ଆନନ୍ଦ ସେବାସଦନ୍ ରେ ସାରଙ୍ଗ ପାଲି ଗାଁ ର Charvik Agrawal ଙ୍କ ଜନ୍ମ ଦିନ ପାଳନ !! Ananda Sevasadan Asram !
Автор: Ananda Sevasadan Ashram
Загружено: 2025-01-17
Просмотров: 383
ସବୁ ଆମର ବଡ଼ ଭାଇ ବୁହେନ୍ ମାନକୁ ଆମର ଆନନ୍ଦ ସେବା ସଦନ୍ ଆଶ୍ରମ ଆଡୁ ଜୁହାର.....
ଆମର ଇ ଭିଡିଓ ଟା କାହାକେ ଛୋଟ ବଡ ଚିଆଁ ଅଛିଆ ଦେଖାବାର ଲାଗି ନୁହେଁ ଆମର ଇ ଭିଡିଓ ରେ ମାନବ ସେବା ହିଁ ଈଶ୍ୱର ଙ୍କ ସେବା ର ଗୁଟେ ଆସ୍ତା ଆଏ ତ ଦୟା କରି ଆପଣ ମାନଙ୍କୁ ଅନୁରୋଧ ଆଏ କି ଇ ଭିଡ଼ିଓ ଟା ବେଶି ନୂ ବେଶି ଲୋକ ଙ୍କର ପାଖ କେ ପୁହେଚେଇ କରି ଆମକୁ ଲୋକଙ୍କର ସେ ବା କରବାର ଲାଗି ସୁଯୋଗ ଦଉନ୍
ଧନ୍ୟବାଦ୍ 🙏🙏🙏
Ananda Sevasadan asram
Ananda sevasram
@AnandaSevasadanAshram
Доступные форматы для скачивания:
Скачать видео mp4
-
Информация по загрузке: