Chikiti Gada | Ganjam | ଚ଼ିକିଟୀଗଡ଼ | Maa Balakumari Hill | ରାଜନଅର | Jagannath Temple | Bahuda River
Автор: Quiz Sandook
Загружено: 2023-09-03
Просмотров: 800
📍Chikiti, Ganjam - https://maps.app.goo.gl/fW8yDWn1e6osJ...
In this single video you can know all about Chikiti Gadh's History, About Royal Dynasties of This Gadh, Also about Mythology of Maa Balakumari and Gokarneswara.
ଏହି ଭିଡିଓଟିରେ ଆପଣ ଚି଼କିଟୀ ଗଡ଼ର ଇତିହାସ, ଏହି ଗଡ଼ର ରାଜବଂଶ ବିଷୟରେ, ମା' ବାଳକୁମାରୀ ଏବଂ ଗୋକର୍ଣ୍ଣେଶ୍ୱରଙ୍କ କିମ୍ୱଦନ୍ତୀ ସମ୍ପର୍କରେ ମଧ୍ୟ ଜାଣିପାରିବେ |
Chikiti Gadh | ଚ଼ିକିଟୀଗଡ଼ | Maa Balakumari Temple | Drone View of Balakumari Hill | Rajanaara | Jagannath Temple | Sonepur Sea Beach | Bahuda River | Royal Palace | Akruranath | All Temples of Chikiti | Gokarneswara, Rankuda | Kota Lingeswara, Baranaga | Kuthari Devi | Barahi Temple | Ratanae Temple | Kerandimala Parbata | Ganjam Tourist Place |
A Video By - Akankshya Pattanayak
Voice - Akankshya Pattanayak
Drone Video Credit Goes To - https://instagram.com/braja_kishore_o...
" ପୁଣ୍ଯ ଏ ଚିକିଟୀ ଗଞ୍ଜାମର ଭୂମି,
ତଥ୍ଯବିମଣ୍ଡିତ ଦର୍ଶନର ଜମି ||
ବୀର ରାଜବଂଶ ତା' ଐତିହ୍ଯ ଶ୍ରେଷ୍ଠ,
ମା' ବାଳକୁମାରୀ ତାଙ୍କ ଘରଇଷ୍ଟ ||
ଗଡ଼େ ବହିଯାଏ ପ୍ଲାବିତ ବାହୁଦା,
ସୁନ୍ଦର ପ୍ରକୃତି କରାଇ ସର୍ବଦା ||
କ୍ଷେତ୍ରେ ବିଦ୍ଯମାନ ଶ୍ରୀ ଅକ୍ରୂରନାଥ,
କଲେ ବୃନ୍ଦାବନ ଚନ୍ଦ୍ର ନରନାଥ ||
ବାରାହୀ, କୋଠାରୀ ରତ୍ନେଇ ମନ୍ଦିର,
ବୋଦାଗିରି ପାଖ କୋଟ ଲିଙ୍ଗେଶ୍ୱର ||
କାବ୍ଯ, କଳା, କୃଷି ସାହିତ୍ଯେ ପ୍ରବର,
ସାକାର ସଷ୍ଟିର ଇଏ ଗନ୍ତାଘର || "
ଆକାଂକ୍ଷା ପଟ୍ଟନାୟକ
ଚ଼ିକିଟି ରାଜବଂଶ ଶାସନ କାଳ -
ରାଜା କର୍ଦ୍ଦମ ସିଂହ ଓରଫ କେଶବ ରାଉତରାୟ ୮୮୧ - ୯୪୦ ଖ୍ରୀଷ୍ଟାବ୍ଦ ରାଜା ବଳଭଦ୍ର ରାଉତରାୟ (୯୪୧-୯୯୭)
ରାଜା ମାଧବ ରାଉତରାୟ (୯୯୮- ୧୦୫୯)
ରାଜା ଲାଙ୍ଗୁଲୀ ରାଉତରାୟ (୧୦୬୦-୧୦୯୪)
ରାଜା ମୋହନ ରାଉତରାୟ ( ୧୦୯୫ - ୧୧୪୩)
ରାଜା ବଳରାମ ରାଉତରାୟ (୧୧୪୪- ୧୧୯୭)
ରାଜା ବିଶ୍ବନାଥ ରାଉତରାୟ ( ୧୧୯୮ – ୧୨୪୯)
ରାଜା ହରିଶରଣ ରାଉତରାୟ ( ୧୨୫୦ - ୧୨୭୨)
ରାଜା ରଙ୍କୁ ନାଥ ରାଉତରାୟ (୧୨୭୩- ୧୩୧୩)
ରାଜା ଦୀନବଂଧୁ ରାଉତରାୟ (୧୩୧୪ - ୧୩୬୪)
ରାଜା ଗୋପୀନାଥ ରାଉତରାୟ (୧୩୬୫ - ୧୪୧୭)
ରାଜା ରାମଚନ୍ଦ୍ର ରାଉତରାୟ (୧୪୧୮- ୧୪୬୪)
ରାଜା ନାରାୟଣ ରାଉତରାୟ (୧୪୬୫- ୧୫୩୦)
ରାଜା ନୃସିଂହ ରାୟତରାୟ (୧୫୩୧ - ୧୫୮୩)
ରାଜା ଏସ୍ ଲୋକନାଥ ରାୟତରାୟ (୧୫୮୪ - ୧୬୩୩)
ରାଜା ଯଦୁମଣି ରାଜେନ୍ଦ୍ର ଦେବ (୧୬୩୪ - ୧୬୯୧)
ରାଜା ମଧୁସୂଦନ ରାଜେନ୍ଦ୍ର ଦେବ (୧୬୯୨ - ୧୭୩୬)
ରାଜା କୁଳମଣି ରାଜେନ୍ଦ୍ର ଦେବ (୧୭୩୬- ୧୭୬୯)
ରାଜା କୃଷ୍ଣଚନ୍ଦ୍ର ରାଜେନ୍ଦ୍ର ଦେବ (୧୭୭୦ - ୧୭୯୦)
ରାଜା ପୀତାମ୍ବର ରାଜେନ୍ଦ୍ର ଦେବ (୧୭୯୧-୧୮୧୯)
ରାଜା ଗୋବିନ୍ଦଚନ୍ଦ୍ର ରାଜେନ୍ଦ୍ର ଦେବ (୧୮୨୦- ୧୮୩୧)
ରାଜା କୁଳମଣି ରାଜେନ୍ଦ୍ର ଦେବ (୧୮୩୨ - ୧୮୩୪)
ରାଜା ବୃନ୍ଦାବନ ଚନ୍ଦ୍ର ରାଜେନ୍ଦ୍ର ଦେବ (୧୮୩୫ - ୧୮୪୬)
ରାଜା ଜଗନ୍ନାଥ ରାଜେନ୍ଦ୍ର ଦେବ (୧୮୪୬ - ୧୮୫୫)
ରାଜା ବିଶ୍ବମ୍ବର ରାଜେନ୍ଦ୍ର ଦେବ (୧୮୫୬- ୧୮୮୫)
ରାଜା କିଶୋରଚନ୍ଦ୍ର ରାଜେନ୍ଦ୍ର ଦେବ (୧୮୮୫ - ୧୯୦୩)
ରାଜକବି ରାଧାମୋହନ ରାଜେନ୍ଦ୍ର ଦେବ - (୦୬.୦୭.୧୯୦୩ - ୦୧.୦୭.୧୯୨୩)
ଦେଶପ୍ରାୟ ଗୌରଚନ୍ଦ୍ର ରାଜେନ୍ଦ୍ର ଦେବ - (୩୦.୦୭.୧୯୨୩-୨୭.୧୧.୧୯୩୪)
ରାଜକବି ରାଧାମୋହନ ରାଜେନ୍ଦ୍ର ଦେବ (୧୯୩୪-୯.୧୧.୧୯୩୮)
କୋର୍ଟ ଅଫ ୱାଡର୍ସ (୧୯୩୮-୧୯୪୫)
ସଚ୍ଚିଦନନ୍ଦ ରାଜେନ୍ଦ୍ର ଦେବ (୩୦.୦୬.୧୯୪୫ - ୧୯୫୩)
ଅନ୍ୟ Video -
ଜୀବନ୍ତ ଇତିହାସର ପରିଚ଼ୟ ଆଠଗଡ଼ ପାଟଣା, ଗଞ୍ଜାମ - • Athagada Patna Ganjam | Historical place o...
ଗୌରବମୟ ଇତିହାସ ଏବଂ ମର୍ଯ୍ଯାଦାମୟ ଭୂମି "ଧରାକୋଟ ଗଡ଼" - • Dharakote | ଧରାକୋଟ଼ ଗଡ଼ ଗଞ୍ଜାମ | Dharakote...
ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର - • ଇତିହାସ୍ କ'ଣ? History of Sarana Srikhetra M...
ଆମ ବ୍ରହ୍ମପୁର - • Berhampur | Our City, Our Brahmapur in Odi...
ପ୍ରାଚୀନ କଳିଙ୍ଗର ଐତିହାସିକ ଗୌରବମୟ କୀର୍ତ୍ତି ଜଉଗଡ଼ - • Jaugada Fort | ଐତିହାସିକ ଦୁର୍ଗ ଜଉଗଡ଼|Ashoka...
ଜଗତ ଜନନୀ ଆଠଗଡ଼ର ମା' ଛିନ୍ନମସ୍ତା - • Maa Chhinnamasta Temple Ganjam | ମା' ଛିନ୍ନ...
ଶକ୍ତ ଚେତନାର ଭଣ୍ଡାର କବିସୂର୍ଯ୍ଯନଗର - • Berhampur | Our City, Our Brahmapur in Odi...
ଭିଡ଼ିଓଟି ଭଲ ଲାଗିଲେ ଗୋଟିଏ ଲାଇକ୍,କମେଣ୍ଟ,ସେୟାର୍ ଏବଂ ସବସ୍କାଇବ୍ କରିବାକୁ ଜମାରୁ ଭୁଲିବେ ନାହିଁ |
ଧନ୍ଯବାଦ୍ |
Your Queries -
1.Chikiti Gadh Ganjam
2. Full History of Chikiti Gadh
3. Chikiti Royal Dynasty
4. Maa Balakumari Temple Myth Chikiti
5. Sri Jagannath Temple ( Akruranath)
6. Gokarneswara Temple, Rankuda, Chikiti
7. Kota Lingeswara, Baranga, Chikiti
8. Chikiti Royal Palace (ରାଜନଅର)
9. Bahuda River and Sonepur Beach
10. Other Temples of Chikiti
11. Glimpse of Chikiti's Nature (Drone View)
Don't Forget To Subscribe -
Q U I Z S A N D O O K
Channel Link - / quizsandook
---------------------------------------------------------------------------------
A Disclaimer: All The Information Provided On This Channel Are For Educational Purposes Only. This
Channel Does Not Promote Or Encourage Any illegal. The Channel is No Way Responsible For Any Misuse Of The Information.
Background Music -
Madhyamavathi Ragam - Isha Music, Touch of bliss
#chikiti #balakumari #history #odisha #historicalsite #ganjam #Odisha_Tourism #jagannathtemple #sonepur
JAY MAA BALAKUMARI
Доступные форматы для скачивания:
Скачать видео mp4
-
Информация по загрузке: