ପ୍ରଳୟ, , ସୁନାମୀ କୁ ନେଇ ବାବାଙ୍କ ବିସ୍ଫୋରକ ବୟାନ // Malika Bachana
Автор: Sri Achyuta 2.0
Загружено: 2025-12-24
Просмотров: 54
ପ୍ରଳୟ, , ସୁନାମୀ କୁ ନେଇ ବାବାଙ୍କ ବିସ୍ଫୋରକ ବୟାନ // Malika Bachana
#sriachyuta
ଜୟ ଜଗନ୍ନାଥ, ମୋର ଭାଇ ଓ ଭଉଣୀ ମାନେ . ମୋର ପ୍ରୟାସ ଆପଣମାନଙ୍କୁ ଓଡ଼ିଶା ତଥା ଓଡ଼ିଶା ବାହାରର ଭଗବାନ କଥା, ଭଗବାନଙ୍କ ଲୀଳା ଖେଳା ସ୍ଥାନ ସମ୍ପର୍କରେ ଅବଗତ କରେଇବା. ଆଜି ଏହି କଳିକାଳ ସମୟରେ ଭାଗବତ ଆରାଧନା, ଭାଗବତ ଗୀତା ପାଠ କରିବା ଆମ ଧର୍ମ, ସେଥିପାଇଁ ମୋର ଗୋଟେ ଛୋଟ ପ୍ରୟାସ ଯାହାକି ଆପଣଙ୍କ କର୍ମମୟ ଜୀବନ ରେ ଖୁସି ଭରି ଦେବା ସହିତ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ରଚିତ "ମାଳିକା ବଚନ" ଉପସ୍ଥାପନ କରିବା ସହିତ ରାଶି ନକ୍ଷତ୍ର ଜ୍ୟୋତିର୍ବିଜ୍ଞାନୀଙ୍କ ମତା ମତ ଆପଣଙ୍କ ଆଗରେ ରଖୁବା ।
ବନ୍ଦେ ଉତ୍କଳ ଜନନୀ
Channel ku like, share and subscribe
Доступные форматы для скачивания:
Скачать видео mp4
-
Информация по загрузке: