Travelling to a famous Temple of Bangalore
Автор: Crazy Badal Life
Загружено: 2024-12-25
Просмотров: 52
ବାଙ୍ଗାଲୋର ରେ ଆପଣ ବହୁତ୍ ଗୁଡ଼ିଏ ସୁନ୍ଦର ମନ୍ଦିର ଦେଖିପାରିବେ, ବହୁତ୍ ବୁଲିବା ଜାଗା ମଧ୍ୟ ପାଇବେ । ଆଜି ମୁ ଆସିଛି ଶ୍ରୀନିବାସ ମନ୍ଦିର ଯୋଉଠି ଆମେ ପ୍ରଭୁ ଭଗବାନ ବିଷ୍ଣୁଙ୍କ ଏକ ରୂପ କୁ ଦର୍ଶନ କରିବା l
ଏହି ମନ୍ଦିରଟି ଇସ୍କନ ମନ୍ଦିର ଠାରୁ ୧ କିମି ଦୂରରେ ରହିଛି l ସେହି ଜାଗାଟି ର ନାମ ହେଉଛି ମହାଲକ୍ଷ୍ମୀ ପୁରମ l ଏହାର ପଛ ପାଖରେ ଆପଣ ମାନେ ଗୋଟିଏ ସୁନ୍ଦର ପାର୍କ ବି ଦେଖିବେ l
ଏହି ମ୍ୟାପ କୁ ମାରି ଆପଣ ମାନେ ସେହି ମନ୍ଦିର ରେ ପ୍ରବେଶ କରିବେ
https://maps.app.goo.gl/uiEA6Bk48KA6k...
Related keywords
#travel
#travelvlog
#bangaloreattractions
#bangalorepark
#bangaloreattraction
#touristattraction
#touristpalace
#odiavlog
#odiavlogger
#odisavlog
#familyvlog
#temple
#beautifulnature
Доступные форматы для скачивания:
Скачать видео mp4
-
Информация по загрузке: