କିଶିନାପୁର ,ସାଲେପୁର, କଟକ |Suna Sujane Season2 EP129 |Kishinapur, Salepur, Cuttack |Part- 3 |Prarthana
Автор: Prarthana Life
Загружено: 2022-09-08
Просмотров: 43714
ଶୁଣ ସୁଜନେ ''କିଶିନାପୁର ,ସାଲେପୁର, କଟକ ''ରେ ଶରଣ ନନା ଓ ଚରଣ ନନା ।
ଶୁଣ ସୁଜନେ ଏକ ଲୋକ ସମ୍ପର୍କ ଧର୍ମୀ କାର୍ଯ୍ୟକ୍ରମ. ଗାଁ ଗହଳି ରେ ଲୁଚିରହିଥିବା ବିଭିନ୍ନ ପ୍ରତିଭା ଙ୍କୁ ଅନୁସନ୍ଧାନ କରି ସେମାନଙ୍କୁ ଲୋକଲୋଚନ କୁ ଆଣିବା ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ , ସାଧାରଣ ଗ୍ରାମୀଣ ଲୋକଙ୍କ ସହିତ ମିଶିବା ଏବଂ ସେମାନଙ୍କ ସହ ସମୟ କଟାଇବା ଏହି କାର୍ଯ୍ୟକ୍ରମ ର ଏକ ମହତ ଉଦ୍ୟେଶ,
ଓଡ଼ିଆ ଭାଷା, ସଂସ୍କୃତି, ଓ ପରମ୍ପରା ବିଷୟରେ ଅଧିକ ଜାଣିବା ଓ ଜଣାଇବା କାର୍ଯ୍ୟକ୍ରମ ର ଆଉ ଏକ ଲକ୍ଷ୍ୟ,
ଏକ ଭିନ୍ନ ଶୈଳୀ ରେ ଚକୁଳିଆ ପଣ୍ଡା ବେଶ ଧାରଣ ପୂର୍ବକ ଏହି କାର୍ଯ୍ୟକ୍ରମ କୁ ଉପସ୍ଥାପନା କରିଛନ୍ତି ଓଡିଶା ର ସୁନାମଧନ୍ୟ ଭାଷ୍ୟକାର ଶରଣାରବିନ୍ଦ ଓଝା ଏବଂ କଣ୍ଠ ଶିଳ୍ପୀ ଶ୍ରୀ ଚରଣ ମହାନ୍ତି ।
Prarthana TV is the number one Devotional TV channel in Odisha.
SUBSCRIBE to Prarthana channel for more Odia Devotional content and Song
/ prarthanatv
Like us on Facebook
/ prarthanatv
Circle on G+
https://plus.google.com/u/5/+PrarthanaTV
Visit our website for further details: www.prarthanatv.in
Доступные форматы для скачивания:
Скачать видео mp4
-
Информация по загрузке: