FULL VIDEO||NEW CHRISTIAN SONG||JISUNKA AGAMANA//HUMAN SAGAR||ଯୀଶୁଙ୍କ ଆଗମନ||
Загружено: 2023-06-17
Просмотров: 2141361
FULL VIDEO||NEW CHRISTIAN SONG||JISUNKA AGAMANA//HUMAN SAGAR||ଯୀଶୁଙ୍କ ଆଗମନ||
Presenting you A Beautiful New Odia Heart touching Emotional and Soulful Christian Devotional song From JM Music.We Hope This New Odia Heart touching Emotional Christian song will surely Touch All your Heart.The song is Singing by Human Sagar in very Beautifully and Soulfully.
କାରଣ ଆଉ ଅତି ଅଳ୍ପ ସମୟ ମାତ୍ର,
ଯାହାଙ୍କ ଆଗମନ କରିବାର ଅଛି, ସେ ଆଗମନ କରିବେ
ଓ ବିଳମ୍ବ କରିବେ ନାହିଁ।”
ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମହତ୍ ନାମର ଗୌରବ ହେଉ। ଏକ ଅତି ସୁନ୍ଦର ଗୀତ JYOTIRMAYA OFFICIAL YOUTUBE▶️ CHANNEL ତରଫରୁ ପ୍ରସ୍ତୁତ କରାଯାଇଛି। କଣ୍ଠଦାନ କରିଛନ୍ତି ଓଡିଶାର ସୁପ୍ରସିଦ୍ଧ ଗାୟକ HUMAN SAGAR . Full VIDEO ବର୍ତ୍ତମାନ ଉନ୍ମୋଚନ ହୋଇଅଛି।
ଆଶା କରୁଛୁ ନିଶ୍ଚିତ ଆପଣମାନଙ୍କୁ ଏହି ଗୀତ ଭଲ ଲାଗିବ। ପ୍ରଭୁଙ୍କ ଗୌରବ ନିମନ୍ତେ ଅନ୍ୟ ମାନଙ୍କ ନିକଟକୁ SHARE କରିବାକୁ ଭୁଲିବେନି ପୁଣି ଯଦି ଆପଣମାନେ ଆମ CHANNEL କୁ SUBSCRIBE କରିନାହାନ୍ତି ତେବେ SUBSCRIBE କରିବାକୁ ଭୁଲିବେନି।
SONG CREDITS:-
SONG TITLE-ଯୀଶୁଙ୍କ ଆଗମନ
SINGER-HUMAN SAGAR
MUSIC AND LYRICS- SALEM LIMA
MUSIC ARRANGEMENTS-BAPI SHAMAL
PRODUCER-MANATA PRADHAN(TEACHER)
RECORD-MRR STUDIO, CUTTACK
DOP, EDIT-AMBRAM GANTA
POSTER -BISWO
WhatsApp number -9439567643
Lyrics
ଆ...... ଆ..... ଆ.....
ଆଗମନ ବେଳ ପାଖେଇ ଆସିଲା
ଯୁଗଶେଷ ଦିନ ସନ୍ନିକଟ ହେଲା
ଯୀଶୁଙ୍କର ଆଗମନ ବେଳ ପାଖେଇ ଆସିଲା (୨)
ସ୍ଥାନେ ସ୍ଥାନେ ଦେଖ ଭୂମିକମ୍ପ ହେଲା(୨)
ଯୁଗ ଶେଷ ଲକ୍ଷଣ( ସବୁ ଦେଖାଗଲା×୨)
ଯୀଶୁଙ୍କର ଆଗମନ ବେଳ ପାଖେଇ ଆସିଲା (୨)
୧
ପ୍ରସ୍ତୁତ ଅଛୁକି ହେ ମାନବ ଜାତି
ପାଇଚୁକି ଆମେ ପାପରୁ ମୁକତି
ଦେଖ ଆସୁଅଛି ଭୟଙ୍କର ବିପତ୍ତି
ପାପୀ ପାଇଁ ନିଶ୍ଚେ ମହାକ୍ଲେଶ ଅଛି
ଆ...... ଆ..... ଆ.....
କିନ୍ତୁ ଯିଏ ଯୀଶୁ ପାଶେ ମନ ଦେଲା
ଜଗତରେ ପରିତ୍ରାଣ ଯେ ଲଭିଲା
ସ୍ବର୍ଗରାଜ୍ଯେ ତାହାଙ୍କର ସ୍ଥାନ ନିଶ୍ଚିତ ହୋଇଲା(୨)
୨
ସମୟ ଗଲାଣି ଅନୁଗ୍ରହ ର ଧାଇଁ
ପରିତ୍ରାଣ କିନ୍ତୁ ଆମ ହୋଇ ନାହିଁ
ଭାବ କି ମନରେ ଆଗମନ ହେବ ନାହିଁ
ଯୀଶୁଙ୍କ ଆଗମନ ନିଶ୍ଚିତ ଅଟଇ
ଆ...... ଆ..... ଆ.....
ପିତାଙ୍କ ଇଛା ସାଧନ ଯିଏ କଲା
ଶେଷ ପର୍ଯ୍ୟନ୍ତ ଯିଏ ଧୈର୍ଯ୍ୟ ଧରିଲା
ଅନନ୍ତ ନରକୁ ନିଶ୍ଚେ ବନ୍ଧୁ ରକ୍ଷା ସେ ପାଇଲା(୨)
#jisunkaagamana
#humanesagar
#humanesagarchristiansong
#humanesagarnewchristiansong
#humansagarchristiansong2023
#humansagarsongs
#odiachristiansongs
#latestodiachristiansongs
#diptirekhapadhinewsong
#bapisamal
#latestodiachristiansongs
#newchristiansong2023
#salimlima
#jmmusicpresentssongs
#diptirekhanewchristiansong
Copyright Disclaimer: - Under section 107 of the copyright Act 1976, allowance is mad for FAIR USE for purpose such a as criticism, comment, news reporting, teaching, scholarship and research. Fair use is a use permitted by copyright statues that might otherwise be infringing. Non- Profit, educational or personal use tips the balance in favor of FAIR USE.
!!* ANTI-PIRACY WARNING *!
This Content is Copyright to JM Music Present. Any unauthorised reproduction redistribution, re-upload (audio or video) is Strictly prohibited of this material.Legal action will be taken against those who violate this copyright Material Presented.
Доступные форматы для скачивания:
Скачать видео mp4
-
Информация по загрузке: