Sindurpank Unity Meeting by Apostle Subash Sahany
Автор: Apostle Subash Sahany Ministries
Загружено: 2025-11-23
Просмотров: 6585
ଗତ ଶୁକ୍ରବାର - ୨୧ ନଭେମ୍ବର ୨୦୨୫, ବଜାର ପଡ଼ିଆ ସାମ୍ନା ପଡ଼ିଆ ରେ ପ୍ରେରିତ ସୁବାସ ସାହାଣୀଙ୍କ ନେତୃତ୍ବରେ ସିନ୍ଦୁରପଙ୍କ ତଥା କୁଦୋପାଲି ଗ୍ରାମର ଉନ୍ନତି ନିମନ୍ତେ ଭାଇଚାରା ଏବଂ ଏକଜୁଟ ଭାବେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପାଖ ଅଞ୍ଚଳର କିଛି ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ସିନ୍ଦୁରପଙ୍କ ଛକର ଦୋକାନ ମାଲିକମାନେ ଏହି ସଭାରେ ଯୋଗ ଦେଇ ଅଞ୍ଚଳର ଉନ୍ନତି ନିମନ୍ତେ କଥାବାର୍ତ୍ତା କରିଥିଲେ।
ଯୋଗ ଦେଇଥିବା ସମସ୍ତ ଅତିଥିଙ୍କୁ ବିଷେଇ ବିଶେଷ ଧନ୍ୟବାଦ। 🙏🙏🙏
THE POWER OF TRUTH MINISTRIES
Contact no. For any query or Prayer request
9668809703 (You can call or WhatsApp us)
9439778283 (Calling only)
You can follow us now on our WhatsApp channel with this link 👇
https://whatsapp.com/channel/0029VaaI...
Visit us👇
https://maps.app.goo.gl/BDXYDHamT1xwY...
The Power of Truth Ministries, Kudopali, Sindurpank, Sambalpur, Odisha, Pin - 768005
Subscribe and hit the Bell icon to ALL to get quick notifications
Доступные форматы для скачивания:
Скачать видео mp4
-
Информация по загрузке: