Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ପ୍ରେମ ଓ ଭକ୍ତି ପ୍ରଭୁଙ୍କ ଦୃଷ୍ଟିରେ କିଏ ଶ୍ରେଷ୍ଠ ? ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା

Автор: JAY JAGANNATH TV

Загружено: 2025-04-25

Просмотров: 16065

Описание:

ପ୍ରେମ ଓ ଭକ୍ତି – ଏହି ଦୁଇଟି ଶବ୍ଦ ଆଧ୍ୟାତ୍ମିକ ଜଗତରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ପ୍ରଭୁଙ୍କ ଦୃଷ୍ଟିରେ କିଏ ଅଧିକ ଶ୍ରେଷ୍ଠ? ପ୍ରେମ କି ଭକ୍ତି? ଏହି ଭିଡିଓରେ ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା। ଆସନ୍ତୁ ଆମେ ଜାଣିବା ଯେ ପ୍ରଭୁ କାହାର ଭାବକୁ ଅଧିକ ଗ୍ରହଣ କରନ୍ତି।

Jay Jagannath TV ଚ୍ୟାନେଲକୁ ସବ୍ସକ୍ରାଇବ କରନ୍ତୁ ଓ ନିତ୍ୟ ଭାବେ ଦେବୀ ଦେବତାଙ୍କ ଗୁଣଗାନ ଶୁଣନ୍ତୁ।

"ଜୟ ଜଗନ୍ନାଥ ଟିଭି" ଚାନେଲ୍ କେବଳ DTH କିମ୍ବା କେବୁଲ୍ ମାଧ୍ୟମରେ ନିଜ ଟିଭି ପରଦାରେ ଦେଖିପାରିବେ ।
DTH Channel Nos : TATAPLAY-1799, Dish TV -1397,
Airtel -615, Sun Direct-490 ,D2H -1397
Also available on all cable networks.
ଚାନେଲ୍ ଦେଖି ପାରୁନଥିଲେ WhatsApp କରନ୍ତୁ - 6372804618

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjagannathtv #namitaagrawal #sidharthtv #sitaramagrawal #patitapaban_arati #jayjagannathtv #namitaagrawal #srimandiradarshan #flagchange #patakalagidarshan #mangalaratidarshansrijagannathtemple #mangalaalati #sidharthtv #sitaramagrawal #patitapaban_arati #purilive #পুরিজগন্নাথ #जगन्नाथ #jagannathpurilive #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

ପ୍ରେମ ଓ ଭକ୍ତି ପ୍ରଭୁଙ୍କ ଦୃଷ୍ଟିରେ କିଏ ଶ୍ରେଷ୍ଠ ? ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ଶାସ୍ତ୍ର କୁହେ କଳି ବାସ କରନ୍ତି ଏହି 4ଟି ଜାଗାରେ ! ଆପଣ ଜାଣନ୍ତି କି ? Jay Jagannath TV

ଶାସ୍ତ୍ର କୁହେ କଳି ବାସ କରନ୍ତି ଏହି 4ଟି ଜାଗାରେ ! ଆପଣ ଜାଣନ୍ତି କି ? Jay Jagannath TV

ଘରକୁ ଯିବାସମୟରେ ଗାଡିଥିଲା ଦୁର୍ତ୍ତବେଗରେ,ପ୍ରଭୁଆସି ବଞ୍ଚେଇଲେ ଦୁର୍ଘଟଣାରୁ,ଶୁଣନ୍ତୁ ଭକ୍ତମାନଙ୍କ ଭିନ୍ନଭିନ୍ନ ଅନୁଭ

ଘରକୁ ଯିବାସମୟରେ ଗାଡିଥିଲା ଦୁର୍ତ୍ତବେଗରେ,ପ୍ରଭୁଆସି ବଞ୍ଚେଇଲେ ଦୁର୍ଘଟଣାରୁ,ଶୁଣନ୍ତୁ ଭକ୍ତମାନଙ୍କ ଭିନ୍ନଭିନ୍ନ ଅନୁଭ

ଶ୍ରୀକ୍ଷେତ୍ରରେ ଭାଗବତ ସପ୍ତାହ - ଦ୍ଵିତୀୟ ଦିନ -Bhagabata Saptaha -2 Day | Prabachak - Baba Satyananda Das

ଶ୍ରୀକ୍ଷେତ୍ରରେ ଭାଗବତ ସପ୍ତାହ - ଦ୍ଵିତୀୟ ଦିନ -Bhagabata Saptaha -2 Day | Prabachak - Baba Satyananda Das

ଗାଇ ପରିସ୍ରାରେ ସ୍ନାନ କଲେ କଣ ମିଳେ ପୁଣ୍ୟ ଫଳ? ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଦିବ୍ୟ ବ୍ୟାଖ୍ୟା | Jay Jagannath TV

ଗାଇ ପରିସ୍ରାରେ ସ୍ନାନ କଲେ କଣ ମିଳେ ପୁଣ୍ୟ ଫଳ? ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଦିବ୍ୟ ବ୍ୟାଖ୍ୟା | Jay Jagannath TV

ଜାଣି ରଖନ୍ତୁ ଦୁନିଆର ସବୁଠାରୁ ପ୍ରିୟ କିଏ || Odia Pravachan || Odia Sadhubani || BIrendra Panda

ଜାଣି ରଖନ୍ତୁ ଦୁନିଆର ସବୁଠାରୁ ପ୍ରିୟ କିଏ || Odia Pravachan || Odia Sadhubani || BIrendra Panda

ନାରୀ କାହିଁକି ଦେବ ସତୀତ୍ଵର ପରୀକ୍ଷା ?... | EP-104 | Podcast With Satyananda Saraswati

ନାରୀ କାହିଁକି ଦେବ ସତୀତ୍ଵର ପରୀକ୍ଷା ?... | EP-104 | Podcast With Satyananda Saraswati

ଶ୍ରୀ ଜଗନ୍ନାଥ କଥାମୃତ/ବାରଙ୍ଗ/ଶ୍ରୀ ମନୋଜ ପ୍ରଧାନ/manoj pradhan/jagannath kathamruta

ଶ୍ରୀ ଜଗନ୍ନାଥ କଥାମୃତ/ବାରଙ୍ଗ/ଶ୍ରୀ ମନୋଜ ପ୍ରଧାନ/manoj pradhan/jagannath kathamruta

Jagannath Mahima | Pratham Bhaga | Odia Prabachana | Pandita Charana Ramdas | Jay Jagannath

Jagannath Mahima | Pratham Bhaga | Odia Prabachana | Pandita Charana Ramdas | Jay Jagannath

ପଣ୍ଡିତ ବିରେନ୍ଦ୍ର ପଣ୍ଡା

ପଣ୍ଡିତ ବିରେନ୍ଦ୍ର ପଣ୍ଡା

ପିଲା ଗର୍ଭରେ ଥିବା ସମୟରେ ପିତାମାତା କ'ଣ କରିବେ ନାହିଁ

ପିଲା ଗର୍ଭରେ ଥିବା ସମୟରେ ପିତାମାତା କ'ଣ କରିବେ ନାହିଁ

କଳିଯୁଗରେ ମଣିଷ ଜାଣିପାଗେଳା ! କାହିଁକି ଏମିତି ଅବସ୍ଥା ? ଧାର୍ମିକ ଦୃଷ୍ଟିକୋଣରୁ ବ୍ୟାଖ୍ୟା | Jay Jagannath TV

କଳିଯୁଗରେ ମଣିଷ ଜାଣିପାଗେଳା ! କାହିଁକି ଏମିତି ଅବସ୍ଥା ? ଧାର୍ମିକ ଦୃଷ୍ଟିକୋଣରୁ ବ୍ୟାଖ୍ୟା | Jay Jagannath TV

ଶ୍ରୀକ୍ଷେତ୍ରରେ ଭାଗବତ ସପ୍ତାହ - ପଞ୍ଚମ ଦିନ - Bhagabata Saptaha - 5 Day | Prabachak - Baba Satyananda Das

ଶ୍ରୀକ୍ଷେତ୍ରରେ ଭାଗବତ ସପ୍ତାହ - ପଞ୍ଚମ ଦିନ - Bhagabata Saptaha - 5 Day | Prabachak - Baba Satyananda Das

ରହସ୍ୟମୟ ଜଗନ୍ନାଥଙ୍କ କଥା!!ପ୍ରବକ୍ତା.. ଶ୍ରୀ ମନୋଜ ପ୍ରଧାନ!!@BHABADIBAKAR

ରହସ୍ୟମୟ ଜଗନ୍ନାଥଙ୍କ କଥା!!ପ୍ରବକ୍ତା.. ଶ୍ରୀ ମନୋଜ ପ୍ରଧାନ!!@BHABADIBAKAR

Swami Mukund Krishna# ସ୍ବାମୀ ମୁକୁନ୍ଦ କୃଷ୍ଣ ଜି #contact 8917586984,75205315226

Swami Mukund Krishna# ସ୍ବାମୀ ମୁକୁନ୍ଦ କୃଷ୍ଣ ଜି #contact 8917586984,75205315226

ଯେତିକି ପାପ କରିବା ମରଣ ବେଳେ ସେତିକି କଷ୍ଟ ପାଇବେ ?

ଯେତିକି ପାପ କରିବା ମରଣ ବେଳେ ସେତିକି କଷ୍ଟ ପାଇବେ ?

ଦୁନିଆରେ ସବୁଠାରୁ ବଡ଼ ପାପ କଣ ? | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ଦୁନିଆରେ ସବୁଠାରୁ ବଡ଼ ପାପ କଣ ? | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ଶ୍ରୀକ୍ଷେତ୍ରରେ ଭାଗବତ ସପ୍ତାହ - ପ୍ରଥମ ଦିନ - Bhagabata Saptaha -1 Day | Prabachak - Baba Satyananda Das

ଶ୍ରୀକ୍ଷେତ୍ରରେ ଭାଗବତ ସପ୍ତାହ - ପ୍ରଥମ ଦିନ - Bhagabata Saptaha -1 Day | Prabachak - Baba Satyananda Das

ମହାପ୍ରଭୁ କାହିଁକି ଗୀତଗୋବିନ୍ଦକୁ ସବୁବେଳେ ଧାରଣ କରନ୍ତି

ମହାପ୍ରଭୁ କାହିଁକି ଗୀତଗୋବିନ୍ଦକୁ ସବୁବେଳେ ଧାରଣ କରନ୍ତି

ଭାଗବତ ସପ୍ତାହ || Chinmay Das Ji Maharaj || DAY-3 || Badamba - 2025 || WC BHAKTI

ଭାଗବତ ସପ୍ତାହ || Chinmay Das Ji Maharaj || DAY-3 || Badamba - 2025 || WC BHAKTI

APANABI KANDIBE THARE SUNILE AMITI PRABACHAN!!@BHABADIBAKAR

APANABI KANDIBE THARE SUNILE AMITI PRABACHAN!!@BHABADIBAKAR

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]