ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ରେ ଖୁସି ହୋଇ ମହାରାଜ କଂସ ଙ୍କ କଳାକାର ମାନଙ୍କୁ ସମ୍ଭର୍ଦ୍ଧନା . @BABITA DANCE ACADEMY
Автор: Om Prakash Nayak-116
Загружено: 2026-01-18
Просмотров: 18
ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ରେ ଖୁସି ହୋଇ ମହାରାଜ କଂସ ଙ୍କ କଳାକାର ମାନଙ୍କୁ ସମ୍ଭର୍ଦ୍ଧନା।
ମଥୁରାଧିଶ ମହାରାଜା କଂସ ଙ୍କ ରାଜମହଲ ର ରାଜସଭା ରେ Blue and Bright Inner Talent Academy ର ଗୁରୁ ଓ ଶିଷ୍ୟ ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ ।
ମଥୁରାଧିଶ ମହାରାଜା କଂସ ଙ୍କ ରାଜମହଲ ର ରାଜସଭା ରେ Blue and Bright Inner Talent Academy ର ଗୁରୁ ଓ ଶିଷ୍ୟ ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ ।
ଗୁରୁ ବବିତା ସ୍ୱାଇଁ ଓ ଗୁରୁ କିଶୋର ଚନ୍ଦ୍ର ଦଳାଇ ଙ୍କ ଚଲା ପଥ କୁ ଅନୁସରଣ କରି ଏହି ଶିଷ୍ୟା ମାନେ ବହୁତ ଉନ୍ନତି କରି ଏହି ସ୍ତର ରେ ପହଞ୍ଚି ପାରିଛନ୍ତି ।
ଏହା ସହ ବରଗଡ଼ ଧନୁ ଯାତ୍ରା ର ଦରବାର ରେ ନୃତ୍ୟ ପ୍ରଦର୍ଶନ କରିଥିବା କଳାକାର ମାନେ --
Kajal,Priyanshi,Aditi,Jagyaseni,Laxmi,Sruti, Pp,Isha - Kishor Sir.
Blue and Bright Talent Academy,Cuttack
#flowers
#odisha
#cukteencanta @itz._dev_7 📸
#cuttackbuzz #CuttackVibes #dhanuyatrareels #expkorepage #explore #CuttackVibes#bargadaipooja🧿🧿❤️❤️🥰🥰🙏🙏 #trending #trendingreels #trendsetter #joy #bhakti #odisi #cuttackbuzz #odisha
Доступные форматы для скачивания:
Скачать видео mp4
-
Информация по загрузке: