ALANKAR ( ଶବ୍ଦାଳଙ୍କାର ) ଅଳଙ୍କାର । SABDALANKAR । 10TH CLASS । ODIA GRAMMAR । ଓଡିଆ ବ୍ୟାକରଣ ।
Автор: Sanskrit Guruji Odisha
Загружено: 2020-08-22
Просмотров: 44811
ଶରୀରରେ ଯେଉଁ ଅଳଙ୍କାର ବ୍ୟବହାର କରାଯାଏ, ତାହା ଲୌକିକ ଅଳଙ୍କାର ।
ସାହିତ୍ୟରେ ଯେଉଁ ଅଳଙ୍କାର ବ୍ୟବହାର କରାଯାଏ, ତାହା କାବ୍ଯାଳଙ୍କାର ।
ସୌନ୍ଦର୍ଯ୍ୟ ବର୍ଦ୍ଧନ ଅଳଙ୍କାରର ଧର୍ମ ।
ସାହିତ୍ୟକୁ ସରସ , ସୁନ୍ଦର ଓ ରମଣୀୟ କରିବାକୁ ଯେଉଁ ସୌନ୍ଦର୍ଯ୍ୟ ବର୍ଦ୍ଧକ ଉପାଦାନ ଆବଶ୍ୟକ ହୁଏ, ତାହାକୁ ଅଳଙ୍କାର କୁହାଯାଏ ।
ଅଳଙ୍କାର ମୁଖ୍ଯତଃ ଦୁଇ ପ୍ରକାର।
୧ - ଶବ୍ଦାଳଙ୍କାର
୨ - ଅର୍ଥାଳଙ୍କାର ।
ଯାହାଦ୍ବାରା ଶବ୍ଦ ସରସ, ସୁନ୍ଦର ଓ ଶ୍ରୁତିମଧୁର ହୁଏ, ତାହାକୁ ଶବ୍ଦାଳଙ୍କାର କୁହାଯାଏ । ଏହା ୩ ପ୍ରକାର ।
୧ - ଅନୁପ୍ରାସ
୨ - ଯମକ
୩ - ଶ୍ଳେଷ
Доступные форматы для скачивания:
Скачать видео mp4
-
Информация по загрузке: