NEW CHRISTIAN SONG | ପ୍ରଶଂସା ତୁମେ ଘେନ (PRASANSA TUME GHENA) | HUMANE SAGAR | GABRIEL BALIARSING |
Автор: GS MUSIC OFFICIAL
Загружено: 2024-04-13
Просмотров: 742453
NEW CHRISTIAN SONG | ପ୍ରଶଂସା ତୁମେ ଘେନ (PRASANSA TUME GHENA) | HUMANE SAGAR | GABRIEL BALIARSING |
Praise the Lord,
G S Music Official ପରିବାରକୁ ସମସ୍ତ ଶ୍ରୋତାବନ୍ଧୁକୁ ସହୃଦୟରୁ ସ୍ୱାଗତ ଜଣାଉ, ଈଶ୍ଵରଙ୍କ ଅନୁଗ୍ରହ ଦୟା ଓ ଆଶୀର୍ବାଦ ହେତୁ G S MUSIC OFFICIAL ପ୍ରସ୍ତୁତ କରିଛି ଏକ ଭାବପୂର୍ଣ୍ଣ, ହୃଦୟସ୍ପର୍ଶୀ ଗୀତ ଏବଂ ଇଶ୍ୱରଙ୍କ ଧନ୍ୟବାଦ ଓ ପ୍ରଶଂସା ଉପରେ ଆଧାରିତ ,। ଗୀତଟିକୁ ଶୁଣନ୍ତୁ Like Share Comment ଏବଂ Subscribe କରି ସୁସମାଚାର ବିସ୍ତାର କରିବାରେ ସାହାର୍ଯ୍ୟ କରନ୍ତୁ।
ଧନ୍ୟବାଦ
SONG CREDITS :
••••••••••••••••••••••
GS MUSIC OFFICIAL PRESENTS...
• Title -ପ୍ରଶଂସା ତୁମେ ଘେନ
• Singer - Humane Sagar
• Lyrics & Music-Bro Gabriel Baliarsingh (90782 14470)
• Music Arrangements - Subham Samal(Bapi)
• Producer-Sis Sara Baliarsingh
• DOP & Edit-Ambram Ganta
•Thumbneil-Sangram Parichha
•Special Thanks- Evg Peter Baliarsing & Puni Baliarsing
•Mixed and Mastered at MRR STUDIO, BBSR
Lyrics of the Song..
ଧନ୍ୟବାଦ ଘେନ ପ୍ରଭୂ
ପ୍ରଶଂସା ତୁମେ ଘେନ
ସ୍ତୁତି ପୂଜା ଆରାଧନା
ମହିମା ତୁମେ ଘେନ
ହେ ଧର୍ମ ମୟ ମହାମହିମ
ପ୍ରଶଂସା ନିବାସୀ ତୁମେ ପ୍ରଶଂସନୀୟ
ଗଉରବ ମୟ ତୁମେ ଜ୍ୟୋତିର୍ମୟ
( Music)
ସକଳ ସୃଷ୍ଟିର ପ୍ରଭୁ ତୁମେ ସ୍ଵୟଂଭୂ ଈଶ୍ୱର
ତୁମେ ପଥ ତୁମେ ସତ୍ୟ ତୁମେ ଅନନ୍ତ ଜୀବନ
ଅନାଦି ଅନନ୍ତ ପ୍ରଭୁ ଯୁଗେ ଯୁଗେ ତୁମେ ଅଛ
ପ୍ରଭୁ ମାନଙ୍କର ପ୍ରଭୁ ଅଟଗୋ ତୁମେ ଜୀବିତ
ହେ ତ୍ରାଣ କର୍ତ୍ତା ଈଶ୍ୱର ନନ୍ଦନ
ପ୍ରଶଂସା ନିବାସୀ ତୁମେ ପ୍ରଶଂସନୀୟ
ଗଉରବ ମୟତୁମେ ଜ୍ୟୋତିର୍ମୟ
ଧନ୍ୟବାଦ ଘେନ ପ୍ରଭୂ ପ୍ରଶଂସା ତୁମେ ଘେନ
ସ୍ତୁତି ପୂଜା ଆରାଧନା ମହିମା ତୁମେ ଘେନ
Music
ସ୍ଵର୍ଗ ଆଉ ପୃଥିବୀର ଅଧିକାରୀ ତୁମେ ଅଟ
ସର୍ବ ଶକ୍ତି ମାନ ପ୍ରଭୁ ତୁମେ ହିଁ ରାଜା ଆମର
ଦୟାମୟ କ୍ଷମାମୟ ତୁମେ ଯିଶୁ ପ୍ରେମମୟ
ରୋଗ ସଂକଟରେ ସଦା ଉଦ୍ଧାର କାରୀ ଆମର
ହେ ମୁକ୍ତିଦାତା ପରମ ଈଶ୍ଵର
ପ୍ରଶଂସା ନିବାସୀ ତୁମେ ପ୍ରଶଂସନୀୟ
ଗଉରବ ମୟ ତୁମେ ଜ୍ୟୋତିର୍ମୟ
ANTI-PIRACY WARNING * Unauthorized reproduction, redistribution, or re-upload is strictly prohibited from this material. All rights reserve with GS MUSIC OFFICIAL.
Доступные форматы для скачивания:
Скачать видео mp4
-
Информация по загрузке: