ବୀରେଶ୍ୱର ମନ୍ଦିରରୁ ଚାନ୍ଦିମୂର୍ତ୍ତି ସର୍ପ ଓ ରୂପା ଅଳଙ୍କାର ନେଇଗଲା ଚୋର ! Loot From Shiva Temple ,Ganjam
Автор: Pratidin TV
Загружено: 2025-12-20
Просмотров: 77
ଛତ୍ରପୁର ବୀରେଶ୍ୱର ମନ୍ଦିରରୁ ଚାନ୍ଦିମୂର୍ତ୍ତି ସର୍ପ ଓ ରୂପା ଅଳଙ୍କାର ନେଇଗଲା ଚୋର ! ଛତ୍ରପୁରରେ ଘନଘନ ଚୋରୀ, ମନ୍ଦିରରେ ଦିଅଁ ଦେବତାଙ୍କ ଠାରୁ ମଧ୍ୟ ଅଳଙ୍କାର ଚୋରୀ, ହୋଇଥିବା ଅତ୍ୟନ୍ତ ଦୁଃଖ ଓ ପତିତାପ ର ବିଷୟ ହୋଇଛି । ସାଇଣ୍ଟଫିକ୍ ଟିମ୍ ସହ ପୋଲିସ ତନାଘନା ଉଦ୍ୟମ ଜାରି ରଖିଛି । ଛତ୍ରପୁର ସହରାଞ୍ଚଳର ଉପକଣ୍ଠସ୍ଥ ଶ୍ରୀ ଶ୍ରୀ ବୀରେଶ୍ୱର ମନ୍ଦିରରେ ଚାନ୍ଦିମୂର୍ତ୍ତି ସର୍ପ, ଦୁର୍ଗା ମା' ଙ୍କ ରୂପା ଅଳଙ୍କାର ଚୋରୀ ହୋଇଥିବା ବେଳେ ନିଉ ପୋଲିସ କଲୋନୀର ଶିରିଡି ସାଇନାଥ ଙ୍କ ମନ୍ଦିର ପ୍ରାଙ୍ଗଣର ସାଇବାବା ଙ୍କ ପାଦୁକା, କିରଟୀ ଶ୍ରୀ ଗଣେଷ ଠାକୁର ଙ୍କ ମୁକୁଟ, ଶନି ଦେବଙ୍କ କିରଟୀ ଆଦି ଚୋରୀ ହୋଇଥିବା ପୃଥକ ପୃଥକ ଭାବେ କମିଟି ପକ୍ଷରୁ ଛତ୍ରପୁର ଥାନାରେ ଏତଲା ଦିଆଯାଇଛି । Ornaments Loot From Shiva Temple ,Ganjam #ganjam #Loot
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Доступные форматы для скачивания:
Скачать видео mp4
-
Информация по загрузке: