MANISHA JIBANA || ମଣିଷ ଜୀବନ || SASHANK SEKHAR || DONTON RAULO || PROMO || NEW CHRISTIAN SONG 2025
Автор: WT Christian Music
Загружено: 2025-07-05
Просмотров: 4395
Praise the Lord to all,
ସର୍ବପ୍ରଥମେ ପ୍ରିୟ ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ସମସ୍ତ ଶ୍ରୋତାବନ୍ଧୁ ଓ ଦର୍ଶକ ମାନଙ୍କୁ ନମସ୍କାର ଜଣାଉ 🙏 ପ୍ରଥମ ଥର ନିମନ୍ତେ ଓଡ଼ିଶାର ସୁପରିଚିତ ଗାୟକ ଶଶାଙ୍କ ଶେଖରଙ୍କ କଣ୍ଠରେ ନେଇଁ ଆସୁଅଛୁ ଏକ ସୁନ୍ଦର ଭକ୍ତିପୂର୍ଣ୍ଣ ଗୀତ "ମଣିଷ ଜୀବନ "........ଯାହାର PROMO ଆଜି WORSHIP TUNES OFFICIALS ଚାଁନେଲ ରେ ମୁକ୍ତିଲାଭ କରାଗଲା....ଏହାର ସମ୍ପୂର୍ଣ୍ଣ studio version ଅତିଶୀଘ୍ର ମୁକ୍ତିଲାଭ କରାଯିବ.. ସମ୍ପୂର୍ଣ୍ଣ ଗୀତ ପାଇବା ନିମନ୍ତେ ଆମ ଚାଁନେଲ ସହ ଜଡ଼ିତ ରୁହନ୍ତୁ 🙏
ଏହିପରି ନୂତନ ନୂତନ ଗୀତ ପାଇବା ପାଇଁ WORSHIP TUNES OFFICIALS ଚାଁନେଲ କୁ SUBSCRIBE କରନ୍ତୁ ଏବଂ ଆମକୁ ଉତ୍ସାହିତ କରନ୍ତୁ 🙏
🎵Song: MANISHA JIBANA ( ମଣିଷ ଜୀବନ )
🎵Singer : SASHANK SEKHAR
🎵Lyrics & Composition : DONTON RAULO (9556428641)
🎵Music Arrangement : BAPI SAMAL
🎵Producer : HEMANTH NEELAPU
🎵Camera & Edit : Digital Crew
🎵Recording : MRR studio , Cuttack
🎵Thumbnail : SANGRAM PARICHHA
!! ANTI- PIRACY WARNING !!
This content is copyright to the WORSHIP TUNES OFFICIALS channel . Any unauthorized reproduction, redistribution, reupload is strictly prohibited of this material. Legal action will be taken against those who violate this copyright materials presented.
Доступные форматы для скачивания:
Скачать видео mp4
-
Информация по загрузке: