Bhimara Mundia କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ 2025 , Daspalla
Автор: Odia Vlog Talk
Загружено: 2025-11-06
Просмотров: 29580
ଭିମଙ୍କ ପାଦ ଚିହ୍ନ ଦେଖିବାକୁ ପ୍ରବଳ ଭିଡ଼ Bhimara Mundia କାର୍ତ୍ତିକ ପୁର୍ଣିମା ଉତ୍ସବ 2025 , Daspalla @odiavlogtalk
ଭୀମରା ମୁଣ୍ଡିଆ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକ୍ ରେ ଅବସ୍ଥିତ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସରେ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଏ।
ଏହିଦିନ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥାଏ ଭୀମଙ୍କ ପାଦ ଚିହ୍ନ ଦେଖିବାକୁ ପାଖାପାଖି ୧୫୦୦ ଫୁଟ୍ ଉଚ୍ଚତାରେ ଥିବା ପାହାଡ଼ ଉପରକୁ ଯାଆନ୍ତି
କିମ୍ବଦନ୍ତୀ ଅନୁସାରେ କୁନ୍ତୀ ଙ୍କ ପୁତ୍ର ଭୀମ ଏହି ବାଟ ଦେଇ ଯାଇଥିଲେ ଭୀମ ଙ୍କ ଗୋଟିଏ ପାଦ ପାହାଡ଼ ର ଶିର୍ଷ ରେ ପଡ଼ିଥିଲା ଯାହାଫଳରେ ପାଦ ଚିହ୍ନ ରହି ଯାଇଥିଲା। ଯେବେଠାରୁ ଲୋକମାନେ ଜାଣିବାକୁ ପାଇଲେ ସେବେଠାରୁ ଭୀମଙ୍କ ପାଦ ଚିହ୍ନ ପାହାଡ଼ର ଶୀର୍ଷରେ ପୂଜା ପାଇଆସୁଛି।
ଆଉ ମଧ୍ୟ ଅନେକ ଗୁମ୍ଫା ଏହି ପାହାଡ଼ ଉପରେ ଅଛି ଯେଉଁଠି ପୂର୍ବରୁ ମୁନି ଋଷି ମାନେ ରହି ତପସ୍ୟା କରୁଥିଲେ ଏବେ ରାତିରେ ସେଇ ପାହାଡ ଗୁମ୍ଫା ଭିତରୁ ଶଙ୍ଖ, ଘଣ୍ଟ ଧ୍ବନି ଶୁଣାଯାଏ ବୋଲି ଲୋକମାନେ ମତ ଦିଅନ୍ତି।
#odiavolg
#vlog
#travel
Please Like, Share & Subscribe to My Chaneel. And don't forget to give comment also.
Доступные форматы для скачивания:
Скачать видео mp4
-
Информация по загрузке: