ବିହାର ପରେ ଖସିବ ଆଉ ଏକ ରାଜ୍ୟ ! Jharkhand Political Crisis News | Hemant Soren | JMM | Congress-RJD
Автор: News18 Odia
Загружено: 2025-12-03
Просмотров: 3049
ବିହାର ପରେ ଖସିବ ଆଉ ଏକ ରାଜ୍ୟ ! Jharkhand Political Crisis News | Hemant Soren | JMM | Congress-RJD
ବିହାର ପରାଜୟ ପରେ ବିରୋଧୀ ଶିବିର ଏକପ୍ରକାର ଅସ୍ଥିର ହୋଇପଡ଼ିଛି । ମେଣ୍ଟ ଭିତରେ ବିଭିନ୍ନ ଫାଟ ମଧ୍ୟ ସାମ୍ନାକୁ ଆସୁଛି । ଏହାରି ଭିତରେ ଆମର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ବଡ଼ ରାଜନୈତିକ ହଲ୍ଚଲ୍ର ଆଭାସ ମିଳିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଜେଏମ୍ଏମ୍ କୁଆଡ଼େ ଗେରୁଆ ମୁହଁ ହେବାକୁ ସଜ ହେଉଛନ୍ତି । ବର୍ତ୍ତମାନ ସେଠାରେ ଜେଏମ୍ଏମ୍, କଂଗ୍ରେସ, ଆରଜେଡି ଓ ବାମ ଦଳର ମେଣ୍ଟ ସରକାର ଅଛି । ୮୧ ବିଧାନସଭା ଆସନ ମଧ୍ୟରୁ ମେଣ୍ଟ ପାଖରେ ଅଛି ୫୬ଟି ଆସନ । ଯଦି ଏନ୍ଡିଏରେ ଜେଏମ୍ଏମ୍ ମିଶେ, ତେବେ ଜେଏମ୍ଏମ୍ର ୩୪, ବିଜେପିର ୨୧, ଏଲ୍ଜେପି ଓ ଏଜେଏସ୍ୟୁର ଗୋଟିଏ ଲେଖାଏଁ ଆସନ ମିଶାଇଲେ ସଂଖ୍ୟା ୫୮ରେ ପହଞ୍ଚିବ ।
After the Bihar defeat, the opposition camp has become somewhat unstable. Various cracks within the ranks are also surfacing. In this context, there is a glimpse of major political activity in our neighboring state, Jharkhand. Chief Minister Hemant Soren and the JMM appear ready to wear a saffron face. Currently, the state is governed by the JMM, Congress, RJD, and Left parties. Out of 81 assembly seats, the JMM holds 56 seats. If the JMM joins the NDA, then adding JMM's 34, BJP's 21, and one seat each from the LJP and AJSU, the total will reach 58 seats. #JharkhandCrisis #HemantSoren #JMM #Congress #RJD #NDA #PoliticalUpdate #BreakingNews #IndiaPolitics #LatestNews#News18Odia #OdiaNews #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
Доступные форматы для скачивания:
Скачать видео mp4
-
Информация по загрузке: