Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

Guruji Ghana ama Pranama//A Idial Teacher retirement felicitation Ceremony//Naba Kumar Mahanti

Автор: Srujana Pratibha

Загружено: 2025-03-03

Просмотров: 731

Описание:

Guruji Ghana ama Pranama//A Idial Teacher retirement felicitation Ceremony//Naba Kumar Mahanti
.
.
.
.
.
.

#shorts#ytshorts #odiasahitya #teacher
#tacherlove#odiasahitya #odiapoem #odiasongs #odiaspace

🙏 jay shree Jagannath 🙏


📽️ srujana prativa 🔊

📽️video grafy:- SPMC
🎶 Script & Voice:- Trinath Nandi
📸 Edit :- SP E-edite ।

ଜୟ ଶ୍ରୀ ଜଗନ୍ନାଥ ⭕ ‼️ ⭕ 🙏🏻 ଜଣେ ଶିକ୍ଷକ ଆମ ପାଇଁ କେତେ ଶ୍ରେଷ୍ଠ ତାହା ଆପଣ ଏହି ଭିଡିଓ ମାଧ୍ୟମରେ ନିଶ୍ଚୟ ଅନୁଭବ କରିପାରିବେ । ତେବେ ଜଣେ ମହାନ ଶିକ୍ଷା ସାଧକ ଗୁରୁଜୀ ନବ କୁମାର ମହାନ୍ତି ପାଇଁ ଆମ ପରିବାର ପକ୍ଷରୁ ଏହା ଶ୍ରେଷ୍ଠ ଉପହାର ଏବଂ ଆମ ପାଇଁ ସ୍ମୃତି ଟିଏ ବୋଲି ମନେ କରୁଛି ।

ଜୟ ଜଗନ୍ନାଥ ଆମ ଭାଷା ଆମ ସାହିତ୍ୟ ଆମ ପାଇଁ ମହାନ । ସେଇ ଭାଷା ର ପ୍ରଚାର ପ୍ରସାରର ଦିଗରେ ନିଜକୁ ବ୍ରତୀ କରି ଏଇ ଛୋଟ ପରିକଳ୍ପନା ସୃଜନ ପ୍ରତିଭା ୟୁଟୁବ ଚେନାଲ। ଏହି ଚେନାଲ ମାଧ୍ୟମ ରେ ନୂତନ ଓଡ଼ିଆ କବିତା ଗଳ୍ପ ପ୍ରବନ୍ଧ ଆଦିର ଆଲୋଚନା ଓ ଆସର ଆଦିର ଭିଡିଓ ପ୍ରସ୍ତୁତ ହୋଇଥାଏ । ଆମ ଭାଷା ଓ ସାହିତ୍ୟ ସଂସ୍କୃତି କୁ ଆଗେଇ ନେବା ରେ ଏଇ ଛୋଟ ପରିକଳ୍ପନା ଏକ ସ୍ୱତନ୍ତ୍ର ଭୂମିକା ତୁଲାଇବ ବୋଲି ବିଶ୍ଵାସ। ଯଦି ଆପଣ ମଧ୍ୟ ଚାହାନ୍ତି ଯେ ଆମ ଭାଷା ଆମ ସାହିତ୍ୟ ଅଗକୁ ବଢୁ ତେବେ ଆପଣଙ୍କ ସ୍ବରଚିତ କବିତା ଆସର ଓ ଗଳ୍ପ ଓ ପ୍ରବନ୍ଧ ଆଲୋଚନା ଆଦିର ଭିଡିଓ ପ୍ରେରଣ ପାଇଁ ଆମେ ଆପଣଙ୍କୁ ଆହ୍ୱାନ କରୁଛୁ । ଏହି ସମ୍ପର୍କ ରେ ସୂଚନା ଓ ଏହିପରି ଅନେକ କବିତା ଆସର ଓ ଗଳ୍ପ ପ୍ରବନ୍ଧ ଆଲୋଚନା ଆଦି ଦେଖିବା ପାଇଁ ଚେନାଲ ସୃଜନ ପ୍ରତିଭା କୁ Subscribe କରନ୍ତୁ ଓ ଆପଣଙ୍କ ଛୋଟ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ହଁ ଲାଇକ କରିବାକୁ ଭୁଲନ୍ତୁ ନାହିଁ।

ଆମ ଠିକଣା
ସୃଜନ ପ୍ରତିଭା
ମାରଫତ- ତ୍ରିନାଥ ନନ୍ଦୀ
ଦେଉଳିପଞ୍ଚୁଘଣ୍ଟା, ଜଳେଶ୍ଵର ବାଲେଶ୍ଵର, ଓଡ଼ିଶା
୭୫୬୦୩୨
EMail - [email protected]

pratilipi - trinath Nandi
Instagram -srujanaprativa
Facebook - Trinath Nandi

ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମର ଲିଙ୍କ-

©© Trinath Nandi https://www.facebook.com/profile.php?...

©© YouTube
   / @srujanaprativa5135  

©© Follow the Srujanaprativa channel on WhatsApp: https://whatsapp.com/channel/0029VaOG...



🙏 Please like, share and subscribe this channel
⬇️⬇️⬇️
#srujanaprativa


#shots #viral #motivationalvideo #tcreative #odiasongs#trinathnandi #odiadevotional
#odiakabita #sanskrutiodia #motivation
#trinathcreative#trinathnandi
#jayjagannath#rurallife #ruralliving
#puridham #odiaparampara #Odiacreative
#viral #motivationalvideo #odiasongs #hindisong #trinathnandi#education #success #tcreative #odia #jayjagannath #odiasahitya #odiasanskruti #odiawritingskill#odiasahitya#odiasong#srujanaprativa#newodia#odialanguage#motivation

Guruji Ghana ama Pranama//A Idial Teacher retirement felicitation Ceremony//Naba Kumar Mahanti

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ଶ୍ରୀଜଗନ୍ନାଥଙ୍କ ଭବ୍ୟ ୩୨ ବେଶ ଓ ଜଳେଶ୍ଵର ଆଧ୍ୟାତ୍ମିକ ମହୋତ୍ସବ - ୨୦୨୫

ଶ୍ରୀଜଗନ୍ନାଥଙ୍କ ଭବ୍ୟ ୩୨ ବେଶ ଓ ଜଳେଶ୍ଵର ଆଧ୍ୟାତ୍ମିକ ମହୋତ୍ସବ - ୨୦୨୫

Pustaka Charcha With Redar and scholar at 7th State Book Fair 2025 // Writer Dr. Santosh Kumar Nayak

Pustaka Charcha With Redar and scholar at 7th State Book Fair 2025 // Writer Dr. Santosh Kumar Nayak

Parsi maha #santali #shortvideo #constitution #viral #viralvideo #hero #yt #reels #ytshorts #adivasi

Parsi maha #santali #shortvideo #constitution #viral #viralvideo #hero #yt #reels #ytshorts #adivasi

କମେଡିଆନ ପରିବାରରେ ଝଡ଼: ଲୁହରେ ଭିଜିଲା ଷ୍ଟୁଡିଓ..| EP - 137 | Podcast With Barsha Das, Youtuber, Actress

କମେଡିଆନ ପରିବାରରେ ଝଡ଼: ଲୁହରେ ଭିଜିଲା ଷ୍ଟୁଡିଓ..| EP - 137 | Podcast With Barsha Das, Youtuber, Actress

Jodabandh Christmas 🎄 Geathring 2025 / Swagat / Introduction  / Cake 🎂 Cutting / Kussaryavlogs

Jodabandh Christmas 🎄 Geathring 2025 / Swagat / Introduction / Cake 🎂 Cutting / Kussaryavlogs

Model Youth Gram Sabha, EMRS Karanjia, Odisha

Model Youth Gram Sabha, EMRS Karanjia, Odisha

ପୁସ୍ତକ ଚର୍ଚ୍ଚା - Sura Padyabali//By Surash ku  Mallick//Alachaka Trinath Nandi @SrujanaPrativa5135

ପୁସ୍ତକ ଚର୍ଚ୍ଚା - Sura Padyabali//By Surash ku Mallick//Alachaka Trinath Nandi @SrujanaPrativa5135

Tourist Bus Overturns After Hitting Bridge Wall on Sambalpur–Rairakhol Road

Tourist Bus Overturns After Hitting Bridge Wall on Sambalpur–Rairakhol Road

ବୋଉଙ୍କ ସହ ହେଲା Prank Call / Rupa Pin2 Khushi

ବୋଉଙ୍କ ସହ ହେଲା Prank Call / Rupa Pin2 Khushi

ମହାଦେବ କାହିଁକି ନୀଳକଣ୍ଠ ହେଲେ 🙏shiba purana

ମହାଦେବ କାହିଁକି ନୀଳକଣ୍ଠ ହେଲେ 🙏shiba purana

Bhakta o Bhagabana ...... // Shri Jagannath 32 basa O Lokamahatsaba @MuTraveller

Bhakta o Bhagabana ...... // Shri Jagannath 32 basa O Lokamahatsaba @MuTraveller

ଅଙ୍କୁରାୟନ - ସମୟ ଛୋଟ ପ୍ରଭାବରେ ଅସୀମ ପାଇକା ପଠା ର ପବିତ୍ର ମାଟିରେ କେବଳ ୩ ଦିନ #odisha #school #socialwork

ଅଙ୍କୁରାୟନ - ସମୟ ଛୋଟ ପ୍ରଭାବରେ ଅସୀମ ପାଇକା ପଠା ର ପବିତ୍ର ମାଟିରେ କେବଳ ୩ ଦିନ #odisha #school #socialwork

ଆସନ୍ତୁ ବୁଲି ଯିବା #balasore ଉତ୍ସବ ୨୫ #vlog #odisha

ଆସନ୍ତୁ ବୁଲି ଯିବା #balasore ଉତ୍ସବ ୨୫ #vlog #odisha

Manima Ha Mora//odia Poem by-Trinath Nandi// @SradhanjaliEntertainments @snigdhatripathy9393

Manima Ha Mora//odia Poem by-Trinath Nandi// @SradhanjaliEntertainments @snigdhatripathy9393

Best Pre Birthday Shoot Sriyanshi #2025 || Maa Tarini Digital Studio ||

Best Pre Birthday Shoot Sriyanshi #2025 || Maa Tarini Digital Studio ||

Bargarh Dham Yatra krushna janma || ବସୁଦେବ ଗୋପପୁର ଗମନ || ଧନୁଯାତ୍ରା ବରଗଡ || #Bargarh #dhamyatra

Bargarh Dham Yatra krushna janma || ବସୁଦେବ ଗୋପପୁର ଗମନ || ଧନୁଯାତ୍ରା ବରଗଡ || #Bargarh #dhamyatra

ନୀଳାଚଳ ଧାମ ଯାଇ ମୁଁ ପାରୁନି || Live Stage Performance || Singer - ପପୁ

ନୀଳାଚଳ ଧାମ ଯାଇ ମୁଁ ପାରୁନି || Live Stage Performance || Singer - ପପୁ

Путин vs. Трамп: Кто реально начал войну в Украине? - Джеффри Сакс

Путин vs. Трамп: Кто реально начал войну в Украине? - Джеффри Сакс

ଜହ୍ନ ଭିତରେ କାହିଁକି ଠେକୁଆ ର ଚିହ୍ନ କାହିଁକି ଥାଏ ପୁରାଣରୁ #ramakantaradha  Maa benjaren Danda nritya

ଜହ୍ନ ଭିତରେ କାହିଁକି ଠେକୁଆ ର ଚିହ୍ନ କାହିଁକି ଥାଏ ପୁରାଣରୁ #ramakantaradha Maa benjaren Danda nritya

Christmas Geathring / G.E.L Church Jodabandh / Bujurg Maa Baba Log Ko Samanit Kiye / Kussaryavlogs

Christmas Geathring / G.E.L Church Jodabandh / Bujurg Maa Baba Log Ko Samanit Kiye / Kussaryavlogs

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]