Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ଜଳଙ୍ଗ ମାଛ ଖାଇକି ମଜା ଆସିଗଲା ||

Автор: MO KADEI CHULA

Загружено: 2023-09-22

Просмотров: 32980

Описание:

ଆଜି ମୁଁ ବନେଇଛି ଜଳଙ୍ଗ ମାଛ ର ମସଲା ଦିଆ ଝୋଳ ଯୋଉଟା କି ଦେଖିବାକୁ ଯେମିତି ଟିକେ ଅଲଗା ଥିଲା ସ୍ୱାଦ ତା ଠାରୁ ଅଧିକ ଭଲ ଥିଲା,ସାଧାରଣ ଏହି ମାଛ ବହୁତ ତେଲିଆ ଆଉ ବହୁତ ଗରିଷ୍ଠ ଏବଂ ଏହି ମାଛ କେବଳ ମସଲା ରେ ହିଁ ଭଲ ଲାଗେ ବେସର ରେ ଭଲ ଲାଗେନି,ବର୍ଷା ଦିନେ ହିଁ ଏହି ମାଛ ବେଶୀ ମିଳେ ଅନ୍ୟ ଦିନରେ ମିଳେନି,ଆଜି ମୁଁ ନର୍ମାଲ ସୋରିଷ ତେଲ କୁ ଗରମ କରିଦେଇକି ସେଥିରେ ପିଆଜ,ଅଦା ରସୁଣ ବଟା ମସଲା ପକେଇଦେଲି ତାପରେ ଦରକାର ଅନୁସାରେ ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ,ଲୁଣ,ଧନିଆ ଗୁଣ୍ଡ,କସୁରି ମେଥି,ଚିକେନ ମସଲା ପକେଇକି ରାନ୍ଧିଥିଲି ଏବଂ ଶେଷକୁ ଟିକେ ଗରମ ମସଲା ପକେଇଥିଲି

ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ ଏବଂ ଯଦି ଭଲ ଲାଗିଲା ତେବେ ଲାଇକ,କମେଣ୍ଟ,ସେୟାର ଏବଂ subscribe କରିବାକୁ ଭୁଲିବେନି

ରହିଲି ପୁଣି ଦେଖାହେବା ଆଉ ଗୋଟିଏ ନୂଆ ଭିଡ଼ିଓରେ

Thanks for watching 🙏 ❤️

#machajholo
#fishcurry
#cookingvideo
#tastyodiafood
#ameodiabharibadhia
#amakhadyabharibadhia
#goviral
#keepsupporting
#desikhadya
#nonvegrecipe
#like
#comment
#sharewithfriends
#subscribetomyyoutubechannel
#followmeonfacebook
#sambitkumardhal
#mokadeichula
#bhubaneswar
#odisha
#india
#foodblogger
#foodvlogs
#bhubaneswarfoodvlogs

Follow me on facebook:-
https://www.facebook.com/profile.php?...

Follow me on instagram:-https://instagram.com/mo_kadei_chula?...

ଜଳଙ୍ଗ ମାଛ ଖାଇକି ମଜା ଆସିଗଲା ||

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

Підготовка до НМТ 2026 з біології | TURBO ZNO | ЗНО 2026

Mero budi kaha ko tayari ma saman pack grdai🥰|| थोरै भात खादै म😆       VIRUSVLOG😜

Gold କିଣିବାକୁ ଗଲେ ଶୁଭଲକ୍ଷ୍ମୀ @DpEatingShow

ବହୁତ ଦିନ ପରେ ଏତେ ଟେଷ୍ଟି ଅଣ୍ଡା କଷା ଖାଇବାକୁ ମିଳିଲା || Punishment re hasi hasi peta batha 😆

ଭେଜ ଥାଳି ସହିତ ମନ୍ଦିର ସ୍ୱାଦ ପରିକା ଡାଲମା || ବିନା ପିଆଜ ରସୁଣରେ ପ୍ରସ୍ତୁତ || mokadeichula

Eating_pakhala/pania khia machha kobi jhol/machha poda/bhendimasala/machha dala/saga/baigsn tamato

ମୋ ଛାତ ବଗିଚାରେ ଏବେ କଣ ସବୁ ପରିବା ହେଉଛି ଦେଖନ୍ତୁ। terrace garden vegetables harvesting #garden #harvest

ସମ ହସ୍ପିଟାଲ ପାଖ ଅନ୍ନପୂର୍ଣା ମାଉସୀଙ୍କ ଛୋଟିଆ ଚାଳିଆ ହୋଟେଲର Famous ଚିକେନ କସା କୁ ମାଛ ବେସର 👌|| #hiddenhotel

ଆଜି ବିନି ପ୍ରଥମ ଥର ବାପା ବୋଉଙ୍କ ପାଇଁ ବନେଇଲେ ‼️ଏମିତିକା ମାଛ ଝୋଳ |ଏ reaction expect କରିନଥିଲି 😳|Fish curry

ଲିଟି ର ଝଗଡା || ବୋଉ ମୋର ଭାତ ଲୋଭି 😁 || Papu Liti Odia Vlogs || Odia Vlogs

କଞ୍ଚା ମାଛ ତେଲ୍ ଝାଲ୍ ଏତେ Taste ଇଲିସି ଝୋଳକୁ ବି କାଟିଦବ Machha Tel Jhal Recipe@DpEatingShow

ସକାଳୁ ଦୁଇ ଭଉଣୀଙ୍କ ପଖାଳ ସୁଖୁଆ ପାଗ ଉଡିଲା// ଦୁଇ ମାଆଙ୍କର ବଡି ବିଛା ଚାଲିଛି//ଶୀତରେ ବନେଇଲୁ ଗରମ ପକୁଡ଼ି...

ସବୁ ଓଡ଼ିଆଙ୍କ ଅତି ପ୍ରିୟ ପଖାଳ || ମନ ଖୁସି ହେଇଗଲା ଖାଇକି || @mokadeichula2983

କଅଁଳିଆ ଖରାରେ ପଖାଳ ଏବଂ ଶୁଖୁଆ ର ପସରା #like #comment #share #subscribe #mokadeichula

ମାଟି ଶୁଙ୍ଗିଲେ ମୋ ବୋଉ କୁ ନିଦ ହେଇଯାଉଛି 😁 || Papu Liti Odia Vlogs || Odia vlogs

ମନକୁ ଛୁଇଁଲାପରି Hotel Mutton Chingudi Bhakura କୋଉଟାଭି ବାରି ପାରିବେନି Hotel Adyashakti Haripur

Chilly chicken with paratha Recipe || Tasty homemade food || ମଜା ଆସିଗଲା || mokadeichula

ଜନ୍ମଦିନ ପାଇଁ ଦେଇ ଆଣିଛନ୍ତି ସୁନାର ଉପହାର / Rupa pin2 khusi

Eating_rice/alubharta/ulo bharta/simba bharta/chingudi bharta/kobi bharta/anda bharta/dalma/chingudi

ନୂଆ ଘର ସଜା ସଜି ଚାଲିଛି/ଦୁଇ ଭଉଣୀ ସଖାଳୁ କଲୁ ପଖାଳ ମାଡ଼|@lifeofsridhar9099@pkkitchenandentertainment2904

© 2025 dtub. Все права защищены.

  • Контакты
  • О нас
  • Политика конфиденциальности

Контакты для правообладателей: [email protected]