ମରିଗଲେ ଦିନସରିଲା // NEW KORAPUTIA CHRISTAN DANCE VIDEO SONG// SINGER SUSANTA KHOSLA & SARAJU KULDEEP
Автор: SHYAM OFFICIAL PRESENT S
Загружено: 2025-12-25
Просмотров: 1121
ସର୍ବ ପ୍ରଥମେ ପ୍ରଭୁଙ୍କର ଗୌରବ ହେଉ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମେ ଏକ ଖ୍ରୀଷ୍ଟ ଭକ୍ତି ସଙ୍ଗୀତ ପ୍ରସ୍ତୁତ କରିଛୁ ଆମେ ଆଶା କରୁଅଛୁ ଯେ ଏହି ଗୀତ ଆପଣ ମାନଙ୍କୁ ଭଲ ଲାଗିବ ପୁଣି ପ୍ରଭୁଙ୍କ ଗୌରବ ପାଇଁ ବ୍ୟବହାର ହେବ ସମସ୍ତେ ଏହି ସଚେତନ ଭରା ଗୀତ ଶୁଣନ୍ତୁ ପୁଣି ଆସୁଚିତାର ଜୀବନ ଛାଡ଼ି ଏକ ଖ୍ରୀଷ୍ଟୀୟ ଜୀବନ ଯାପନ କାରୀ ଲୋକ ପରି ରହିବା ପାଇଁ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରି ଏହି ଗୀତକୁ ବ୍ୟବହାର କରନ୍ତୁ ପୁଣି ଭଲ ଲାଗିଲେ ଅନ୍ୟ ମାନଙ୍କୁ ଶେର କରନ୍ତୁ ଆଉ ପ୍ରଭୁଙ୍କ ଠାରୁ ଆଶୀର୍ବାଦ ପାଉନ୍ତୁ ଧନ୍ୟବାଦ୍
Singer- SUSANTA KHOSLA & SARAJO KULDEEP
Lyrics : SARAJO KULDEEP
Music Arrange- SUSANTA KHOSLA
Don't forget to like,Comment,Share and Subscribe
Доступные форматы для скачивания:
Скачать видео mp4
-
Информация по загрузке: