Jobra Kalia boda Guru khetra Cuttack , କାଳିଆ ବୋଦା ଗୁରୁକ୍ଷେତ୍ର ଯୋବ୍ରା କଟକ।
Автор: Aryavart Bharat Odia
Загружено: 2020-10-23
Просмотров: 25182
କଟକ ଶିଖରପୁର (ମାଳିକା ଅନୁସାରେ ଯୋବ୍ରା) ଠାରେ ମହାନଦୀ କୂଳରେ ଅବସ୍ଥିତ ମାଳିକା ବର୍ଣ୍ଣିତ ଏହି କାଳିଆ ବୋଦା କ୍ଷେତ୍ର ବା ଗୁରୁ କ୍ଷେତ୍ର ଯାହାକୁ ପାଗଳ ବାବା ୧୯୩୭ ମସିହାରେ ପ୍ରତିଷ୍ଠା କରିଥିଲେ ଏହି ଗୁରୁ କ୍ଷେତ୍ର ଅନ୍ୟ ହିନ୍ଦୁ ପୀଠ ମାନଙ୍କ ଠାରୁ ସମ୍ପୂର୍ଣ ଭିନ୍ନ ଏଠାରେ ପ୍ରବେଶ ପାଇଁ ପୁରୁଷ ମାନେ ଧୋତି ଓ ମହିଳା ମାନେ ଶାଢ଼ୀ ପିନ୍ଧି ଆସବା ପାଇଁ ନିୟମ ରହି ଅଛି । ଅନ୍ୟ ଆଧୁନିକ ବସ୍ତ୍ର ପରିଧାନ କରି ଏଠାକୁ ପ୍ରବେଶ ନିଷେଧ । ଜଗନ୍ନାଥ ପଞ୍ଜିକା ଠାରୁ ଏଠାରେ ପାଞ୍ଚ ମାସ ପଛୁଆ ପର୍ବ ପାଳନ କରାଯାଏ ଓ ଅଦିନ ରେ ଦଶହରା ଅଦିନ ରେ ରଥଯାତ୍ରା କରାଯାଇଥାଏ । ମାଳିକା ଅନୁସାରେ ପ୍ରଭୁ କଳ୍କୀ ଙ୍କ ବାର ହାତ ଖଣ୍ଡା ଏହି କାଳିଆ ବୋଦା ରୁ ବାହାରିବ ବୋଲି ବିଶ୍ୱାସ ରହିଛି ଏବଂ କାଳିଆ ବୋଦା ରୁ ଧବଳେଶ୍ଵର ମନ୍ଦିର ଯାଏଁ ଏକ ଗୁପ୍ତ ଗୁମ୍ଫା ବା ସୁଡ଼ଙ୍ଗ ଥିବା ର ମଧ୍ୟ ବିଶ୍ଵାସ ରହିଅଛି । ଏହି ଗୁରୁ କ୍ଷେତ୍ର କାଳିଆ ବୋଦା କୁ କଟକର ଶ୍ରୀ କ୍ଷେତ୍ର କହିଲେ ଅତ୍ୟୁକ୍ତି ହେବନାହିଁ ଶ୍ରୀ କ୍ଷେତ୍ର ରେ ପ୍ରଭୁ ଜଗନ୍ନାଥ ଦାରୁ ବ୍ରହ୍ମ ରୂପେ ପୂଜା ପାଉଥିଲା ବେଳେ କଟକ କାଳିଆବୋଦା ଗୁରୁ କ୍ଷେତ୍ର ରେ ପ୍ରଭୁ ଜଗନ୍ନାଥ ଗୁରୁ ରୂପରେ ପୂଜା ପାଉଛନ୍ତି।
ସ୍ୱର ସଂଯୋଜନା:- ଈଶ୍ୱର ଗୁରୁ ।
#GoUttam
#Prarthanachannel
#Cuttack
#Odishatourism
#SatyaBhanja
#Odiabhaina
#DTVODIA
#OTV
#MBCTV
#sanumonu official
#Mrunalinee
#Mr.GULUAcomedy
#SmileMoreOdia
#Vloggingodisha
#odiavlogsbymadhusmita
#FunnyAngulia
#odiavloggerintheUSA
#OdiaBeauty&Lifestyle
#odiajhiaswapna
#kanaknews
#kalingaTV
#news18odia
Доступные форматы для скачивания:
Скачать видео mp4
-
Информация по загрузке: