‘କାଲିଠାରୁ ବସ୍ ଧର୍ମଘଟ ହେବ ନାହିଁ’ | Odisha Reporter
Автор: Odisha Reporter
Загружено: 2026-01-23
Просмотров: 69
#ବସ_ଧର୍ମଘଟ_ନିଷ୍ପତ୍ତି_ପ୍ରତ୍ୟାହାର
ଆସନ୍ତାକାଲି ହେବାକୁ ଥିବା ରାଜ୍ୟବ୍ୟାପୀ ଘରୋଇ ବସ ଧର୍ମଘଟ ପ୍ରତ୍ୟାହୃତ। ବସ ଧର୍ମଘଟ ନିଷ୍ପତ୍ତିକୁ ପ୍ରତ୍ୟାହାର କଲା ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ। ସରକାରଙ୍କ ସହିତ ସକାରାତ୍ମକ ଆଲୋଚନା ପରେ ସଙ୍ଘ ପକ୍ଷରୁ ଏହି ନିଷ୍ପତି ଗ୍ରହଣ ହୋଇଛି। ଶୁଣନ୍ତୁ କ'ଣ କହୁଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ।
disha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #bhubaneswar #privatebus #busstrike #Odisha #OdishaReporter
Доступные форматы для скачивания:
Скачать видео mp4
-
Информация по загрузке: