🎶Kalingara Suta | କଳିଙ୍ଗର ସୁତ 💖 AI Artistry Odia Song 🎵 | AI Odia Lofi Vibes 🎶
Автор: Odia AI Lofi 🎶
Загружено: 2026-01-13
Просмотров: 92
“Kalingara Suta” is an AI-crafted Odia History song that blends the soul of Kalinga’s heritage with modern artificial intelligence artistry. Soft beats, nostalgic melodies, and Odia emotion come together to create a calming musical journey—perfect for relaxation, study, or late-night listening.
Experience the future of Odia music, where tradition meets technology.
✨ Sit back, relax, and feel the rhythm of Odisha.
📢 Support the Channel
🔔 Subscribe for more AI Odia Lofi songs
👍 Like if you enjoyed the vibe
💬 Comment your favorite moment
📤 Share with fellow Odia music lovers
Here you go: 🎶🎶🎶🎶🎶
::::::::::::::::::::::::::::::::::::: କଳିଙ୍ଗର ସୁତ ବୁଦ୍ଧ :::::::::::::::::::::::::::::::::::::
[Intro]
କଳିଙ୍ଗ ମାଟିର ନିଶ୍ବାସେ, ଆଜି ଫେରିଛି ଧମ୍ମର ଯୁଗ
ଓଡିଆ ଶବ୍ଦେ ଗୁଞ୍ଜେ ଆଜି, ବୁଦ୍ଧଙ୍କ ପିଢିର ଯୋଗ
କଳିଙ୍ଗ ମାଟିର ନିଶ୍ବାସେ, ଆଜି ଫେରିଛି ଧମ୍ମର ଯୁଗ
ଓଡିଆ ଶବ୍ଦେ ଗୁଞ୍ଜେ ଆଜି, ବୁଦ୍ଧଙ୍କ ପିଢିର ଯୋଗ
[Verse 1]
ପାଲି ଭାଷାରେ ବାଣୀ କହି, ଯିଏ ଦେଖାଇ ଥିଲେ ମାର୍ଗ ସତ୍ୟ,
ସାତ ହଜାର ଭାଷା ମଧ୍ୟେ, ଓଡିଆ ସହ ମିଳେ ତା’ର ଅର୍ଥ ଓ ଉଚ୍ଚାରଣ ରୂପର ସତ୍ୟ
ପାଲି ଓ ଓଡିଆର ମେଳ କେବଳ ପଚାଶ ପ୍ରତିଶତ ନୁହେଁ, ତାଙ୍କର ଆତ୍ମା ଏକ
ନାମ ବଦଳିଲା, ଭାଷା ରହିଗଲା, କଳିଙ୍ଗର ଅସଲି ପରିଚୟ ଏବେ ଦେଖ
[Chorus]
ବୁଦ୍ଧ ଅଟନ୍ତି କଳିଙ୍ଗର ପୁତ୍ର, ଧମ୍ମ ତା’ର ଓଡିଆ ସ୍ୱର,
ମାଟି କହେ, ଇତିହାସ ନୁହେଁ ମିଥ୍ୟା, ସତ୍ୟ ହେଉଛି ଅମର
କଳିଙ୍ଗ ମାଟିର ନିଶ୍ବାସେ, ଆଜି ଫେରିଛି ଧମ୍ମର ଯୁଗ
ଓଡିଆ ଶବ୍ଦେ ଗୁଞ୍ଜେ ଆଜି, ବୁଦ୍ଧଙ୍କ ପିଢିର ଯୋଗ
[Verse 2]
ଯୀଶୁଙ୍କ ମାତୃଭାଷା ଆରାମେଇକ୍, ମହମ୍ମଦଙ୍କ ଭାଷା ଆରବୀ,
ମାତୃଭାଷାରେ ଲେଖା ଆସ୍ଥା ଏହି ନୀତି ଜାଣେ ସାରା ପୃଥିବୀ
ତେଣୁ ପାଲିରେ ଲେଖା ତ୍ରିପିଟକ, ସାକ୍ଷୀ ଦେଉଛି ନିର୍ଭୀକ,
ବୁଦ୍ଧଙ୍କ ମାତୃଭାଷା ପାଲି—ଓଡିଆର ପୁରୁଣା ରୂପ ମଧ୍ୟ ଏକ
[Chorus]
ବୁଦ୍ଧ ଅଟନ୍ତି କଳିଙ୍ଗର ପୁତ୍ର, ଧମ୍ମ ତା’ର ଓଡିଆ ସ୍ୱର,
ଯେତେ ଲୁଚାଇଲେ ମଧ୍ୟ ଇତିହାସକୁ, ସତ୍ୟ ହୁଏ ଦିନେ ଉଜାଗର
କଳିଙ୍ଗ ମାଟିର ନିଶ୍ବାସେ, ଆଜି ଫେରିଛି ଧମ୍ମର ଯୁଗ
ଓଡିଆ ଶବ୍ଦେ ଗୁଞ୍ଜେ ଆଜି, ବୁଦ୍ଧଙ୍କ ପିଢିର ଯୋଗ
[Verse 3]
Alois Anton Führer ର ନକଲି ଖୋଦନ, ମିଥ୍ୟା ଜନ୍ମଭୂମି ଖେଳ,
ନକଲି ଶିଳା ଲେଖ, ନକଲି ଖମ୍ଭ—ଭ୍ରଷ୍ଟ ଇତିହାସର ଘୃଣ୍ୟ ଖେଳ
ସତ୍ୟକୁ ଢାକିଲେ କିଏ କେତେଦିନ? କଳିଙ୍ଗ ଦେବ ତା ଉତ୍ତର,
ବୁଦ୍ଧଙ୍କ ଜନ୍ମ ଓ ବାଣୀ—ଏଇ ମାଟିରେ ହିଁ ତାଙ୍କର ଘର
[Chorus]
ବୁଦ୍ଧ ଅଟନ୍ତି କଳିଙ୍ଗର ପୁତ୍ର, ଧମ୍ମ ତା’ର ଓଡିଆ ସ୍ୱର,
ଇତିହାସ ଲେଖାଯିବ ପୁଣି ଆଉଥରେ ହେବ ସତ୍ୟର ଖେଳ
କଳିଙ୍ଗ ମାଟିର ନିଶ୍ବାସେ, ଆଜି ଫେରିଛି ଧମ୍ମର ଯୁଗ
ଓଡିଆ ଶବ୍ଦେ ଗୁଞ୍ଜେ ଆଜି, ବୁଦ୍ଧଙ୍କ ପିଢିର ଯୋଗ
Verse 4:
କଳିଙ୍ଗ କନ୍ୟା କରୁବାକୀ, ଅଶୋକଙ୍କ ହୃଦୟ ଆଲୋକ,
ଶିଳାଲେଖରେ ଏକା ରାଣୀ—ନାମ ତାଙ୍କ ଅମର ଶ୍ଲୋକ
ବିବାହ ପରେ ଅଶୋକଙ୍କ ମନ, ଧମ୍ମରେ ହେଲା ଲୀନ,
କରୁବାକୀଙ୍କ ପ୍ରେରଣାରେ, ବୌଦ୍ଧ ଧର୍ମ ଗଲା ସାରା ଭୁବନ
[Chorus]
କଳିଙ୍ଗ ଦେଇଛି ବୁଦ୍ଧଙ୍କୁ, କଳିଙ୍ଗ ଦେଉଛି ଆଜି ଧମ୍ମର ଡାକ,
କରୁବାକୀ ଥିଲେ ସେତୁ, ଯେଉଁଠାରୁ ବିଶ୍ୱକୁ ମିଳିଥିଲା ଶାନ୍ତିର ମାର୍ଗ
କଳିଙ୍ଗ ମାଟିର ନିଶ୍ବାସେ, ଆଜି ଫେରିଛି ଧମ୍ମର ଯୁଗ
ଓଡିଆ ଶବ୍ଦେ ଗୁଞ୍ଜେ ଆଜି, ବୁଦ୍ଧଙ୍କ ପିଢିର ଯୋଗ
[Outro]
ଲୁଚିଥିବା ସତ୍ୟ ଆଜି ଝଲକି ଉଠୁଛି, କଥା ସତ ଇତିହାସର
ବୁଦ୍ଧ ଓ କରୁବାକୀ—କଳିଙ୍ଗର ଗର୍ବ, ଜଗତର ଗ୍ୟାନ ନୀର
କଳିଙ୍ଗ ମାଟିର ନିଶ୍ବାସେ, ଆଜି ଫେରିଛି ଧମ୍ମର ଯୁଗ
ଓଡିଆ ଶବ୍ଦେ ଗୁଞ୍ଜେ ଆଜି, ବୁଦ୍ଧଙ୍କ ପିଢିର ଯୋଗ
#AI_Odia_Lofi
#Kalingara_Suta
#Odia_Lofi_Song
#AI_Odia_Song
#Odia_Music
#Odia_Lofi
#Artificial_Intelligence_Music
#Odia_Chill_Music
#Lofi_Odia
#Odisha_Culture
#Odia_New_Song
#AI_Music_India
#OdiaMusic
#OdiaSongs
#OdiaCulture
#OdiaTradition
#OdiaMelodies
#OdiaClassics
#OdishaMusic
#OdishaCulture
#OdiaFolk
#OdiaFilmSongs
#OdiaHits
#OdiaSingers
#OdiaLanguage
#OdiaTunes
#OdiaArtists
#OdiaLegends
#OdiaEntertainment
#OdiaHeritage
#OdiaVibes
#OdiaRhythms
ଅତୀତର ପାଲି ଭାଷା ହିଁ ଆଜିର ଓଡ଼ିଆ ଭାଷା। ଦୁନିଆରେ ଯେଉଁ 7000 ହଜାରରୁ ଅଧିକ ଭାଷା ଅଛି, ସେଗୁଡ଼ିକ ମଧ୍ୟରୁ କେବଳ ଓଡ଼ିଆ ସହ ହିଁ ପାଲି 50% ରୁ ଅଧିକ ଶବ୍ଦ ବିନା ଅପଭ୍ରଂଶରେ ଠିକ୍ ଉଚ୍ଚାରଣ ଏବଂ ଅର୍ଥ ସହ ମେଳ ଖାଏ, ଯାହା ପ୍ରମାଣ କରେ ଯେ ଅତୀତର ପାଲି ଆଉ କେହି ନୁହେଁ, ଆଜିର ଓଡ଼ିଆ ଭାଷା। ଯେହେତୁ ବୁଦ୍ଧ ପାଲି ଭାଷାରେ ନିଜ ପ୍ରବଚନ ଦେଉଥିଲେ ଏବଂ ବୌଦ୍ଧ ଧର୍ମର ପ୍ରାଥମିକ ଶାସ୍ତ୍ର ଭାଷା ପାଲି, ଏହା ପ୍ରମାଣ କରେ ଯେ ବୁଦ୍ଧଙ୍କ ମାତୃଭାଷା ପାଲି ଥିଲା। ଯଦି ବୁଦ୍ଧଙ୍କ ମାତୃଭାଷା, ଅର୍ଥାତ୍ ତାଙ୍କ ମା କହୁଥିବା ଭାଷା, ପାଲି ଥିଲା, ତେବେ ନିଃସନ୍ଦେହେ ବୁଦ୍ଧ ଓଡ଼ିଆ ଏବଂ ଓଡ଼ିଶାର ଭୂମିପୁତ୍ର ଥିଲେ, ନେପାଳୀ ନୁହେଁ। ନେପାଳର ଭାଷା ସହ ପାଲିର କୌଣସି ସାମଞ୍ଜସ୍ୟତା ନାହିଁ, ନା ବୌଦ୍ଧ ଶାସ୍ତ୍ରଗୁଡ଼ିକ ନେପାଳୀ ଭାଷାରେ ରଚିତ। ତେଣୁ 1896 ମସିହାରେ ଦୁନିଆକୁ German Indologist Alois Anton Führer ଯିଏ ତାଙ୍କ ନକଲି ଖନନ ଦ୍ୱାରା ଅଶୋକ ସ୍ତମ୍ଭ ଏବଂ ପ୍ଲେଟ ଦେଖାଇ ନେପାଳକୁ ବୁଦ୍ଧଙ୍କ ଜନ୍ମସ୍ଥାନ ଘୋଷଣା କରିଥିଲେ, ତାହା ସମ୍ପୂର୍ଣ୍ଣ ଭୁଲ ଏବଂ ଏହି ଭୂଖଣ୍ଡର ସଂଗଠିତ ବୌଦ୍ଧ ବିରୋଧୀ ଅପରାଧୀମାନଙ୍କ ଦ୍ୱାରା ମନ୍ଦଉଦ୍ଦେଶ୍ୟମୂଳକ ଷଡ଼ଯନ୍ତ୍ର ଥିଲା।
Note: This is not an auto-generated AI song. All lyrics are original and human-written. AI is used solely as a creative tool, guided by musical knowledge and refined prompt engineering through dedicated effort.
Доступные форматы для скачивания:
Скачать видео mp4
-
Информация по загрузке: