SI ସ୍କାମ୍...ରାଜ୍ୟ ବାହାରର ଲିଙ୍କ୍ ପାଇଛି CBI | Police SI Exam Scam | CBI Crackdown in SI Exam Scam! |OR
Автор: Odisha Reporter
Загружено: 2025-12-01
Просмотров: 2312
ପୋଲିସ SI ପରୀକ୍ଷା କେଳେଙ୍କାରୀ | ଅଭିଯୁକ୍ତ ତଥା ଦିଘା ମଡେଲ ଦାୟିତ୍ଵରେ ଥିବା ଅରବିନ୍ଦ ଦାସକୁ ରିମାଣ୍ଡରେ ଆଣି ମାରାଥନ ଜେରା କରୁଛି ସିବିଆଇ | 2 ଦିନିଆ ରିମାଣ୍ଡରେ ଆଣି ଅରବିନ୍ଦଙ୍କୁ ଜେରା କରୁଛି ସିବିଆଇ | ପୂର୍ବରୁ ଲୋକନାଥ ସାହୁ, ତଫିମ ଅହମ୍ମଦ ଖାନ୍, ବିଶ୍ୱଜିତ ହରିଚନ୍ଦନ, ବିଶ୍ୱରଞ୍ଜନ ବେହେରାଙ୍କୁ 3 ଦିନିଆ ରିମାଣ୍ଡରେ ଆଣି ଜେରା କରିଥିଲା ସିବିଆଇ | ଜେରା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହ ରାଜ୍ୟ ବାହାରର ଲିଙ୍କ ଖୋଜି ପାଇଛି CBI |
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #siscam #siexams #corruptionexposed #cbi #odishapolice
Доступные форматы для скачивания:
Скачать видео mp4
-
Информация по загрузке: