ବିନା ଔଷଧରେ ଭଲ ହେବ ଉଚ୍ଚ ରକ୍ତଚାପ High blood pressure
Автор: Dr Senapati
Загружено: 2025-04-25
Просмотров: 15764
Buy a Health Plan & Get Online
Discounts Up to 25% 👇
https://tinyurl.com/4maufmuk
ଔଷଧରେ ଭଲ ହେବ ଉଚ୍ଚ ରକ୍ତଚାପ High blood pressure
#odiahealthtips
#drsenapati
#bloodpressure
#odisha
#odia
#healthtips
#healthyfood
ବର୍ତ୍ତମାନ ଆମ ସମାଜରେ ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା,ଅନେକ ଲୋକ ଏହାର ଶିକାର ହେଉଛନ୍ତି | ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ୍ କିଲର୍ କହିଲେ ଅତ୍ୟୁକ୍ତି ହେବ ନାହିଁ। କାହିଁକି ନା ଏହାର କୌଣସି ଲକ୍ଷଣ ଦେଖାଯାଇନଥାଏ କିନ୍ତୁ ବିଭିନ୍ନ ରୋଗର କାରଣ ସାଜିଥାଏ। ଉଚ୍ଚ ରକ୍ତଚାପ ହାର୍ଟ ଆଟାକଠାରୁ ଆରମ୍ଭ କରି ଫୁସଫୁସ, କିଡନି, ଲିଭର ଆଦି ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ। ତେବେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବେ କେମିତି? ଏନେଇ ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ରକ୍ତଚାପ ବା ବ୍ଲଡ୍ ପ୍ରେସର କ'ଣ ?
ଉଚ୍ଚ ରକ୍ତଚାପର କାରଣ
ଉଚ୍ଚ ରକ୍ତଚାପର ଲକ୍ଷଣ
ଉଚ୍ଚ ରକ୍ତଚାପର ଜଟିଳତା
କେମିତି ନିୟନ୍ତ୍ରଣ କରିବେ ଉଚ୍ଚ ରକ୍ତଚାପ ?
It would not be an exaggeration to say that high blood pressure is a silent killer.For some reason, there are no symptoms,but they can cause a variety of illnesses.High blood pressure affects a variety of organs,from heart attacks to lungs, kidneys, and liver.How to control high blood pressure? Let's find out.
In this video,
What is blood pressure?
Causes of high blood pressure
Symptoms of high blood pressure
Complications of high blood pressure
How to control high blood pressure
Subscribe Now & Live a Healthy Life!
Доступные форматы для скачивания:
Скачать видео mp4
-
Информация по загрузке: