ଜଗତଗୁରୁ ଶ୍ରୀଶ୍ରୀଳ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଠାକୁର ଗସ୍ୱାମୀ ପ୍ରଭୁପାଦଙ୍କ ୮୯ ତମ ବିରହ ମହୋତ୍ସବ|| Anudhyan Tv
Автор: ANUDHYAN TV
Загружено: 2025-12-02
Просмотров: 31
ଜଗତଗୁରୁ ଶ୍ରୀଶ୍ରୀଳ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଠାକୁର ଗସ୍ୱାମୀ ପ୍ରଭୁପାଦଙ୍କ ୮୯ ତମ ବିରହ ମହୋତ୍ସବ
ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ବଡ଼ ଚାଟରା ସ୍ଥିତ ଶ୍ରୀ ଶ୍ରୀ ସାରସ୍ୱତ ରାଧାରମଣ ଗୌଡ଼ିୟ ମଠ ଆନୁକୂଲ୍ୟରେ ପ୍ରାୟ ପ୍ରାତ ୧୦ ଘଟିକା ସମୟରେ ଝାରପୋଖରୀଆ ସ୍ଥିତ ଗ୍ରାମ୍ୟ ପୋଖରୀରୁ ୨୫୧ ଜଣ ଭକ୍ତ କଳସ ଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା | ପ୍ରାୟ ୪ କି.ମି. ଦୂର ଖାଲି ପାଦରେ ମୁଣ୍ଡରେ କଳସ ନେଇ ଭକ୍ତ ମାନେ ସଂକୀର୍ତନ ତାଳେ ତାଳେ ନାଚି ନଗର ପରିକ୍ରମା କରି ବଡ଼ ଚାଟରା ସ୍ଥିତ ମଠରେ ପହଞ୍ଚି ଘଟ ସ୍ଥାପନ କରିଥିଲେ | ଏହାପରେ ମଠ ତରଫରୁ ରାଧାରମଣଙ୍କ ପାଖରେ ଲାଗିଥିବା ପ୍ରସାଦ ଭକ୍ତମାନେ ପାଇ ଆନୋନ୍ଦିତ ହୋଇଥିଲେ | ସୂଚନା ମୁତାବକ ଆଜି ମଙ୍ଗଳବାର ତା ୦୨.୧୨.୨୦୨୫ ରିଖ ତା ୦୮.୧୨.୨୦୨୫ ରିଖ ପର୍ଯ୍ୟନ୍ତ ପୁରୀରୁ ଆସିଥିବା ଭକ୍ତି ରକ୍ଷକ ସିଦ୍ଧାନ୍ତି ମହାରାଜ ପୂଜ୍ୟପାଦ ତ୍ରିଦଣ୍ଡି ସ୍ୱାମୀଙ୍କ ଦ୍ୱାରା ପ୍ରତିଦିନ ସନ୍ଧ୍ୟା ୬:୩୦ ମିନିଟ ଠାରୁ ରାତ୍ର ୯:୩୦ ମିନିଟ ପର୍ଯ୍ୟନ୍ତ ଶ୍ରୀମଦ୍ ଭାଗବତ କଥା ମୃତ ହେବାର ସ୍ଥିର କରାଯାଇଥିବା ମଠର ନିବେଦକ ଶ୍ରୀହରିଗୁରୁ ବୈଷ୍ଣବ ଦାସାନୁଦାସ ସୂଚନା ଦେଇଛନ୍ତି | ସାରସକଣା ରୁ ମୁରାରୀ ମୋହନ ମହାପାତ୍ର ଙ୍କ ରିପୋର୍ଟ ଅନୁଧ୍ୟାନ ଟିଭି
Доступные форматы для скачивания:
Скачать видео mp4
-
Информация по загрузке: