Chhatu chasa || Kemiti karibe Chatu Farming ll ଛତୁ ଚାଷ ର ସମ୍ପୂର୍ଣ ବିବରଣୀ ଲାଭ କ୍ଷତି @chasadunia
Автор: Chasa Dunia
Загружено: 2025-02-04
Просмотров: 842
🙏 ନମସ୍କାର ବନ୍ଧୁଗଣ, ଚାଷ ଦୁନିଆଁ କୁ ଆପଣମାନଙ୍କୁ ସ୍ଵାଗତ!
ଆଜି ଆମେ ଏହି ଭିଡିଓ ଟି ରେ ଏକ ଅନନ୍ୟ କାହାଣୀ ବିଷୟରେ ସୁଣିବା, ଯେଉଁଥିରେ ଘରେ ବସି ଜଣେ ସାଧାରଣ ଗୃହିଣୀ ଛତୁ ଚାଷ କରି ସଫଳତା ହାସଲ କରିଛନ୍ତି । ଏହି ଭିଡିଓରେ ଆପଣ ଜାଣିପାରିବେ ଛତୁ ଚାଷ କିପରି ଆରମ୍ଭ କରିବେ, ବଜାରରେ କିପରି ବିକ୍ରି କରିବେ, ଏବଂ କିପରି ଅଧିକ ରୁ ଅଧିକ ଲାଭ କରିପାରିବେ।
📌 ଏହି ଭିଡିଓ ରେ ଆପଣ ଜାଣିପାରିବେ:
✅ ଘରେ ବସି କିପରି ଛତୁ ଚାଷ କରିପାରିବେ?
✅ ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ କେତେ ଟଙ୍କା ଦରକାର?
✅ ମଶରୁମ ବଜାର ଏବଂ ବିକ୍ରି ଉପାୟ?
✅ ମହିଳାମାନେ କିପରି ଏହି ବ୍ୟବସାୟ କରିପାରିବେ?
✅ ଏହି ଚାଷ ରେ କ’ଣ କ’ଣ ଅସୁବିଧା ଆସିପାରେ ଏବଂ ସମାଧାନ କ’ଣ?
🎯 ଯଦି ଆପଣ ମଧ୍ୟ ଘରେ ବସି ଏକ ସଫଳ ଫାର୍ମିଂ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ତାହେଲେ ଏହି ଭିଡିଓ ଟି ଅବସ୍ୟ ଦେଖନ୍ତୁ!
ଛତୁ ଚାଷ କେବଳ ଏକ ବ୍ୟବସାୟ ନୁହେଁ, ଏହା ଏକ ସୁଯୋଗ! ଆପଣ ଅଳ୍ପ ପୂଞ୍ଜି ଓ କମ୍ ସ୍ଥାନରେ ଏହି ବ୍ୟବସାୟ ଆରମ୍ଭ କରି ଅନେକ ଲାଭ କରିପାରିବେ। ଏହି ଭିଡିଓ ଟି ଆପଣଙ୍କୁ ଏହି ବ୍ୟବସାୟ ସମ୍ପର୍କରେ ସମ୍ପୂର୍ଣ୍ଣ ଜାଣିବାର ଏକ ଅବସର ଦେବ!
ଆମର ମିଶନ:
ଚାଷ ଦୁନିଆଁ ଏକ କୃଷି ଭିତ୍ତିକ ଚ୍ଯାନେଲ, ଯେଉଁଠି ଆମେ ଚାଷୀମାନଙ୍କୁ ନୂତନ ତଥ୍ୟ ଏବଂ ଟେକ୍ନୋଲୋଜି ବିଷୟରେ ଅବଗତ କରାଇଥାଉ । ଆମେ ଏହି କ୍ଷେତ୍ରରେ କିଛି ମୁଖ୍ୟ ବିଷୟ ଉପରେ କାମ କରୁଛୁ:
🌾 କୃଷି
🌳 ଉଦ୍ୟାନ ପାଳନ
🐄 ପଶୁପାଳନ
🐟 ମାଛ ଚାଷ
📞 ଯୋଗାଯୋଗ:
📧 Email: [email protected]
📸 Instagram: @chasadunia
#ChasaDunia #efarmingodisha #krushisampada #farming #ecofarmingodisha #sustainablefarming #organicfarming #odiafarming #agriculture #chasa #chhatuchasa #chasa #mushroomfarming #WomenEntrepreneurs #FarmingSuccess #OrganicFarming #odiafarming #farmerslife #farmer #farmerschoice #agriculturefarming #mushroomgrowing
Доступные форматы для скачивания:
Скачать видео mp4
-
Информация по загрузке: