#askabuda
#askajp
Track info
Music : Devotional - Deepak Meenu
Music Link : https://royaltyfreebgmusic.blogspot.c...
" ରୁଷିକୁଲ୍ୟା ସାମାସାଦ୍ୟ ଯାବତ ବୈତରଣୀ ନଦୀ
ତାବତ୍ କ୍ଷେତ୍ରସ୍ୟ ମାହାତ୍ମ୍ୟ ବର୍ତ୍ତତେ ମୁନିପୁଙ୍ଗବ "
ଏହାର ତାତ୍ପଯ୍ୟ ହେଲା
ଋଷିକୁଲ୍ୟା ବୈତରଣୀ ନଦୀ ପରି ପବିତ୍ର,
ଏହି କ୍ଷେତ୍ରର ମାହାତ୍ମ୍ୟ ମୁନି ମାନେ ପୁରାଣ ରେ ବର୍ଣ୍ଣନା କରିଛନ୍ତି।
ରୁଷିକୁଲ୍ୟା ! ରୁଷିକୁଲ୍ୟା ଭଳି ପାବନ ପବିତ୍ର ନଦୀ ର ଇତିହାସ ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ରହସ୍ୟମୟ. ବିଶ୍ୱବ୍ରହ୍ମାଡ ର ପ୍ରଥମ ମାନବ ଭାବ ରେ ପରିଚିତ ଯାହାଙ୍କ ନାମ ଥିଲା ସ୍ୱୟଂଭୁବ. ସ୍ୱୟଂଭୁବ ସ୍ୱୟଂ ମୁନି ଓ ରୁଷି ମାନଙ୍କ ଗ୍ରହଣ ରେ ରୁଷିମାଳ ପର୍ବତ ସ୍ଥିତ ନିଜ ଆଶ୍ରମ ରେ ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଶନିବାର ତଥା ଶତଭିଶା ନକ୍ଷତ୍ରରେ ବରୁଣ ଯଜ୍ଞ କରିଥିଲେ ଏବଂ ସେହି ଶୁଭ ମୁହୂର୍ତରେ ପବିତ୍ର ରୁଷିକୁଲ୍ୟା ନଦୀ ର ଉତ୍ପତି ହୋଇଥିଲା. ଏହି ନଦୀ ର ସ୍ରୋତ ଯେଉଁ ଯେଉଁ ସ୍ଥାନ ଦେଇ ଉତରାଭିମୁଖି ହୋଇଛି, ସେଥି ମଧ୍ୟ ରେ ଆସିକା ଅନ୍ୟତମ,ଅନ୍ୟତମ ଏଥି ପାଇଁ କାରଣ ରୁଷିକୁଲ୍ୟା ବଡନଦୀ ର ସଙ୍ଗମସ୍ଥଳୀ ଭାବରେ ମଧ୍ୟ ଆସିକା ପରିଚିତ, ପୌରାଣିକ କଥା ଅନୁଯାଇ ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ରେ ରୁଷିକୁଲ୍ୟା ନଦୀ ରେ ସ୍ନାନ କଲେ ସମସ୍ତ ଆଜ୍ଞାତ ପାପ ରୁ ମୁକ୍ତି ମିଳେ ଏବଂ ସ୍ୱର୍ଗ ଲୋକ ରେ ସ୍ଥାନ ମିଳେ ବୋଲି ଧର୍ମ ବିଶ୍ୱାସ ରହିଛି, ଏହା ବି ବିଶ୍ୱାସ କରାଯାଏ ଯେ ପବିତ୍ର ଗଙ୍ଗା ନଦୀ ଠାରୁ ମଧ୍ୟ ରୁଷିକୁଲ୍ୟା ନଦୀ ପୁରାତନ, ଏହି ତିଥି ରେ ଆସିକା ଏବଂ ଆଖ ପାଖ ଲୋକ ଙ୍କ ବ୍ୟତୀତ ଦୂର ଦୂରାନ୍ତ ରୁ ପ୍ରବଳ ଜନସମାଗମ ହୋଇ ବାରୁଣୀସ୍ନାନ ସହିତ ପିଣ୍ଡ ଦାନ କରିଥାନ୍ତି ଏବଂ ଅସ୍ତି ଭସାଇଥାନ୍ତି, ଏହି ଜନସମାଗମ ର ମନୋଲୋଭା ଦୃଶ୍ୟ ଆପଣ ମାନଙ୍କ ସମୁଖ ରେ ପ୍ରତକ୍ଷ ଭାବ ରେ ଉପସ୍ଥାପନା କରିବି. ଯାହା ଦ୍ୱାରା ଆପଣ ମାନେ ମଧ୍ୟ କଳା ଓ ସଂସ୍କୃତି ସହ ଅବଗତ ହୋଇପାରିବେ.
ଏହି ବୁଡ଼ ରେ ବହୁତ ପସରା ପଡେ ଆଉ ଏହି ପସରା ରେ ବହୁତ ଜିନିଷ ବିକିବାକୁ ଆଣିଥାନ୍ତି, ଆମେ ଯେତେବେଳେ ଛୋଟ ଥିଲୁ ବାପା ମା ଙ୍କ ସହ ବୁଡ଼ ବୁଲିବାକୁ ଯାଉଥିଲୁ ଆଉ ଆମକୁ ବହୁତ ମଜା ଆସୁଥିଲା, ଏବଂ ଆମେ ବାପା ମା ଙ୍କ ଆଗରେ ଅଳି କରୁଥିଲୁ କି ଆମ ପାଇଁ ଖେଳନା କିଣିଦିଅ, ଆଉ ବାପା ମା ଯେତେବେଳେ ଆମ ପାଇଁ ଖେଳନା କିଣିଦଉଥିଲେ ଆମକୁ ବହୁତ ଖୁସି ହଉଥିଲା. ବୁଡ଼ କୁ ଯିଏ ବି ବୁଲିବାକୁ ଆସେ ସେ ଗଲାବେଳେ ଚଣା ନିଶ୍ଚୟ ଘରକୁ ନେଇକି ଯାଇଥାନ୍ତି
ଶ୍ରୀ ରାମଙ୍କ ଦ୍ୱାରା ପ୍ରତିଷ୍ଠିତ ପୁଡୁଗେଶ୍ଵର ଏବଂ ଭଞ୍ଜ ବଂଶ ଇଷ୍ଟଦେବୀ ତଥା ଆଦିବାସୀ ଙ୍କ ପ୍ରାଣର ଦେବୀ ମା ଖମ୍ବେସ୍ୱରୀଙ୍କ ପୂଜା ତଥା ଦର୍ଶନ କରି ନିଜ ଜୀବନ କୁ ସାର୍ଥକ କରନ୍ତି. ଏହି ବାରୁଣୀ ସ୍ନାନ ଦିନ ରୁଷିକୁଲ୍ୟା ନଦୀ ରେ ସ୍ନାନ କଲେ ଗଙ୍ଗ ନଦୀ ରେ ସ୍ନାନ କରିବା ସମାନ ବୋଲି ବିଶ୍ୱାସ ରହିଛି ଏଣୁ ଆପଣ ସମସ୍ତେ ଆମ ଆସିକା ସହର ରେ ବର୍ଷ କୁ ଥରେ ହଉଥିବ ବାରୁଣୀ ସ୍ନାନ ରେ ଯୋଗ ଦେଇ ନିଜକୁ ଆଧ୍ୟାତ୍ମିକ ଭାବ ରେ ନିବିଡ ରଖନ୍ତୁ
ପୁଡୁଗେଶ୍ୱର ପଲ୍ଲୀ ଗ୍ରାମର ମନ୍ଦିର ପ୍ରାଙ୍ଗଣରେ ଥିବା ବାମ୍ଫି ଶହେ ବର୍ଷରୁ ବି ପୁରୁଣା ଅଟେ। ସ୍ଥାନୀୟ ଲୋକଙ୍କ ବିଶ୍ବାସ ଯେ ଏହି ବାମ୍ଫି ରେ କୌଣସି ଜିନିଷ ପଡ଼ିଲେ ତାହା ପୁରୀ ମହୋଦଧି ରେ ବାହାରେ। ତେଣୁ ମୁଁ ଅନୁରୋଧ କରିବି ଯେ ବାରୁଣୀ ସ୍ନାନ କୁ ଆସିଲେ ଏହି ପୁରାତନ ବାମ୍ଫିକୁ ବୁଲିବାକୁ ନିଶ୍ଚୟ ଆସନ୍ତୁ
ଯଦି ଏହି ଭିଡ଼ିଓ ଟି ଆପଣଙ୍କୁ ଭଲ ଲାଗିଛି ତ ଏହି Video କୁ Like କରିବା ସହ ଆମ Youtube Channel କୁ Subscribe କରନ୍ତୁ ଏବଂ ଆମ ଓଡିଶା ର କଳା ଓ ସଂସ୍କୃତି କୁ ସାରା ଦେଶ ରେ ପ୍ରସାରିତ କରିବା ପାଇଁ Video ଟିକୁ ବହୁ ମାତ୍ରା ରେ Share କରନ୍ତୁ...... ରହିଲି ନମସ୍କାର
🇦 🇰 🇦 🇯 🇵 🇾 🇴 🇺 🇹 🇺 🇧 🇪 🇨 🇭 🇦 🇳 🇳 🇪 🇱
🔰Follow Me on instagram :- I'm on Instagram as @askajp_. Install the app to follow my photos and videos. https://www.instagram.com/invites/con...
🔰Face Book :- / jibanmohanty.babu
My Equipments ---------
🔹1. Smartphone - Realme 8 pro / Vivo y83pro
🔹2. Microphone - Boya by m1
🔹3. DJI Osmo Gimbal
🔹4. DJI Mavic Mini Drone
Pudugeswar Temple Explore :- • Видео
Rusikulya River Explore :- • EXPLORE RUSIKULYA RIVER, ASKA, GANJAM, ODI...
Shutdown ପରବର୍ତୀ ଆସ୍କା :- • HOW SITUATION IN ASKA AFTER SHUTDOWN 2020
National Sports Day In Aska Town Hall :- • National Sports Day Celebration In Aska To...
The Biggest Surprise In Aska Kalinga Super Mart :- • The Biggest Surprise In Aska, Kalinga Supe...
Hi Guys Aska Jp Youtube Channel କୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ମୋର ଏହି Channel ରେ ଆପଣ Aska ର ସବୁ କିଛି ଖବର ପାଇପାରିବେ ସେଥିପାଇଁ ପାଇଁ ଯଦି ଆପଣ Aska ରେ ରହୁଛନ୍ତି ତାହାହେଲେ ଆମ Channel କୁ Subscribe କରି Bell icon କୁ press କରି All କରିଦିଅନ୍ତୁ ଯାହାଫଳରେ ଆପଣମାନେ Aska ର ସବୁ କିଛି ଖବର ପାଇପାରିବେ ଏବଂ ଯଦି ଆପଣ ଅନ୍ୟ କୌଣସି ଜାଗା ରେ ରହୁଛନ୍ତି ତାହାହଲେ ଆପଣଙ୍କୁ Aska ର ସବୁକିଛି ଖବର ମିଳିପାରିବ ମୋର ଏହି Channel ରେ, Likely Aska Street Food, Aska School College Updates , Aska's Famous Hotel ସବୁକିଛି Aska ଉପରେ Updates ମିଳିପାରିବ ଏବଂ ଆପଣ ଯଦି Android Knowledge ଉପରେ କିଛି ବି ଜାଣିବା ପାଇଁ ଚାହୁଁଛନ୍ତି ତ ମୋର 1st Channel ଯାହାର Name ହେଲା Jp creation jibanକୁ ଯାଇକି ବି ଦେଖିପାରିବେ..............
So Thank You All of You And Please Like / Comment / Share, And Don't Forget To Subscribe My Channel ------------------
----------Thank You All ------
Доступные форматы для скачивания:
Скачать видео mp4
-
Информация по загрузке: