JisuTumoBina |ଯୀଶୁତୁମୋବିନା | Binod Digal&Jyotirmayee Nayak||New ChristianSong | Binod Digal Official
Автор: Binod Digal Official
Загружено: 2022-09-24
Просмотров: 946399
JisuTumoBina |ଯୀଶୁତୁମୋବିନା | Binod Digal&Jyotirmayee Nayak||New ChristianSong | Binod Digal Official
#NewChristiansong #BinodDigalChristianSong #OdiaDevotionalChristianSong
(ପ୍ରଭୁଙ୍କ ମହାନାମ ଗୌରବହେଉ)
ମୋର ଖ୍ରୀଷ୍ଟିୟ ସମସ୍ତ ବାପା ମାଁ ଭାଇ ଭଉଣୀ ମାନଙ୍କୁ ମୋର Binod Digal Official YouTube Channel ତରଫରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ଯନାମରେ ନମସ୍କାର Praise the Lord ଜଣାଉଅଛି
ପ୍ରଭୁଙ୍କ ଗୌରବ ନିମନ୍ତେ ଏକ ମନଛୁଆଁ ଭକ୍ତି ସଙ୍ଗୀତ ଟି ନେଇ ଆପଣ ମାନଙ୍କୁ ପୁଣି ଥରେ Binod Digal & jyotirmayee Nayak କଣ୍ଠରୁ ନେଇ ଆପଣ ମାନଙ୍କୁ ଭେଟିଦେଉଛୁ
ଗୀତଟିର ନାମ ଯୀଶୁ ତୁମୋବିନା ଏଜୀବନ ଲାଗେ ସୁନାସୁନା ଗୀତଟିବହୁତ ସୁନ୍ଦର ହେଇଛି
ଗୀତଟିକୁ ଶୁଣନ୍ତୁ ଏବଂ ପ୍ରଭୁଯୀଶୁ ଖ୍ରୀଷ୍ଟଙ୍କ ଗୌରବହେବା ଉଦେଶ୍ଯରେ ବ୍ଯବହାର କରନ୍ତୁ
ଏମିତି ନୂଆ ନୂଆ ଗୀତ ପାଇବାପାଇଁ ଏବଂ ଶୁଣିବାପାଇଁ ଆମ Channel ଟି ଆଘକୁ ବଡ଼ିବା ନିମନ୍ତେ Channel ଟିକୁ Like Share Comment & Subscribe କରି🔔 Bell Button ଦବେଇବାକୁ ଭୁଲିବେନି
ଧନ୍ଯବାଦ
ସଂପୂର୍ଣ୍ଣ ଗୀତ
~Song~
ଯୀଶୁ ତୁମବିନା ଏଜୀବନ ଲାଗେ ସୁନାସୁନା
ପ୍ରଭୁ ତୁମବିନା ଏଜୀବନ ଅଟେ ବୃଥା ସିନା ~୨~
ତୁମେମୋଆଶ୍ରୟ ଦୃଢ଼ ଦୂର୍ଗ ମୋର
ତୁମୋଠାରେ ଅଛି ଭରସା ମୋହର ~୨~
ତୁମ ଠାରେ ମୋର ଆଶା.........
ଯୀଶୁ ତୁମ ବିନା...........
~୧~ହଜିମୁ ଥିଲି ଜଗତ ପଥେ ଖୋଜିଖୋଜିଆସିଲ
ତୁମରି ମହାପ୍ରେମ ବାହୁରେ ମତେ ଉଦ୍ଧାରିଲ ~୨~
ପ୍ରେମ ନେଇ ପ୍ରଭୁ ଜଗତେ ଆସିଲ
ନିଜପ୍ରାଣ ଦେଇ ମତେ ବଞ୍ଚାଇଲ ~୨~
ତୁମେମୋ ତ୍ରାଣ କରତ.........
ଯୀଶୁ ତମବିନା ଏଜୀବନ...........
~୨~ଉଦ୍ଧାର ପାଇ ଧନ୍ୟହେଇଚି ନାମରେ ତୁମର
ତୁମରି ପାଇଁ ସକ୍ଷୀସାଜିଛି ତୁମଗୌରବର ~୨~
ତୁମେହି ମୋହର ଧନସନମାନ
ତୁମେହି ମୋହର ଅନନ୍ତ ଜୀବନ ~୨~
ତୁମେହି ଜୀବନ ଦାତା........
ଯୀଶୁ ତୁମବୀନା ଏଜୀବନ..........
=0=ସମାପ୍ତ=0=
*Jisu Tumobina
*Singer Binod Digal & Jyotirmayee Nayak
*Lyric & Music Hanak Digal
*Music Arrange Bapi samol
*Record,mixing & mastering Prativa Studio Cuttack
*Production BD Music
ଗୀତର Link ତଳେ ଦିଆଯାଇଛି
ଆରାଧନା କୁରୁ ପ୍ରଭୁ
(Binod Digal&Diptirekha Padhi)
• Aradhana Karuprabhu//New Odia Christian So...
your Queries:-
#jisutumobina
#ଯୀଶୁ ତୁମୋବିନା
#jisutumobinasong
#jesussong
#newjesussong
#newchristiansong
#newdevotionalchristiansong
#odoajesussong
#odiachristiansong
#devotionalchristiansong
#odiadevotionalchristiansong
#odiadevotionaljesussong
#binoddigaljesussong
#binoddigalsong
#diptirekhapadhichristiansong
#diptirekhapadhijesussong
#jyotirmayeenayakchristiansong
#binoddigaldiptirekhapadhijesussong
#binoddigaljyotirmayeenayakjesussong
#binoddigalofficial
#bdmusic
Thank you 4 watching my Video
ସମସ୍ତଙ୍କୁମୋର ନମସ୍କାର praise the Lord🙏
Доступные форматы для скачивания:
Скачать видео mp4
-
Информация по загрузке: