ପଙ୍ଗୁ କରି ଦେଇଛି ପକ୍ଷାଘାତ, ମୁହଁ ବୁଲେଇ ଚାଲିଯାଇଛନ୍ତି ସ୍ତ୍ରୀ ଓ ଛୁଆ !Suresh need help for his treatment
Автор: Pratidin TV
Загружено: 2025-12-13
Просмотров: 227
ପଙ୍ଗୁ କରି ଦେଇଛି ପକ୍ଷାଘାତ, ମୁହଁ ବୁଲେଇ ଚାଲିଯାଇଛନ୍ତି ସ୍ତ୍ରୀ ଓ ଛୁଆ ! ପଂଚାୟତର ସୁରେଶ ଚନ୍ଦ୍ର ଯେନା ପକ୍ଷ୍ୟlଘାତ ରୋଗରେ ପୀଡିତ ହେବା ପରେ ପରିବାର ପାଇଁ ହୋଇଗଲେ ଅଲୋଡ଼ା l ଯେଉଁଠି ସଂସାରରେ ପବିତ୍ର ବନ୍ଧନ ସ୍ୱାମୀ ସ୍ତ୍ରୀର ସାତ ଜନ୍ମ ସାଥି ହୋଇ ଜୀବନର ସୁଖ ଦୁଃଖର ସାଥୀ ହେବାପାଇଁ ଅଗ୍ନିକୁ ସାକ୍ଷୀ ରଖି ନୂଆ ଜୀବନ ଆରମ୍ଭ କରନ୍ତି କିନ୍ତୁ ଦେଖିବାକୁ ମିଳିଛି ସ୍ୱାମୀ ର ଅସହାୟତାକୁ ଦେଖି ସ୍ତ୍ରୀ ମୁହଁ ଫେରେଇ ନେଇଛି l Suresh need help for his treatment
#Suresh #treatment #kendrapara #odisha
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Доступные форматы для скачивания:
Скачать видео mp4
-
Информация по загрузке: