ମାଧବଦାସଙ୍କୁ ହଟହଟା କଲେ ଜଗନ୍ନାଥ | Jagannath Temple | Shree Jagannath Dham
Автор: Shree Jagannath Dham
Загружено: 2026-01-10
Просмотров: 14105
ମାଧବଦାସଙ୍କୁ ହଟହଟା କଲେ ଜଗନ୍ନାଥ... | Jagannath Temple | Shree Jagannath Dham
ଭକ୍ତ ମାଧବ ଦାସ ଓ ଶ୍ରୀ ଜଗନ୍ନାଥଙ୍କ କଥା କହି ଭାବବିହ୍ୱଳ ହେଲେ ଭକ୍ତ ଭଗବତ ବ୍ରହ୍ମଚାରୀ l ଏତେ କମ୍ ବୟସରୁ ସେ କୃଷ୍ଣ ପ୍ରେମରେ ସମ୍ପୂର୍ଣ୍ଣ ନିମଗ୍ନ l
ଭଗବତ ଗୀତା ଓ ଭଗବତ ମହାପୁରାଣରେ ତାଙ୍କର ଭଲ ପ୍ରବେଶ ରହିଛି l ତାଙ୍କ କଥା ଶୁଣିଲେ ଏ କଥା ସ୍ପଷ୍ଟ ବାରି ହୋଇଯାଏ l
#ShreeJagannathDham #jagannathtemple #jagannathdham #jagannathbhakti #srikhetra #jagannath #jagannathtemple #Shreejagannath #puri #jagannathpuri #NaamSankirtan #JagannathPuri #LordJagannath #shreekhetra #PuriMandir #OdiaDevotional
Доступные форматы для скачивания:
Скачать видео mp4
-
Информация по загрузке: