ପଞ୍ଚଲିଙ୍ଗେଶ୍ଵର ଶୈବପୀଠ ବାଲେଶ୍ଵର |Panchalingeswar Tample &Waterfall |Balaswar..
Автор: YOUTUBER SUDARSAN VLOGGER
Загружено: 2025-11-11
Просмотров: 29
ପଞ୍ଚଲିଙ୍ଗେଶ୍ଵର ଶୈବପୀଠ ବାଲେଶ୍ଵର |Panchalingeswar Tample &Waterfall |Balaswar
#Panchalingeswar #travel #odiavolg
#baleswar #panchalingeswar #odiavolg #travel
ଏହା ଏକ ପୁରାତନ ଶୈଵ ପିଠ ଓ ମନ୍ଦିର ଏଠାରେ ପାଞ୍ଚଟି ଶିବ ଲିଙ୍ଗ ଗୋଟିଏ ସ୍ଥାନରେ ଅବସ୍ଥିତ ଓ ଝରଣା ଜଳରେ ସର୍ବଦା ପୂଜିତ ହୋଇଥାନ୍ତି
ବାଲେଶ୍ଵର ନୀଳଗୀରି ଯିବା ବାଟରେ ଏହି ମନ୍ଦିର ଟି ଏ ଘଞ୍ଚ ଜଙ୍ଗଲ ମଧ୍ୟରେ ଦୃଶ୍ୟ ମାନ ହେଵ ନୀଳଗିରି ଆଗକୁ ଯେଵେ ବଢିବ ଦର୍ଶକ ଜନ ସେଠାରେ ଗୋଟିଏ ଜଗନ୍ନାଥ ମନ୍ଦିର ମଧ୍ୟ ଦୃଷ୍ଟି ଗୈଚର ହେଵ ।
ଆଶା କରୁଛି ଭିଡିଓ ଟି ଦେଖିବା ସହ ଆମର channel ku like share comment and subscribe କରିବା ପାଇଁ ଭୁଲିବେ ନାହିଁ।
Доступные форматы для скачивания:
Скачать видео mp4
-
Информация по загрузке: