#gadagadiaghata
Автор: Aryavart Bharat Odia
Загружено: 2020-11-22
Просмотров: 568
ଗଡ଼ଗଡ଼େଶ୍ଵର ମନ୍ଦିର ପୂର୍ବରୁ ଗଡ଼େଶ୍ୱର ରୂପରେ ପ୍ରସିଦ୍ଧ ଥିଲେ ମୁକୁନ୍ଦ ଦେବ ଏହି ମନ୍ଦିର ନିର୍ମାଣ କରିଥିଲେ । ଏହି ମନ୍ଦିର ବାରବାଟୀ ଦୂର୍ଗ ର ସମସାମୟିକ ପ୍ରତାରୁଦ୍ରଦେବ ଙ୍କ ସମୟରେ ମହାପ୍ରଭୁ ଶ୍ରୀ ଚୈତନ୍ୟ ଏହିଠାକୁ ଆସିଥିଲେ ଓ ସେ ଏହି ପୀଠ ର ନାମ ଗଡ଼ଗଡ଼େଶ୍ୱର ରଖିଥିଲେ ଆଜି ପର୍ଯ୍ୟନ୍ତ ମଧ୍ୟ ଶ୍ରୀ ଚୈତନ୍ୟ ଙ୍କ ପାଦ ଚିହ୍ନ ଏହିଠାରେ ରହି ଅଛି । ଶ୍ରାବଣ ମାସରେ ବୋଲବମ୍ ପାଇଁ ଏହି ଗଡ଼ଗଡ଼ିଆ ଘାଟ ରୁ ପାଣି ଉଠାଇଲେ ସକଳ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ଏହା ଓଡ଼ିଶା ର ଏକ ବହୁ ପ୍ରାଚୀନ ଶୈବପୀଠ ଅଟେ ।
#GoUttam
#Prarthanachannel
#Cuttack
#Odishatourism
#SatyaBhanja
#Odiabhaina
#DTVODIA
#OTV
#MBCTV
#sanumonu official
#Mrunalinee
#Mr.GULUAcomedy
#SmileMoreOdia
#Vloggingodisha
#odiavlogsbymadhusmita
#FunnyAngulia
#odiavloggerintheUSA
#OdiaBeauty&Lifestyle
#odiajhiaswapna
#kanaknews
#kalingaTV
#news18odia
Доступные форматы для скачивания:
Скачать видео mp4
-
Информация по загрузке: