ଆଖି ବୁଜିଲେ ଲୋକଗୀତ ଗାୟିକା କୁନି ଛତ୍ରିୟା ! Renowned Folk Singer Kuni Chhatriya Passes Away ,Balangir
Автор: Pratidin TV
Загружено: 2026-01-15
Просмотров: 6100
ଆଖି ବୁଜିଲେ ଲୋକଗୀତ ଗାୟିକା କୁନି ଛତ୍ରିୟା ! ଆଉ ନାହାଁନ୍ତି ଲୋକ ଗୀତ ଗାୟିକା କୁନି ଛତ୍ରିଆ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ସେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ପରେ ସମ୍ବଲପୁର ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ୭ ଦିନର ଚିକିତ୍ସା ପରେ ଆଖି ବୁଜିଲେ କୁନି ଛତ୍ରିଆ। ସେ ବଲାଙ୍ଗୀର ଜିଲ୍ଲାର ତୁଷୁରାରୁ ଯାଇ ରାଜ୍ୟ ତଥା ରାଜ୍ୟ ବାହାରେ ଘୁଡୁକା ବାଦ୍ୟ କରିବା ସହ ଲୋକ ଗୀତ ଗାୟିକା ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ। ତୁଷୁରା ଭଳି ଛୋଟ ଜାଗାରୁ ଯାଇ"ସାନ ବଡ ଘୁଡୁକା" ବାଦ୍ୟକୁ ଜାତୀୟ ସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଲୋକ ଗୀତ ଗାୟିକା କୁନି ଛତ୍ରିଆଙ୍କ ଗୀତ ଆଉ ଶୁଣି ହେବନି।
ବଲାଙ୍ଗୀର ଜିଲ୍ଲାର ତୁଷୁରାର କୁନି ଛତ୍ରିଆ ଘୁଡୁକା ବାଦ୍ୟ ସହ ଲୋକ ଗୀତ ଗାଇ ସୁନାମ ଅର୍ଜନ କରିଥିଲେ ।ତାଙ୍କର ବିୟୋଗ ରେ କଳାକାର ମହଲ ରେ ଶୋକ ର ଛାୟା ଖେଳି ଯାଇଛି। Renowned Folk Singer Kuni Chhatriya Passes Away ,Balangir
#balangir #FolkSinger #KuniChhatriya #passesaway
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Доступные форматы для скачивания:
Скачать видео mp4
-
Информация по загрузке: