#papaya
Автор: Dashara Farming
Загружено: 2025-03-24
Просмотров: 1225
ନମସ୍କାର ଦର୍ଶକ ବନ୍ଧୁ ଆଜି ଆମେ ଆଲୋଚନା କରିବା ଅମୃତ ଭଣ୍ଡା ଚାଷ ବିଷୟ ରେ ଘାସ ନ ହେବା ପାଇଁ ପ୍ଲାଷ୍ଟିକ ଜରି ବ୍ୟବହାର କଲେ ଡ୍ରିପ ମାଧ୍ୟମ ରେ ପାଣି ଦେବା ପାଇଁ ସହଜ ହୁଏ। ତେଣୁ କରି ଜରି ବ୍ୟବହାର କରାଯାଏ । ଜମି ରେ ଘାସ ମରା ବ୍ୟବହାର କରନ୍ତି ନାହିଁ। ଫସଲ କମି ଯାଏ ଏବଂ ମାଟି ମଧ୍ୟ ଖରାପ ହୁଏ। ପ୍ରଥମେ ଜମିକୁ ପ୍ରସ୍ତୁତ କରାଯାଏ ଗୁଣ୍ଡ ଆକାର ରେ ତାପରେ ବେଡ ପ୍ରସ୍ତୁତ ହୁଏ। ୮ଫୁଟ ରେ ଗଛ ଲଗାଯାଏ ୨ରୁ ୩ମାସ ଭିତରେ ଫୁଲ ହେବାରେ ଲାଗେ ଏକ ଏକର ଜମି ରେ ୫୦୦ଗଛ ରୋପଣ କରାଯାଏ।
Доступные форматы для скачивания:
Скачать видео mp4
-
Информация по загрузке: