Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ମେଡିକାଲ କଲେଜ ପାଇଁ ନୟାଗଡ଼ ଦି ଫାଳ ! | Medical College Location Controvery | Nayagarh | PrameyaNews7

Автор: Prameya News7

Загружено: 2025-12-20

Просмотров: 170

Описание:

ନୟାଗଡ଼ ଜିଲ୍ଲାରେ ମେଡିକାଲ୍ କଲେଜ ହେବ । ହେଲେ କେଉଁଠି ହେବ ତାକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା । ଜିଲ୍ଲାର ଚାନ୍ଦପୁର ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଧାନସଭାରେ ଖଣ୍ଡପଡ଼ା ବିଧାୟକ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବା ପରେ ନୟାଗଡ଼ରେ ଏହାକୁ ନେଇ ତେଜିଛି ଅସନ୍ତୋଷ । ଜିଲ୍ଲା ହେଡ୍କ୍ବାର୍ଟର ନୟାଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅଡ଼ି ବସିଛନ୍ତି ନୟାଗଡ଼ବାସୀ । ଏମିତିରେ ଆଜି ଉଭୟ ଚାନ୍ଦପୁର ଏବଂ ନୟାଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ତେଜିଛି ଆନ୍ଦୋଳନ
#nayagarhnews #medicalcollege #controversynews #prameyanews7 #locationcontroversy #protest
Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.

For Latest News Follow us on:
Website: http://www.prameyanews7.com/
YouTube:    / prameyanews7odia  
Twitter:   / news7odia  
Facebook:   / news7odia  
Instagram:   / prameyanews7  

Podcast:
   • News7 Podcast  

Playlists :-
Doctor's Pathshala:    • Doctor's Pathshala  

ରୋଜଗାର:    • ROJAGAR | ରୋଜଗାର | News7 Odia  

Maganna Oligi:    • Maganna Oligi  

ଆରୋଗ୍ୟମ:    • Arogyam  

ବଜାର News:    • ବଜାର News | Bazar News  

ବିଜନେସ ବିଶେଷ:    • ବିଜନେସ ବିଶେଷ | Business Bisesh  

Biswas Abiswas Andhabiswas:    • Biswas Abiswas Andhabiswas  

Face To Face:    • Face To Face  

Ebe Bi Rahasya:    • Ebe Bi Rahasya  

Explore Odisha Season 3:    • Explore Odisha Season 3  

Breakfast Odisha:    • Breakfast Odisha News7  

Digital Special Stories:    • Digital Special Stories  

#PrameyaNews7 #News7 #OdishaNews

ମେଡିକାଲ କଲେଜ ପାଇଁ ନୟାଗଡ଼ ଦି ଫାଳ ! | Medical College Location Controvery | Nayagarh | PrameyaNews7

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ସୁରକ୍ଷା ବ୍ୟବସ୍ଥାର ଆଖି ଆଗରେ ରାଜଧାନୀର ଛାତି ଉପରେ ଯୁବକଙ୍କୁ ଗୋଡେଇ ଗୋଡେଇ କଲେ ଛୁରାମାଡ

ସୁରକ୍ଷା ବ୍ୟବସ୍ଥାର ଆଖି ଆଗରେ ରାଜଧାନୀର ଛାତି ଉପରେ ଯୁବକଙ୍କୁ ଗୋଡେଇ ଗୋଡେଇ କଲେ ଛୁରାମାଡ

‘ପିଲା ମାରିଛ ଗେଟ୍ ବନ୍ଦ କରୁଛ’  | Odisha Reporter

‘ପିଲା ମାରିଛ ଗେଟ୍ ବନ୍ଦ କରୁଛ’ | Odisha Reporter

ନୟାଗଡ଼ ସଦରମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି, ଜୟ ନୟାଗଡ଼ ସଂଗଠନ ପକ୍ଷରୁ ମଶାଲ ଶୋଭାଯାତ୍ରା |PrameyaNews7

ନୟାଗଡ଼ ସଦରମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି, ଜୟ ନୟାଗଡ଼ ସଂଗଠନ ପକ୍ଷରୁ ମଶାଲ ଶୋଭାଯାତ୍ରା |PrameyaNews7

ମାମୁଁଙ୍କ ଘରେ ଭଣଜା ଭାଣିଜୀ ର ଅଧିକାର | right to property | hindu succession act 1956

ମାମୁଁଙ୍କ ଘରେ ଭଣଜା ଭାଣିଜୀ ର ଅଧିକାର | right to property | hindu succession act 1956

ସ୍ବଭାବିକ ହେଉନି ମଣ୍ଡି ଉଠୁନି ଧାନ, ହେବ କି ବଡ଼ ଆନ୍ଦୋଳନ? | Dhana Mandi Issue |Token Issue |Farmers Protest

ସ୍ବଭାବିକ ହେଉନି ମଣ୍ଡି ଉଠୁନି ଧାନ, ହେବ କି ବଡ଼ ଆନ୍ଦୋଳନ? | Dhana Mandi Issue |Token Issue |Farmers Protest

"ଯଦି ବୃଦ୍ଧ ବା ବିଧବା 1000ଟଙ୍କାରେ ମାସେ ଚଳିପାରୁଛି ତାହେଲେ ବିଧାୟକ 3ଲକ୍ଷ ଦରମା ନେବେ କାହିଁକି" MLA Salary

ରାଜଧାନୀରେ ଛାତିଥରା ଦୁର୍ଘଟଣା || Miracle Escape! Hiwa Truck Drags Car in Bhubaneswar || Odisha Reporter

ରାଜଧାନୀରେ ଛାତିଥରା ଦୁର୍ଘଟଣା || Miracle Escape! Hiwa Truck Drags Car in Bhubaneswar || Odisha Reporter

ସମ୍ବଲପୁରରେ ବାର ଘଣ୍ଟିଆ ବନ୍ଦ, ଚକ ଅଖ ସମ୍ପୂର୍ଣ ଠପ

ସମ୍ବଲପୁରରେ ବାର ଘଣ୍ଟିଆ ବନ୍ଦ, ଚକ ଅଖ ସମ୍ପୂର୍ଣ ଠପ

OSCPCR to Revisit KISS, Probe Campus Environment After Student Death: Babita Patra

OSCPCR to Revisit KISS, Probe Campus Environment After Student Death: Babita Patra

ପାଣିରେ ହେବାକୁ ଯାଉଛି ଯୁଦ୍ଧChina is building the world’s most powerful hydropower system। PM Modi N18G

ପାଣିରେ ହେବାକୁ ଯାଉଛି ଯୁଦ୍ଧChina is building the world’s most powerful hydropower system। PM Modi N18G

OSSC CGL 2025 Post Preference/ All Doubts Clear/ Group B Posts/ ଆବେଦନ ପୂର୍ବରୁ ଜାଣନ୍ତୁ।Chinmaya Sir

OSSC CGL 2025 Post Preference/ All Doubts Clear/ Group B Posts/ ଆବେଦନ ପୂର୍ବରୁ ଜାଣନ୍ତୁ।Chinmaya Sir

ରାଜ୍ୟ ସାରା ଚାଲିଛି ଚର୍ଚ୍ଚା: ଓଡ଼ିଶାରେ ହେବ ନୂଆଦଳ; କିଏ କରିବେ.. କିଏ ରହିବେ ? କହିଦେଲେ ରବି ଦାସ | News Room

ରାଜ୍ୟ ସାରା ଚାଲିଛି ଚର୍ଚ୍ଚା: ଓଡ଼ିଶାରେ ହେବ ନୂଆଦଳ; କିଏ କରିବେ.. କିଏ ରହିବେ ? କହିଦେଲେ ରବି ଦାସ | News Room

ବିଧାୟକଙ୍କ ଦରମା ସରକାର ଏବେ କରିବେ କଣ? | Kalinga TV

ବିଧାୟକଙ୍କ ଦରମା ସରକାର ଏବେ କରିବେ କଣ? | Kalinga TV

ଏତେ ସହଜ ରେ ବନି ପାରୁଛି😊

ଏତେ ସହଜ ରେ ବନି ପାରୁଛି😊

କେମିତି କରିଥିଲା ଚୋରୀ, ଦେଖନ୍ତୁ ଚୋର ଦେଖେଇଲା ଡେମୋ #nayagarh #news #odia #nayagarhdarpan #temple #loot

କେମିତି କରିଥିଲା ଚୋରୀ, ଦେଖନ୍ତୁ ଚୋର ଦେଖେଇଲା ଡେମୋ #nayagarh #news #odia #nayagarhdarpan #temple #loot

ଦୁଷ୍କର୍ମ ନା ଜମିବାଡ଼ି, ଫତେଗଡ ଯୁବକଙ୍କୁ ମାଡ଼ କାହିଁକି ? Nayagarh fategarh odisha.

ଦୁଷ୍କର୍ମ ନା ଜମିବାଡ଼ି, ଫତେଗଡ ଯୁବକଙ୍କୁ ମାଡ଼ କାହିଁକି ? Nayagarh fategarh odisha.

ଏମିତି ବି ଆସେ ମୃତ୍ୟୁ ! ସାତ କେଜିର ଭଣ୍ଡା ମହିଳାଙ୍କ ଛାତିରେ ପଡି ଚାଲିଗଲା ଜୀବନ || Knews Odisha

ଏମିତି ବି ଆସେ ମୃତ୍ୟୁ ! ସାତ କେଜିର ଭଣ୍ଡା ମହିଳାଙ୍କ ଛାତିରେ ପଡି ଚାଲିଗଲା ଜୀବନ || Knews Odisha

Какова политическая подоплека повышения или понижения зарплат депутатов законодательного собрания...

Какова политическая подоплека повышения или понижения зарплат депутатов законодательного собрания...

ଅଚ୍ୟୁତ ତୁମ ସାହସକୁ ମାନିବାକୁ ପଡିବ | KISS Tribal Students’ Reality Exposed | Claims vs Reality at KISS

ଅଚ୍ୟୁତ ତୁମ ସାହସକୁ ମାନିବାକୁ ପଡିବ | KISS Tribal Students’ Reality Exposed | Claims vs Reality at KISS

ମୋର ରଙ୍କୁଣି ଧନକୁ ଝୁଲାଇ ଦେବିଲୋ (ବର୍ଷାଙ୍କ Viral Song)। Lunisahi Rama Nataka। Lava Kusa Janma। Ramalila

ମୋର ରଙ୍କୁଣି ଧନକୁ ଝୁଲାଇ ଦେବିଲୋ (ବର୍ଷାଙ୍କ Viral Song)। Lunisahi Rama Nataka। Lava Kusa Janma। Ramalila

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]