ନରକ ତୁ ଭୋଗିବୁନି ଗଲେ ଗୁରୁଙ୍କ ଶରଣ || Naraka Tu Bhogibuni || Divya Darshan Bhakti Sangeet || Manoj Jena
Автор: Mj Bhakti Sangeet
Загружено: 2025-07-07
Просмотров: 9252
song: ନରକ ତୁ ଭୋଗିବୁନି ଗଲେ ତୁ ଗୁରୁଙ୍କ ଶରଣ
Naraka tu bhogibuni gale tu gurunka
Sharana
singer : Manoj Kumar Jena
Lyrics : Jagannath Dash
music : Manoj Kumar Jena
Editing : Manas Jena
#Bhaktisong #odiasong #guru #sadguru #bhajan #heguru #manojjena #arjuna #odisha #viral #youtubevideo #youtubefeed #bhaktisangeet# sadguru bhajan# Arjuna guru bhajan# sadguru arjunabhajan# dibya Darshan Bhaktisangeet # dibya bhajan#
ଜୟ ସଦଗୁରୁ 🙏🙏🙏,
ପରମ ପୂଜ୍ୟ ସଦଗୁରୁଦେବଙ୍କ କୃପା ଆଶୀର୍ବାଦରୁ ଏହି ଭଜନଟିକୁ ପ୍ରସ୍ତୁତ କରିଅଛୁ । ସଂଘର ସେଣ୍ଟ୍ରାଲ ପୂଜ୍ୟ ସଭାପତିଙ୍କୁ ସଂଶୋଧନ ନିମନ୍ତେ ପଠାଇ, ସ୍ୱୀକୃତି ପରେ ରେକର୍ଡିଂ କରାଯାଇଛି । ସକାଳୁ ସକାଳୁ ଭଜନ ମାଧ୍ୟମରେ ଗୁରୁ ସ୍ମରଣ ବା ଶାନ୍ତମନରେ ବସି ସ୍ମରଣ କରିବାରେ ସହାୟକ ହେବ ଏହି ଉଦ୍ଦେଶ୍ୟରେ ଏହି ଭଜନଟିକୁ ମନୋଜ ଭାଇଙ୍କ କଣ୍ଠଦାନରେ ଜଗନ୍ନାଥ ଭାଇଙ୍କ ରଚନାକୁ ସଂଗୀତରେ ସଜାଯାଇଛି । ଆଶା ଭାଇ ଭଉଣୀ ମାନଙ୍କ ଦ୍ୱାରା ଆଦୃତ ହୋଇ ପାରିବ ।
ଗୁରୁ କୃପା ହିଁ କେବଳଂ।। ଜୟ ସଦଗୁରୁ ।।
Доступные форматы для скачивания:
Скачать видео mp4
-
Информация по загрузке: