Hajare Prashna || Romy , Mirra & Binayak II Humane Sagar II Somesh Satpathy II Dibya ||Full Video
Автор: Devanshi Entertainment
Загружено: 2022-10-27
Просмотров: 276825
#hajareprasana #humansagarnewsong #newodiasong2022
♪ @DevanshiEntertainment PRESENTS IN ASSOCIATION WITH THE ENTERTAINER
►Starring - Romy , Mirra & Binayak
►Story, screenplay & direction - Dibya
► - Akshay Kumar Nayak
►- Manoranjan Nayak
►Ass. Director - Gudu
►Choreographer - Badmash bunty
►Art director - Linkan Pattnaik
►Producer- S Tanmay Mohanty
►Music- Somesh Satpathy
►Singer- Humane Sagar
►Lyrics - Kumarshree Sahoo
►Edit - Manas Kumar sahoo
►DI- Biswajit swain
►Publicity designer - Nandan goswami
►Production - Srikant Singh
❤️Special Thanks To The Entertainer Team ❤️
Song Credits
♪ Song : Hajare Prashna
♪ Singer : Humane Sagar
♪ Music : Somesh Satpathy
♪ Lyrics : Kumarshree Sahoo
♪ Arrangements : Abhishek Panigrahi
♪ Guitar : Dichen Nayak
♪ Chorus : Gaurav , Somesh
♪ Recorded Mixed Mastered at Somesh Studio
online streaming links
♪ Wynk.in
https://wynk.in/music/song/hajare-pra...
♪ Spotify
https://open.spotify.com/track/42vp7y...
♪ Jiosaavn
https://www.jiosaavn.com/song/hajare-...
FOLLOW US
/ devanshientertainment1
/ devanshientertainment
ମୁଖଡା:
ସପନକୁ ଆଜି ଭାଙ୍ଗି ଦେଇ
କହୁ ହସିବାକୁ
ଛାତିକୁ ପଥର କରିଦେଇ
କହୁ ବଞ୍ଚିବାକୁ
ଏ ମନ ଅମାନିଆ
କାଇଁ ମାନି ତୋ କଥା
ସେ ବାଟରେ ଚାଲିଲା, ଠିକଣା ଯାହାର ଶୂନ୍ୟତା
ହଜାରେ ପ୍ରଶ୍ନ, ନାହିଁ ଉତ୍ତର
ପ୍ରେମରେ ଥିଲା କହ ଦୋଷ କାହାର
ଅନ୍ତରା-୧
ନିରୋଳାରେ ହେଇଥିଲା ତୋ ସାଥୀରେ ଯେବେ ଦେଖା
କାନପାଖେ କହିଥିଲୁ ମିଶେ ବୋଲି ହାତ ରେଖା
ସମ୍ପର୍କର ବାରୁଦରେ ଲଗେଇଲା କିଏ ନିଆଁ
ଭିଡ଼ରେ ମୁଁ ହୋଇଛିରେ ଛିଡା ପୁଣି ଏକାଏକା
ଏ ଆଖିର ଝରଣା
ନିରବରେ ଝରେ
ସେ କାହିଁ ବୁଝିବ, ଅତୀତକି ଆଉ ଫେରେ
ହଜାରେ ପ୍ରଶ୍ନ..
ଅନ୍ତରା-2
ମିଛ କହି ହସିବାଟା ତୋତେ ଦେଲା କେ ଶିଖେଇ
ରଖିଦେଲା ଅବା କିଏ ଆଉ ରାଣ କି ପକେଇ
ମନକୁ ମୋର ବୁଝେଇ, ଆଉ ଜମା ପାରୁନାହିଁ
ବଦଳିଲୁ ତୁ କେମିତି, ବାସ ଥରେ ଯା କହି
ଏ ଅଦେଖା ଦରଦ
ଡରଉଛି ବେଶୀ
ପୁଣି ଥରେ ପ୍ରେମ, କରିବାକୁ ଡରୁଛି
ହଜାରେ ପ୍ରଶ୍ନ...
ପ୍ରେମ ଯଦି ପାପଟିଏ
ସେ ପାପକୁ କାହିଁ କିଏ
ହୃଦୟର କୋଠରୀରେ ସାଇତାଏ
FOLLOW US
INSTAGRAM - / devanshientertainment1
FACEBOOK - / devanshientertainment
Доступные форматы для скачивания:
Скачать видео mp4
-
Информация по загрузке: