ହାର୍ଟ ବ୍ଲକେଜ୍କୁ ଚିହ୍ନିବେ କେମିତି? | How to detect Heart Blockage? in Odia | Dr Hemant Behera
Автор: Swasthya Plus Odia
Загружено: 2023-11-23
Просмотров: 140622
#HeartBlockage #OdiaHealthTips
ହାର୍ଟ ବ୍ଲକେଜ୍କୁ ଚିହ୍ନିପାରିଲେ ଆମେ ହାର୍ଟ ଆଟାକ୍କୁ ରୋକିପାରିବା। ହେଲେ କେମିତି? ଆସନ୍ତୁ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ହେମନ୍ତ ବେହେରାଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
ହାର୍ଟ ବ୍ଲକେଜ୍ର ଲକ୍ଷଣକୁ ଚିହ୍ନିବେ କେମିତି? (0:00)
କେଉଁ ଟେଷ୍ଟରୁ ଜାଣିପାରିବେ ହାର୍ଟ ବ୍ଲକେଜ୍ ବିଷୟରେ (1:04)
କେଉଁମାନେ ଏହି ପରୀକ୍ଷା କରିପାରିବେ? (3:22)
ହାର୍ଟ ବ୍ଲକେଜ୍ ଥିଲେ କ’ଣ କରିବେ? (4:29)
Heart Blockage is a disorder in the heart’s rhythm or the reduction of blood flow to the heart’s muscles. A complete blockage of blood flow can cause a Heart Attack. We can prevent a heart attack if we recognize the heart blockage. How to detect Heart Blockage? What are the tests required to diagnose Heart Blockage? Let's know more from Dr Hemant Behera, a Cardiologist
In this Video,
Symptoms of Heart Blockage, in Odia (0:00)
Coronary Calcium Score Test to detect Heart Blockage, in Odia (1:04)
Who can do Coronary Calcium Score Test? in Odia (3:22)
How to prevent the risk of Heart Blockage? in Odia (4:29)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!
Доступные форматы для скачивания:
Скачать видео mp4
-
Информация по загрузке: