‘ମାଲ୍ ପ୍ରୋଗ୍ରାମ କାଇଁ ହେଇନି କହି ଚୋଟ ପକାଇଲେ’ || Alcohol Turns Deadly || Bhubaneswar ||Odisha Reporter
Автор: Odisha Reporter
Загружено: 2025-12-28
Просмотров: 50365
#ମଦ_ପାଇଁ_ସାଙ୍ଗକୁ_ହାଣିଲା
ମଦ ପାଈଁ ସାଙ୍ଗକୁ ହାଣିଲା ସାଙ୍ଗ । ରାଜଧାନୀ ଭୁବନେଶ୍ବରରେ ଘଟିଛି ଘଟଣା । ଖାରବେଳ ନଗର ଥାନା ବିଗ ବଜାର ନିକଟରେ ୩ ଜଣ ସାଙ୍ଗ ଭaଜି କରୁଥିଲେ । ଭୋଜିରେ ୨ ଜଣ ସାଙ୍ଗ ମଦ ପାଇଁ ମନା କରିବାରୁ ରାଗିଯାଇ ଖଣ୍ଡାରେ ଆକ୍ରମଣ କରିଛନ୍ତି । ଭୋଜି କରୁଥିବା ବେଳେ ପ୍ରଥମେ ବଚସା ଓ ପରେ ପରେ ହାତାହାତି ହୋଇଥିଲେ । କେହି କିଛି ବୁଝିବା ଆଗରୁ ଖଣ୍ଡାରେ ହାଣି ପକେଇଲେ। ପୂରା ଘଟଣା କହିଛନ୍ତି ଆହତଙ୍କ ସାଙ୍ଗ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #Bhubaneswar #Friend #Attack #feast
Доступные форматы для скачивания:
Скачать видео mp4
-
Информация по загрузке: