ସାବର ଶ୍ରୀକ୍ଷେତ୍ର କୋରାପୁଟର ଏକ ଅନନ୍ୟ ଜଗନ୍ନାଥ ମନ୍ଦିର ||
Автор: Insight Odisha
Загружено: 2025-02-01
Просмотров: 114
ସାବର ଶ୍ରୀକ୍ଷେତ୍ର କୋରାପୁଟର ଏକ ଅନନ୍ୟ ଜଗନ୍ନାଥ ମନ୍ଦିର || #koraputjagannthatample
#jagannath #odisha #sabarsikhetra #travel #odishaturism #odishaturistplace ପ୍ରାକୃତିକ ସୌନ୍ଦର୍ଯ୍ୟର ଗଂତାଗୃହ କୋରାପୁଟ ..ଆଉ କୋରାପୁଟର ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି ...ସେଥି ମଧ୍ୟରୁ କୋରାପୁଟର ଜଗନ୍ନାଥ ମନ୍ଦିର ଅନ୍ୟତମ ..ଯାହାକି ଶାବର ଶ୍ରୀକ୍ଷେତ୍ର ଭାବେ ସାରା ଭାରତରେ ପରିଚିତ ...ପୁରୀ ଶ୍ରୀମନ୍ଦିର ଭଳି ଏଠି ସମସ୍ତ ନୀତି ପାଳନ କରାଯାଇଥାଏ .. ଶ୍ରୀକ୍ଷେତ୍ର ଭଳି ଏଠାରେ ଜଗନ୍ନାଥଙ୍କ ସମସ୍ତ ପୂଜାବିଧି ଚାଲେ। ପୁରୀ ରାଜା ରଥରେ ଛେରାପହଁରା କଲା ଭଳି ଶାବର ଶ୍ରୀକ୍ଷେତ୍ରରେ କୁମ୍ଭା ଗ୍ରାମର ଦାସୀ ନାୟକ ଛେରାପହଁରା କରିଥାନ୍ତି। ତାଙ୍କୁ ରାଜାଙ୍କ ଭଳି ସମ୍ମାନ ମିଳିଥାଏ। ଶାବର ଶ୍ରୀକ୍ଷେତ୍ର ରଥଯାତ୍ରାରେ ଯୋଗଦେବାକୁ ଜିଲାର ସମସ୍ତ ଆଦିବାସୀ ଗ୍ରାମଗୁଡିକୁ ମନ୍ଦିର ପରିଚାଳନା କମିଟି ଗୁଆ ନିମନ୍ତ୍ରଣ ପଠାଇଥାଏ। ଆଦିବାସୀଙ୍କ ସମାଗମରେ ହେଉଥିବା ଶାବର ଶ୍ରୀକ୍ଷେତ୍ରର ରଥଯାତ୍ରାରେ ଆଦିବାସୀମାନେ ନିଜ ବାଡିରେ ହୋଇଥିବା ବିଭିନ୍ନ ଫଳ ଓ ଭୋଗ ଭାର ଧରି ଆସିଥାନ୍ତି। ତାହା ପ୍ରଥମେ ଶ୍ରୀ ଜୀଉଙ୍କୁ ସମର୍ପଣ ପରେ ଅନ୍ୟ ଭୋଗ ପୂଜା କରାଯାଇଥାଏ।
Доступные форматы для скачивания:
Скачать видео mp4
-
Информация по загрузке: