TOR CHEHERA DEKHI | SWAGATIKA TRIPATHY | HELIUM | SHRABANI | PANKAJ | MICKY | NEW SAMBALPURI SONG
Автор: Swagatika Tripathy Official
Загружено: 2024-06-21
Просмотров: 112213
Jai Maa Samlei🙏
Jai Maa Saraswati🙏
Presenting Our First Original Sambalpuri Song "Tor Chehera Dekhi" which is soulfully sung by Swagatika Tripathy, unique music composed and arranged by Micky Satpathy, beautifully penned by Swagatam Ratha, adding a spark by talented Rapper Helium, recorded-mixed and mastered by Subodh Maharana (Muze AVL, Sambalpur) exclusively on Swagatika Tripathy Official YouTube channel.
Make Your Reel Now: / 1127997191821808
Spotify: https://open.spotify.com/track/6AsIs0...
Wynk: https://wynk.in/u/f0nvxwYZq
JioSaavn: https://www.jiosaavn.com/song/tor-che...
Amazon Music: https://music.amazon.in/tracks/B0D7BN...
YouTube Music: • Album - Tor Chehera Dekhi
Produced By - Swagatika Tripathy
Audio Credits:-
Singer: Swagatika Tripathy
Rap: Helium
Music -Micky Satpathy
Lyrics- Swagatam Ratha
Voice Dubb- Muze Avl
Mix And Master- Subodh Maharana( Muze Avl)
Video Credits:-
Starring- Shrabani Kar And Pankaj Kishan
Direction- Sumeet (Mr Hakikat)
Choreographed By - Gajendra GK
Co Artists -Jeet and Sandhya
DOP - Sumeet And Suraj Bhoi
Edit - Sumeet (Mr Hakikat)
DI - Tubul Singh
Publicity Design - Deepak Bhoi (Dz Films)
Support- Sumit Bishi, Suren Ray, Ankit
ତୋର୍ ଚେହେରା ଦେଖି❤️
ତୋର୍ ଚେହେରା ଦେଖି
ମୋର୍ ମନ୍ ଯାଉଛେ ଅଟକି
ପିଲା ତୋର୍ ପୀରତିର୍ ତୀର ମାରୁଛୁ
କାଏଁ ଯେ ଦେଖି ଦେଖି...
ମିଶିଗଲେ ନଜ଼ର୍ କେନୁଁ
ଏନ୍ତା ହଁସି ଦେଉଛୁ
ଇଶାରା ଥି ମନର୍ କଥା
ମତେ କହି ନଉଛୁ
କେନ୍ତା ବତାମି ତତେ ମନେ ପ୍ରେମ
ନିଶା ଭରୁଛୁ ତୁଇଁ
ହୋଲେ ହୋଲେ କରି ଗା ତୋର୍
ହେଇ ବସୁଛେଁ ରେ ମୁଇଁ...
ତୋର୍ ଚେହେରା ଦେଖି
ମୋର ମନ୍ ଯାଉଛେ ଅଟକି
ପିଲା ତୋର୍ ପୀରତିର୍ ତୀର ମାରୁଛୁ
କାଏଁ ଯେ ଦେଖି ଦେଖି....
ସଥେ ଭଲ୍ ପାଉଛୁ ଯଦି
କହିଦେ ମନ୍ ଖୁଲି କରି
କାହିଁ ସତଉଛୁ କାହିଁ ତଡ଼ପଉଛୁ
ନାଇଁ ହଉଛେ ଗା ବୁଝି
ରାଜି ହେବୁ ଯଦି ତୁଇଁ
ତୋର୍ ହେଇଯିମି ମୁଇଁ
ଯଦି ହଁ କହେବୁ ମୋର୍ ହେଇ ରହେବୁ
ରହିଯିମି ତୋର୍ ହେଇ....
ଅଶିକି ଅମର୍ ହେଟା ହିଁ ଦୁଃଖ୍
କରୁଛେ ମନର୍ ଭେଜା ଭି ଚୁପ୍
ସବୁନେ ଅତର୍ ନୁରୁଛେ ତମର୍
ଜେନ୍ତା କି ଭମର୍ ନୁରୁଛେ ଫୁଲ୍
ତୋର୍ ଲାଗି ଆଖିରେ ସପନ୍
ତୋର୍ ବିନା ଲାଗୁଛେ ଦୁଃଖ୍ ଅଛେ ଛପନ
ତୋର୍ ଲାଗି ସମିଆ ଚାଲିଛେ
ତୁଇଁ ଥିଲେ କେ ଦର୍କାର୍ ଜାତକ୍ ଲଗନ୍
ଇ ଦୁନିଆଁ ମିଛୁଆ
ତୁଇଁ ଶହେ ଟା କଢୋରେ ଗୁଟେ ହି ଫୁଲ୍
ମୁଇଁ ତୋର ପଛେ ଆଶିକ ଆଏଁ
ଚାଲିଜିମି ବାଟେ କଁଟା ବି ଥାଉ
ଦେଖୁଥିବା ଆମକୁ ଇ ଦୁନିଆଁ
ବନେଇ ଦେ ନ ମତେ ତୋର୍ କନିଆଁ
ସୁଖର୍ ଦୁଖର୍ ସାଥି ହେଇ କରି
ସୁଆ ସାରି ଲେଖେଁ ରହି ଜିମା....
କେନ୍ତା ବତାମି ତତେ ମନେ ପ୍ରେମ
ନିଶା ଭରୁଛୁ ତୁଇଁ
ହୋଲେ ହୋଲେ କରି ଗା ତୋର୍
ହେଇ ବସୁଛେଁରେ ମୁଇଁ...
ତୋର୍ ଚେହେରା ଦେଖି
ମୋର ମନ୍ ଯାଉଛେ ଅଟକି
ପିଲା ତୋର୍ ପୀରତିର୍ ତୀର ମାରୁଛୁ
କାଏଁ ଯେ ଦେଖି ଦେଖି...
[SOCIAL]
Swagatika Tripathy
https://www.instagram.com/swagatika_t...
Shrabani Kar
https://www.instagram.com/shrabani._....
Helium
https://www.instagram.com/heliumrappe...
Pankaj Kishan
https://www.instagram.com/_pankaz_21?...
Micky Satpathy
https://www.instagram.com/micky.melos...
Swagatam Ratha
https://www.instagram.com/swagatam_ra...
Sumeet
https://www.instagram.com/mr_hakikat?...
Suraj Bhoi
https://www.instagram.com/bhoisuraj33...
Deepak Bhoi
https://www.instagram.com/deepakbhoi0...
Subodh Maharana
https://www.instagram.com/subodh_maha...
Tubul Singh
https://www.instagram.com/tubul_singh...
Gajendra Gk
https://www.instagram.com/gajindra_gk...
#swagatika tripathy new songs
#swagatika songs
#new sambalpuri video song
#torcheheradekhi #ତୋର୍ ଚେହେରା ଦେଖି #new #newsambalpurisong #swagatikatripathy #helium #shrabani #mickysatpathy #pankaj #trendingsambalpurisong #newsong #trending #viral #romantic #romanticsong #sambalpuri
#Jaimaasamlei🙏
#Jaimaasaraswati🙏
ANTI-PIRACY WARNING
“Copyright @ Swagatika Tripathy Official 2024. Any illegal reproduction of this content will result in immediate legal action.”
Доступные форматы для скачивания:
Скачать видео mp4
-
Информация по загрузке: