ଗୋଟେ ଚା ବାଲା ର Real life story !! ୧୦ ଟଙ୍କା ରୁ ₹୨୫ କୋଟି ର ମାଲିକ// Motivational story
Автор: Odia story world - 9
Загружено: 2025-11-12
Просмотров: 7675
ଗୋଟେ ଚା ବାଲା ର Real life story !! ୧୦ ଟଙ୍କା ରୁ ₹୨୫ କୋଟି ର ମାଲିକ// Motivational story
#motivation #odiastoryworld #motivational #truestory #odiamotivation #odia #odiagapa #moralstories #moralstories #odiamoralstory #odiamoralgapa #fromstrugglestosuccess
#ପ୍ରେରଣାଦାୟକକାହାଣୀ
🌟( Description) 🌟
ଏହି କାହାଣୀ ହେଉଛି ଜଣେ ଛୋଟ ପିଲାର ଅସାଧାରଣ ଯାତ୍ରା —
ଯିଏ ୧୦ ଟଙ୍କାରେ ଚା ବେଚିବାରୁ ଆରମ୍ଭ କଲା,
ଆଜି ସେ ୨୫କୋଟିର କମ୍ପାନୀର ମାଲିକ ହୋଇଛି!
💪🔥
ଜୀବନରେ ସଂଘର୍ଷ ହେଉଛି ସବୁଠୁ ବଡ଼ ଶିକ୍ଷା
ସେ ପିଲା କେବେ ହାରି ମାନିଲା ନାହିଁ — ବର୍ଷା, ଗରମ, ଥଣ୍ଡା… ସବୁ ଦିନ ଚା ବିକୁଥିଲା
କିନ୍ତୁ ସେ ସପନ୍ଦେଖୁଥିଲା — “ଆଉ ସେଇଥି ପାଇଁକି ସିଏ ଆଜି ବଡ businessman ହେଇ ପାରିଛି
ଏହି କାହାଣୀ ଆମକୁ ଶିକ୍ଷାଇଲା କି —
ବଡ଼ ସପନ ଦେଖ, ଛୋଟରୁ ଆରମ୍ଭ କର, ଏବଂ ନିଜ ଉପରେ ଭରସା ରଖ।
କାରଣ ଯଦି ଜଣେ ଛୋଟ ଚା ୱାଲା ସଫଳ ହୋଇପାରି,
ତାହେଲେ ତୁମେ ମଧ୍ୟ କରି ପାରିବ! 💫
Thank you for watching 🙏🏻
❤️Jay Jagannath❤️
Доступные форматы для скачивания:
Скачать видео mp4
-
Информация по загрузке: