ଶିବ ମନ୍ଦିର ଓ ଚଉଷଠି ଯୋଗିନୀ ରାଣୀପୁର ଝରିଆଲ୍ ।। Shiv temple// chausathi jogini mandir Ranipur jharial
Автор: SIDDHI SUNAINA
Загружено: 2025-07-20
Просмотров: 154
ବଲାଙ୍ଗିର ସହର ଠାରୁ ୧୦୪ କି: ମି: ଦୂର ଦକ୍ଷିଣ – ପଶ୍ଚିମ ଦିଗରେ
(ସିନ୍ଧେକେଲା ଥାନା ଅନ୍ତର୍ଗତ )ରାନୀପୁର ଝରିଆଲ ଅବସ୍ଥିତ । ଏଠାରେ ଏକ ବିରାଟ ପଥର ପାହାଡ ଉପରେ ୬୪ ଯୋଗିନୀ ମନ୍ଦିର ଦଣ୍ଡାୟମାନ । ଏହା ସୋମ ତୀର୍ଥ ନାମରେ ଖ୍ୟାତ। ଏହା ଶୈବ, ବୌଦ୍ଧ , ବୈଷ୍ଣବ ଓ ତାନ୍ତ୍ରିକ ଧର୍ମ ବିଶ୍ଵାସ ର ସମାହାର । ୬୪ ଯୋଗିନୀ ଏକ ଆବଦ୍ଧ ଗୋଲାକାର କ୍ଷେତ୍ର ରେ ଖୋଳା ଆକାଶ ତଳେ ପୂଜା ପାଇଥାନ୍ତି । ସୋମେଶ୍ଵର ସିବା ମନ୍ଦିର ଏହି ସ୍ଥାନ ର ମୁଖ୍ୟ ଆକର୍ଷଣୀୟ କେନ୍ଦ୍ର ଯାହା ଭାରତ ରେ ଥିବା ଚାଲୋଟି ଭାସ୍କର୍ଜ୍ୟ ପୂର୍ଣ ମୁଖ୍ୟ ମନ୍ଦିର ଠାରୁ ଅନ୍ୟତମ । ଏଠାରେ ଅବସ୍ଥିତ ୫୦ ଟି ପ୍ରାଚୁର୍ଜ୍ୟ ଭରା ମନ୍ଦିର ମାନଙ୍କ ମଧ୍ୟରେ ସୋମେଶ୍ଵର ସିବା ମନ୍ଦିର ଅନନ୍ୟ ।
ଇଟାରେ ତିଆରି ସବୁଠାରୁ ଉଚ୍ଚତମ ମନ୍ଦିର ମାନଙ୍କ ମଧ୍ୟରେ ଏଠାରେ ଥିବା ଇନ୍ଦ୍ରଲାଥ ମନ୍ଦିର ଅନ୍ୟତମ । ଏଠାକୁ ପହଞ୍ଚିବାକୁ ହେଲେ ମାତ୍ର ୪ କି: ମି: ଦୂର ମୁଣ୍ଡପାଦରକୁ ବସ ଯୋଗେ ପହଞ୍ଚିବାକୁ ହେବ ।
#ranipur_jharial
#chausathi_jogini_mandir
#bolbom
#shiv
#someswar_baba
Доступные форматы для скачивания:
Скачать видео mp4
-
Информация по загрузке: