#mendha
Автор: Dashara Farming
Загружено: 2024-11-07
Просмотров: 6891
ନମସ୍କାର ଦର୍ଶକ ବନ୍ଧୁ ଆଜି ଆଲୋଚନା କରିବା ମେଣ୍ଢା ଚାଷ ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ଅଧିକ ମେଣ୍ଢା ମାନଙ୍କୁ ଯତ୍ନ ନିଅନ୍ତି। କାରଣ ସେହି ମେଣ୍ଢା ମାନଙ୍କୁ ପାଳନ କରନ୍ତି। ଆଉ ସେମାନଙ୍କୁ ଟୀକା କରଣ ଠୁ ଆରମ୍ଭ କରି ସବୁ ପ୍ରକାର ଯତ୍ନ ନିଅନ୍ତି। ମେଣ୍ଢା ଯଦି ଭଲ ରେ ରହିବେ ହେଲେ ସେମାନଙ୍କୁ ଲାଭ ହେବ ତେଣୁ କରି ଗୁହାଳ ଘର ଠୁ ଆରମ୍ଭ କରି ସବୁ ପ୍ରକାର ଯତ୍ନ ନିଅନ୍ତି। ଆଉ ସେମାନଙ୍କୁ ପଇସା ଦରାକାର ପଡ଼ିଥାଏ। ତାହା ହେଲେ ମେଣ୍ଢା ମାନଙ୍କୁ ବିକିରି କରି ଦିଅନ୍ତି। ଆଉ ନିଜେ ଖାଇବା ପିଇବା ପାଇଁ ପଇସା ବ୍ୟବହାର କରନ୍ତି।
ଦର୍ଶକ ବନ୍ଧୁ ଏହି ବିଷୟ ଟି ଆପଣ ମାନଙ୍କୁ କେମିତି ଲାଗିଲା ନିଜର ମତାମତ ଦିଅନ୍ତୁ ଏବଂ Like share subscribe କରନ୍ତୁ ଆଉ dashara farming youtube channel କୁ ଭଲ ପାଇବା ଦିଅନ୍ତୁ
#dashara farming #
ନମସ୍କାର
Thankyou for watching
Доступные форматы для скачивания:
Скачать видео mp4
-
Информация по загрузке: