Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ଏ ତ ଘୋର କଳିଯୁଗ ଶେଷର କାରଣ || Umakanta Das || ମାଳିକା ବଚନ || Rabi Kumar ||Jagannatha Bhajan

Автор: Survibration

Загружено: 2023-08-20

Просмотров: 2539801

Описание:

ଏ ତ ଘୋର କଳିଯୁଗ ଶେଷର କାରଣ || Umakanta Das || ମାଳିକା ବଚନ || kalijugara kahani ||Jagannatha Bhajan

♫ CREDITS ♫


♫ Song Name - ଏ ତ ଘୋର କଳିଯୁଗ ଶେଷର କାରଣ

♫ Singer - Umakanta Das

♫ Lyrics - Rabi Kumar

♫ Music - Rabi Kumar

♫Tabla - Ajay Choudhury

♫Pad - Dr. Debajyoti Padhi

♫ DOP & Edit - Kumar Chandan

♫ Banner - Survibration


♫ Recording & Mixing - Survibration (BBSR)
for recording new song call 7008940396


♫ Lyrics ♫

ସମୁଦ୍ର ଆସିବ ମାଡି
ଅଦିନ ବରଷା ଝଡି
ମାରିବ ଯେ ଘଡଘଡି
ବୈଶାଖରେ ନଇବଢି
ବେଳ ଥାଉଁ ଥାଉଁ କେତେଯେ ଜୀବନ
ଅକାଳରେ ଯିବ ଝଡି...
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
*********
ଭାଙ୍ଗିଯିବ କଳ୍ପବଟ
ଶ୍ରୀହରି କରିବେ ନାଟ
କଳ୍କୀ ଅବତାର ହୋଇ
ଚଳିବେ ଛତିଆ ବଟ
କଳା ଧଳା ଘୋଡା ଚଢି ମହାପ୍ରଭୁ
ସଂହାରିବେ ପୁଣି ମ୍ଳେଚ୍ଛ
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
*********
ସାତ ଦିନ ଯେ ଅନ୍ଧାର
ପୃଥ୍ବୀ ହେବ ଛାରଖାର
ଶୃଗାଳ ଆଉ କୁକୁର
ପଶିବେ ଘର ଭିତର
ଚଣ୍ଡୀ ଚାମଣ୍ଡା ଯେ ଗୋଡାଇ ଖାଇବେ
ରକ୍ଷା ନପାଇବେ ନର
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
*********
ଦେଢଶୁର ଭାଇବୋହୁ
ପୀରତୀ କରିବେ ସେହୁ
ଭାଇ ଭଉଣୀ ପୀରତୀ
ବଢିବ ଯେ ଅପକୀର୍ତ୍ତୀ
ହୋଇ କାମଭୋଳ ବୁଡାଇବେ କୂଳ
ନମାନିବେ କେହି ଜାତି
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
**********
ଗୃହସ୍ଥ ନମାନି ନାରୀ
କୁଳ ଧର୍ମ ଭୂଲିକରି
ପରପୁରୁଷରେ ମାତି
କରିବେ ପୀରତୀ ଚୋରୀ
ସ୍ବାମୀ ଥାଇ ପରପୁରୁଷ ସଙ୍ଗରେ
ବୁଲୁଥିବେ ଗିରି ଘିରି
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
**********
ଭାଇ ହୋଇବ ଭଗାରି
ତଣ୍ଟି କାଁଟେ ଅଣ୍ଟି ଛୁରୀ
ସ୍ବାର୍ଥେ ଅନ୍ଧ ହୋଇ ପୁଅ
ବାପକୁ ପକାଏ ମାରି
ନରମାଂସ ନର ଖାଇବ ଯାଣିଥା
ରାକ୍ଷସଠୁ ଯିବ ବଳି
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
**********
ବାବା ହେବେ ମାଳ ମାଳ
ଲାଗିବ ଯେ ମହା ଗୋଳ
ଗୁପ୍ତେ ଯୁବତୀ ସଂଗରେ
କରିବେ ପୀରତୀ ଖେଳ
ମଦ ମାଂସ ଖାଇ ବିଳାସ ବ୍ୟସନେ
ମାୟାରେ ହୋଇବେ ଭୋଳ
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
**********
ଅର୍ଦ୍ଧ ନଗ୍ନ ରୂପ ହୋଇ
ବୁଲୁଥିବେ ନାରୀ ତହିଁ
ବାର ଅବାର ନମାନି
ଆମିଷ ଭକ୍ଷିବେ ସେହି
ନିଶାଶକ୍ତ ହୋଇ ନୃତ୍ୟ କରୁଥିବେ
ସଂସ୍କୃତିକୁ ଭୂଲିଯାଇ
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
*********
ଏଣୁ ହେବେ ଅଳ୍ପାୟୂଷ
ପାପେ ଯିବେ ସର୍ବେ ନାଶ
ନାସ୍ତିକ ହେବେ ପ୍ରବଳ
ଅଧର୍ମେ ହୋଇବେ ମେଳ
ବିଗ୍ୟାନ ନାମରେ ମିଥ୍ୟା ଯୁକ୍ତି କରି
ଲଗାଇବେ ମହାଗୋଳ....
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
**********
ଏତ ଘୋର କଳିଯୁଗ
ଭାବର ଅଟେ ଅଭାବ
ମୁର୍ଖ ବୋଲାଏ ପଣ୍ଡିତ
ଦେଖି ଲାଗେ ଆଚମ୍ବିତ
ବେଧର୍ମୀ ଜନର ବଢଇ ଆଦର
ମୁର୍ଖ ଯେ ଯଶ ମଣ୍ଡିତ
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
**********
ଭାବ ନଥାଇ ଭଜନ
ଗାଇବେ କରି ଗର୍ଜନ
ଅଶ୍ଲୀଳ ନୃତ୍ୟ ନାଚିବେ
ଭୂଲି ଯାଇ ହରିନାମ
ବିଦେଶୀ ସଂସ୍କୃତି ଆପଣେଇ ନେବେ
ଧିକ ଧିକ ଏ ଜୀବନ...
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
**********
ଅଗ୍ନି ବୃଷ୍ଟି ହେବ ଶୁଣ
ଅକାଳେ ହେବ ମରଣ
ବନ୍ୟା ବାତ୍ଯା ଭୂମିକମ୍ପ
ହେବ ମାଳିକା ପ୍ରମାଣ
ହରିଙ୍କର ଚକ୍ର ଘୁରୁଥିବ ସଦା
ଦୁଷ୍ଟ ହୋଇବେ ଛେଦନ
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
**********
ମହା ବିପତ୍ତି ପଡିବ
ଭୈରବୀ ରଡି ଶୁଭିବ
ହରିଙ୍କ ଶରଣ ଗଲେ
ନିଶ୍ଚୟ ରକ୍ଷା ପାଇବ
ଜୟ ଜଗନ୍ନାଥ ଡାକିଦେଲେ ଥରେ
ବିପଦୁ ଉଦ୍ଧାର ହେବ
ଏତ ଘୋରକଳି ଯୁଗ ଶେଷର କାରଣ
ବେଳ ଥାଉଁ ନିଅ ଥରେ କାଳିଆ ଶରଣ




Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love

#rathayatraspecial
#torathadaudikuchuinlabelaku
#UmakantaDas
#RabiKumar
#Survibration
#NewJagannathBhajan
#NewOdiaBhajan
#JagannathBhajan
#NewRathajatraBhajan
#OdishaViralSinger






Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I










!! *ANTI PIRACY WARNING * !!
This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.






***********





✽ Subscribe our Official YouTube Channel -




https://www.youtube.com/channel/UCT_S....




✽ Like us on Facebook -




h​  / drjayashreed.  .




  / sur-vibratio..  .




LIKE ◆ COMMENT ◆ SHARE ◆ SUBSCRIBE

ଏ ତ ଘୋର କଳିଯୁଗ ଶେଷର କାରଣ ||  Umakanta Das ||  ମାଳିକା ବଚନ  || Rabi Kumar ||Jagannatha Bhajan

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

BEST OF UMAKANTA || Umakanta Das || Rabi Kumar   || Survibration

BEST OF UMAKANTA || Umakanta Das || Rabi Kumar || Survibration

ଶେଷରେ ଚୋରୀ କଲେ ଜଗନ୍ନାଥ ! The Miracle of Bhakta Madhav Das | Ancient Temple Mystery

ଶେଷରେ ଚୋରୀ କଲେ ଜଗନ୍ନାଥ ! The Miracle of Bhakta Madhav Das | Ancient Temple Mystery

today's morning news odisha/17 january 2026/subhadra yojana online apply process/odisha news today

today's morning news odisha/17 january 2026/subhadra yojana online apply process/odisha news today

Kalki Baba | କଳ୍କୀ ବାବା | କଳିଯୁଗ | Odia Gahani 2025 | Muskan Pradhan | Asit Jena | MP

Kalki Baba | କଳ୍କୀ ବାବା | କଳିଯୁଗ | Odia Gahani 2025 | Muskan Pradhan | Asit Jena | MP

⚡️ Путин предложил Западу сделку || НАТО поставили перед условием

⚡️ Путин предложил Западу сделку || НАТО поставили перед условием

ଏମିତି ଆରମ୍ଭ ହେବ ବୋଲି କେହି ଭାବି ନ ଥିଲେ | Itishree Kar Kirtan #evergreenodia #ladieskirtan #kirtan

ଏମିତି ଆରମ୍ଭ ହେବ ବୋଲି କେହି ଭାବି ନ ଥିଲେ | Itishree Kar Kirtan #evergreenodia #ladieskirtan #kirtan

ବାପା ମା ଙ୍କୁ କନ୍ଦାଇଲେ କ'ଣ ହୁଏ ?💞odia sadhu bani | sadhu bani prarthana tv |sadhu bani recent episode

ବାପା ମା ଙ୍କୁ କନ୍ଦାଇଲେ କ'ଣ ହୁଏ ?💞odia sadhu bani | sadhu bani prarthana tv |sadhu bani recent episode

Толстой/трагедия на озере/Пригожин,Шойгу/дело открыто/новости

Толстой/трагедия на озере/Пригожин,Шойгу/дело открыто/новости

Бык Напал На Фермера И Прижал Его Рогами К Стене! То, Что Случилось Дальше, Шокировало Всех!

Бык Напал На Фермера И Прижал Его Рогами К Стене! То, Что Случилось Дальше, Шокировало Всех!

Tanka Tanka Kanhin Hauchu Babu ll ଟଙ୍କା ଟଙ୍କା କାହିଁ ହଉଛୁ ବାବୁ ll ଟଙ୍କା ନେଇ ସ୍ୱର୍ଗପୁରକୁ ଯିବୁ?

Tanka Tanka Kanhin Hauchu Babu ll ଟଙ୍କା ଟଙ୍କା କାହିଁ ହଉଛୁ ବାବୁ ll ଟଙ୍କା ନେଇ ସ୍ୱର୍ଗପୁରକୁ ଯିବୁ?

Umakanta HITS || Blind Singer Umakanta Das || Superhit Bhajana Odia || Jay Jagannatha ||Survibration

Umakanta HITS || Blind Singer Umakanta Das || Superhit Bhajana Odia || Jay Jagannatha ||Survibration

ЭТО ВОЙНА! Пугачев: Трамп отдал приказ, Иран будет уничтожен

ЭТО ВОЙНА! Пугачев: Трамп отдал приказ, Иран будет уничтожен

Dukha deigala daradi bandhu 😭😭 || ଦୁଃଖ ଦେଇଗଲା ଦରଦୀ ବନ୍ଧୁ || Full song || #Sainsoboysgroup

Dukha deigala daradi bandhu 😭😭 || ଦୁଃଖ ଦେଇଗଲା ଦରଦୀ ବନ୍ଧୁ || Full song || #Sainsoboysgroup

RAKESH ଙ୍କ କୋହଭରା କଣ୍ଠର ଜଗନ୍ନାଥ ଭଜନ ସମସ୍ତଙ୍କୁ ବିସ୍ମିତ କଲା - BhaktiKantha - Sidharth TV

RAKESH ଙ୍କ କୋହଭରା କଣ୍ଠର ଜଗନ୍ନାଥ ଭଜନ ସମସ୍ତଙ୍କୁ ବିସ୍ମିତ କଲା - BhaktiKantha - Sidharth TV

ସ୍ବାର୍ଥପର ମଣିଷ !! Swarthapara manisa !! Sricharan mohanti !! Dila Music !! New song!! Kalijuga katha

ସ୍ବାର୍ଥପର ମଣିଷ !! Swarthapara manisa !! Sricharan mohanti !! Dila Music !! New song!! Kalijuga katha

Bhikari Bal || Jagannath Bhajan

Bhikari Bal || Jagannath Bhajan

इस बच्चे ने माई तेरी चुनरिया लाहाराई गाने को गाकर सबको रुला दिया 😭 S16 #sanjit ke idol

इस बच्चे ने माई तेरी चुनरिया लाहाराई गाने को गाकर सबको रुला दिया 😭 S16 #sanjit ke idol

MO PRABHU JAGANNATH

MO PRABHU JAGANNATH

Rakhyakara Jagannath || Umakanta Das || Rabi Kumar || New Jagannath Bhajan ||

Rakhyakara Jagannath || Umakanta Das || Rabi Kumar || New Jagannath Bhajan ||

Budha Sankhari | ବୁଢା ଶଙ୍ଖାରି | Sourav Bharadwaj | Krushna Chandra | Bibhuti Swain | Sabitree Bhakti

Budha Sankhari | ବୁଢା ଶଙ୍ଖାରି | Sourav Bharadwaj | Krushna Chandra | Bibhuti Swain | Sabitree Bhakti

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: infodtube@gmail.com