ଯେକୌଣସି ସମୟରେ ଯୁଦ୍ଧ ! କାହାର କେତେ ଶକ୍ତି | Odisha Reporter
Автор: Odisha Reporter
Загружено: 2026-01-15
Просмотров: 1463
#ଇରାନ_ଉପରେ_ଆଟାକ୍_କରିପାରେ_ୟୁଏସ୍
ନୌସେନାର ଶକ୍ତିକୁ ଦେଖିଲେ ଦୁଇ ରାଷ୍ଟ୍ର କିଏ କାହାଠୁ କମ୍ ନୁହେଁ। ଆମେରିକା ପାଖରେ ରହିଛି 440ଟି ଜାହାଜ। ଇରାନ ପାଖରେ ଜାହାଜ ସଂଖ୍ୟା 107। ଆମେରିକାର ବଡ଼ ବଡ଼ ଜାହାଜ, ଯୁଦ୍ଧ ବିମାନ ସମ୍ପନ୍ନ ଓ ବିଧ୍ବଂସକାରୀଜାହାଜ, ବୁଡା ଜାହାଜ, ଉଭୟ ଜଳ ଓ ସ୍ଥଳଭାଗରେ ଅପରେସନ୍ ନେଇ ସ୍ବତନ୍ତ୍ର ଜାହାଜ ରହିଛି। ତେବେ 11ଟି ପରମାଣୁ କ୍ଷେପଣାସ୍ତ୍ର ବହନକାରୀ ଯୁଦ୍ଧ ଜାହାଜ ଆମେରିକାର ସବୁଠୁ ବଡ ୟୁଏସପି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #americairan #attack #war
Доступные форматы для скачивания:
Скачать видео mp4
-
Информация по загрузке: